ପ୍ରସିଦ୍ଧ ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ଜନି ବକ୍ସିଙ୍କ ପରଲୋକ

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ଜନି ବକ୍ସିଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଜନି ବକ୍ସି ଅନେକ…
Read More...

ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୫୩୮

ଭୁବନେଶ୍ବର : ରାଜ୍ୟରେ ଶନିବାର ଆଉ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ଵର, ଗଞ୍ଜାମ, ବଲାଙ୍ଗୀର, କଟକ,…
Read More...

ରାଜ୍ୟରେ ଆଉ ୩ ହଜାର ୫୪୩ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଶନିବାର ଆଉ ୩ ହଜାର ୫୪୩ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୧୬୧ ଚିହ୍ନଟ ହୋଇଥିବାବେଳେ ୧୩୮୨ ସ୍ଥାନୀୟ ସଂକ୍ରମଣ…
Read More...

ସୁରତ ଯାଉଥିବା ବସ୍‌ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ଵର : ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ୍‌ ଛତିଶଗଡ଼ ରାଇପୁରର ଚେରିଖେଡି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ପୁଲିସ…
Read More...

୨୪ ଘଣ୍ଟାରେ ୫୦ ହଜାର ୬୬୩ ଟେଷ୍ଟ: ରାଜ୍ୟରେ ୨୦ ଲକ୍ଷ ଟପିଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ଵର : ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା। ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୬୬୩ଟି ନମୁନା ପରୀକ୍ଷା କରାଯାଇଛି। ଏହା ଭିତରେ ୪୩ ହଜାର ୬୪୦ ଆଂଟି ଜେନ ଟେଷ୍ଟ ରହିଥିବାବେଳେ ୬ ହଜାର ୮୯୮ଟି…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲପର ଗୁରୁତର

ଖୋର୍ଦ୍ଧା : ୧୬ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଚାଳକ ଜୀବନ୍ତ ଦଗ୍ଧ ଏବଂ ଗାଡିର ସହାୟକ ଗୁରୁତର ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା…
Read More...

ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ

କଟକ : ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଭୋଇଙ୍କର ଶନିବାର ସକାଳୁ କଟକର ଏକ ଘରୋଇ ଡ଼ାକ୍ତରଖାନାରେ…
Read More...

ମୁମ୍ବଇରେ ଭୂକମ୍ପ ଝଟକା

ମହାରାଷ୍ଟ୍ର : ମହାରାଷ୍ଟ୍ରର ମୁମ୍ବଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବଇଠାରୁ…
Read More...

ସୁରତ ଯାଉଥିବା ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣା, ୭ ମୃତ, ୨୦ ଆହତ

ଛତିଶଗଡ଼ : ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଛନ୍ତି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ…
Read More...

ଆଦିତ୍ୟ ମୃତ୍ୟୁ ମାମଲା : ଆଇନର ଦ୍ୱାରସ୍ଥ ହେବେ ଚିନ୍ମୟୀ

ଭୁବନେଶ୍ୱର : ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଚିତ୍ର ଏବେ ପଦାକୁ ଆସିବା ପରେ ଏହି ଘଟଣା ଏକ ଅଡୁଆ ସୂତା ହେବାରେ ଲାଗିଛି। ଗତ ଦୁଇ ଦିନ ହେବ ବାଲେଶ୍ୱର ଖଇରା ଅଞ୍ଚଳର…
Read More...

ଗୁରୁ ଦିବସର ଅନୁଚିନ୍ତା

ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏଭଳି ଭୂମିକା ନିଭାଉଥିବା ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ପ୍ରାତଃ ସ୍ମରଣୀୟ ଏବଂ ବନ୍ଦନୀୟ। ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍…
Read More...

ଆଜି +୨ କଳା ଓ ଧନ୍ଦାମୂଳକ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ। ଶନିବାର ଅପରାହ୍ନ ୪ଟାରେ ପରିଷଦ…
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆଉ ଏକ ଆବେଦନ

କଟକ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କୁ ହତ୍ୟା ଅଭିଯୋଗ ନେଇ ଜିଆରପି ଥାନାରେ ଏତଲା ଦାୟର କରିଥିବା ପ୍ରଦୀପ ଧିଣ୍ଡିଆଙ୍କ…
Read More...

ଚେନ୍ନଇ ସୁପର କିଙ୍ଗ୍‍ସକୁ ଶକ୍ତ ଧକ୍କା : ଆଇପିଏଲ୍‍ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ : ସୁରେଶ ରୈନାଙ୍କ ପରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ୨ୟ ଖେଳାଳି ଭାବେ ଆଇପିଏଲ୍‍ର ୧୩ଶ ସଂସ୍କରଣରୁ ଓହରି ଯାଇଛନ୍ତି ବରିଷ୍ଠ ଅଫ୍‍ସ୍ପିନର ହରଭଜନ ସିଂହ। ବ୍ୟକ୍ତିଗତ କାରଣରୁ ଚଳିତବର୍ଷ ୟୁଏଇରେ…
Read More...

ତସ୍ମୈ ଶ୍ରୀ ଗୁରବେ ନମଃ

ସାଧାରଣ ଶିକ୍ଷକ କେବଳ ପାଠ ପଢ଼ାନ୍ତି; କିନ୍ତୁ ଗୁରୁ ମଣିଷ ପରି ମଣିଷଟିଏ ହେବାର ଶିକ୍ଷା ଦିଅନ୍ତି, ବାଟ ଦେଖାନ୍ତି। ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ । ଯାହକୁ ଆମେ ଗୁରୁଦିବସ ଭାବେ ପାଳନ କରୁ । ଏହି ଉପଲକ୍ଷେ ଏଭଳି…
Read More...

ଓଜନ ବଢ଼ିବାର କାରଣ

ପ୍ରତ୍ୟେକ ନିଜ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ସେ ବାବଦରେ ଜାଣିରଖିବା ଉଚିତ। ଶରୀରରେ ମେଦ ବୃଦ୍ଧି ହେଲେ ବିଭିନ୍ନ ରୋଗକୁ ନିମନ୍ତ୍ରଣ ମିଳେ। ଓଜନ ବଢ଼ିବାର ଅନ୍ୟତମ ମୁଖ୍ୟ କାରଣମାନ ହେଲା: -…
Read More...

ଏସ୍‌ସିଓ ବୈଠକରେ ଚୀନକୁ ରାଜନାଥଙ୍କ ପରୋକ୍ଷ ବାର୍ତ୍ତା : ଆଞ୍ଚଳିକ ସ୍ଥିରତା ଲାଗି ବିଶ୍ବାସ, ସହଯୋଗ ଆବଶ୍ୟକ

ମସ୍କୋ : ରୁଷ୍‌ର ମସ୍କୋରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‍ସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ଉଦ୍ଦେଶ୍ୟରେ ପରୋକ୍ଷ ବାର୍ତ୍ତା ଦେଇଛନ୍ତି। ଶୁକ୍ରବାର…
Read More...

କେନ୍ଦ୍ର ସରକାରଙ୍କ ଖର୍ଚ୍ଚ କାଟ ନୀତି : ନୂଆ ନିଯୁକ୍ତି, ପଦ ସୃଷ୍ଟି ବନ୍ଦ

ନୂଆଦିଲ୍ଲୀ : କରେନା ମହାମାରୀ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କାଟ ନୀତି ଆପଣାଇଛନ୍ତି। ଖର୍ଚ୍ଚକାଟ୍ ନୀତି ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ​‌ କୌଣସି ପ୍ରକାର ନୂଆ ନିଯୁକ୍ତି ଦିଆଯିବ ନାହିଁ କି କୌଣସି ବିଭାଗରେ ନୂଆ ପଦ…
Read More...

ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ

ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି। ତାଙ୍କ ପାଖରେ ଏତେ ଜୀବାଶ୍ମ ନମୂନା ରହିଛି ଯେ ସେଥିରେ ସେ ଛୋଟ ସଂଗ୍ରହାଳୟଟିଏ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି ପ୍ରତିଭା…
Read More...

ଗୁରୁ ଦିବସ

ଆଜି ଗୁରୁଦିବସ। ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଆସୁଛି। ଡ.…
Read More...

ଖୋର୍ଦ୍ଧା କରୋନା ହଟ୍‌ସ୍ପଟ୍‌ : ଆଗକୁ ସ୍ଥିତି ଭୟଙ୍କର

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ଯାଏ କରୋନା ସଂକ୍ରମଣ ଶୀର୍ଷରେ ରହିବା ନେଇ ବିଶେଷଜ୍ଞଙ୍କ ପୂର୍ବାନୁମାନ ସଠିକ୍‍ ସାବ୍ୟସ୍ତ ହେଉଛି। ଓଡ଼ିଶାରେ ପୂର୍ବାପେକ୍ଷା ନମୁନା ପରୀକ୍ଷା ହାର କମୁଥିଲେ ସୁଦ୍ଧା ସଂକ୍ରମିତଙ୍କ…
Read More...

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ…
Read More...

କଟକ, କୋରାପୁଟ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଭୟାନକ : ଅତିରିକ୍ତ କୋଭିଡ଼ ହସ୍ପିଟାଲ ଲାଗି ଜିଲାପାଳଙ୍କୁ ଏସିଏସ୍‍ଙ୍କ…

ଭୁବନେଶ୍ୱର : କଟକ, ଖୋର୍ଦ୍ଧା ଏବଂ କୋରାପୁଟରେ କରୋନା ମହାମାରୀ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗଞ୍ଜାମ ପରିସ୍ଥିତିି ଏବେ ଶାନ୍ତ ପଡ଼ିଥିବାବେଳେ ଏହି ୩ଜିଲାରେ କୋଭିଡ଼ ନିୟନ୍ତ୍ରଣ ବାହାରକୁ ଯିବା ଭଳି…
Read More...

କୋଭିଡ ନିୟମ ଉଲ୍ଲଂଘନ : ୪ ଦୋକାନ ସିଲ ଏବଂ ମଲକୁ ଫାଇନ

ସମ୍ବଲପୁର : କରୋନା ପାଇଁ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ସଂକ୍ରମଣ ରୋକିବା ପାଇଁ ପ୍ରାୟ ୫ ମାସ ଧରି ଦେଶକୁ ଏକ ପ୍ରକାରର ଠପ କରି ଦିଆଯାଇଥିଲା। କିନ୍ତୁ ଅର୍ଥନୀତିକୁ ପୁର୍ନବାର ଗତିଶୀଳ କରିବା ପାଇଁ…
Read More...

ଶନିବାର ରାଶିଫଳ (୦୫-୦୯-୨୦୨୦)

ମେଷ: ପଶ୍ଚାତ୍‍ପଦ ନ ହୋଇ ନିଜ ମତରେ ଦୃଢ଼ ରହିବେ। କର୍ମଚଞ୍ଚଳ ରହିବେ। ମଧୁର ଭାଷଣରେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ମାନ୍ୟତା ମିଳିବ। ରାଜଯୋଗ ଅଛି। ବୃଷ: ସୁସ୍ଥ ଓ ନିରୋଗ…
Read More...

ପୁଣି ସ୍ୱାଭିମାନ ଅଞ୍ଚଳରେ ମୌଳିକ ଦାବି ନେଇ ଗର୍ଜିଲେ ଆଦିବାସୀ, ବିକାଶ ନ ହେଲେ ଆନ୍ଦୋଳନ ଧମକ

ମାଲକାନଗିରି/ଚିତ୍ରକୋଣ୍ଡା : କିଛିଦିନର ନୀରବତା ପରେ ପୁଣି ସ୍ୱାଭିମାନ ଅଂଚଳର ଛଅଟି ପଂଚାୟତର ଆଦିବାସୀମାନେ ମୌଳିକ ସୁବିଧା ଦାବି କରି ଆଜି ଏକତ୍ରୀତ ହୋଇଛନ୍ତିା ଏହି ଅଂଚଳରେ ମୁଖ୍ୟତଃ ଜଡାମ୍ବ, ଅଣ୍ଡ୍ରାପାଲ୍ଲୀ,…
Read More...

ଥାଲାସେମିଆ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସମାଜସେବୀ

ଭୁବନେଶ୍ୱର :ଦୁନିଆର ଭଲମନ୍ଦ କଣ ଜାଣିବା ଆଗରୁ ମା ଆରପାରିକୁ ଚାଲିଗଲା। ଦିନ ମଜୁରିଆ ବାପା ଯାହା କିଛି ଆଣନ୍ତି। ମାତ୍ର ଲକଡାଉନ ପରଠାରୁ କାମଧନ୍ଦା ମିଳିଲାନି। ଅଭାବ ଅନଟନ ଭିତରେ ଥାଲାସେମିଆ ଆକ୍ରାନ୍ତ ଦୁଇ ଝିଅଙ୍କ…
Read More...

ଚୋରା ବନ୍ଧୁକ ଚଢାଉ ବେଳେ ମିଳିଲା ହରିଣ ମାଂସ ଓ ଛାଲ, ଦୁଇ ଶିକାରୀ ସହ ୭ ଗିରଫ

ଚନ୍ଦକା : ଚୋରା ବନ୍ଧୁକ ଜବତ କରିବା ଲାଗି ଚନ୍ଦକା ପୁଲିସ ଚଢାଉ କରିବା ବେଳେ ହରିଣ ମାଂସ ଓ ଛାଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ଶିକାରିଙ୍କ ସହ ୭ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା…
Read More...

ନାଭାଲ୍‍ ଟାଟା ହକି ଏକାଡେମି ପକ୍ଷରୁ ସେପ୍ଟେମ୍ବର ୫ରେ ଆୟୋଜନ ହେବ “ଭାରତୀୟ ଫୁଲବଲର ଅଭ୍ୟୁଦୟ” ଉପରେ ୱେବିନାର

ଭୁବନେଶ୍ୱର: ନିଜର ପ୍ରଥମ ବାର୍ଷିକୀ ପାଳନ କରିବା ଅବସରରେ ନାଭାଲ ଟାଟା ହକି ଏକାଡେମି (ଏନ୍‍ଟିଏଚ୍‍ଏ), ଓଡ଼ିଶା ପକ୍ଷରୁ ‘ଭାରତୀୟ ଫୁଟବଲ୍‍ର ଅଭ୍ୟୁଦୟ: କ୍ଲବ୍‍, ତୃଣମୂଳ ସ୍ତରର ବିକାଶ, ଆହ୍ୱାନ ଓ ଆଗାମୀ ସୁଯୋଗ’ ଉପରେ…
Read More...

ଉଚ୍ଚ ମାଧ୍ୟମିକ ବିଜ୍ଞାନ ସିଲାବସ୍‍ ହ୍ରାସ ସୁଚିନ୍ତିତ ହେଉ

କଟକ:  ଶିକ୍ଷାଦାନ କ୍ଷେତ୍ରରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ପ୍ରତିକୂଳ ପ୍ରଭାବ ହେତୁ ସି.ବି.ଏସ୍‍.ଇ, ଉଚ୍ଚ ମାଧ୍ୟମିକ ବିଜ୍ଞାନ ଶ୍ରେଣୀର ବିଭିନ୍ନ ବିଷୟର ସିଲାବସ୍‍କୁ ପାଖାପାଖି ତିରିଶ ପ୍ରତିଶତ କମାଇଅଛି। ନିକଟରେ…
Read More...

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ; ସୀମା ବିବାଦ ପରେ ପ୍ରଥମ ମନ୍ତ୍ରିସ୍ତରୀୟ ଆଲୋଚନା

ରୁଷଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗ୍ହଙ୍କ ମଧ୍ୟରେ ମସ୍କୋରେ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ସାଂଘାଇ ସହଯୋଗ ସମିତି ବୈଠକରେ ଯୋଗଦେବା…
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼; ମୁହଁ ଖୋଲିଲେ ପୂର୍ବତନ ପ୍ରେମିକା

ମାନବପ୍ରେମୀ ଆଦିତ୍ୟ ଦାଶ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାରେ ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ଆବିର୍ଭାବ ଓ ପ୍ରେମ ସମ୍ପର୍କକୁ ସ୍ବୀକାର କରିବା ପରେ ମାମଲା ତଦନ୍ତକାରୀ…
Read More...

୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ଆବେଦନ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ

ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା । ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରକାଶିତ ହୋଇଛି ବିଜ୍ଞପ୍ତି ।  ସୂଚନା…
Read More...

ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ: ବାରିପଦା ବିଧାୟକ ଗିରଫ, ଅଦାଲତରୁ ମିଳିଲା ଜାମିନ

ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରିଛି ପୁଲିସ । ପରେ ଏସଡ଼ିଜେଏମଙ୍କ ଅଦାଲତରୁ ତାଙ୍କୁ ଜାମିନ ମିଳିଛି । ପୁଲିସ ପ୍ରକାଶଙ୍କୁ ଗିରଫ କରିବା…
Read More...

ଜିଓକୁ ପୂରିଲା ୪ ବର୍ଷ : ମୋବାଇଲ ଗ୍ରାହକ ୪୦ କୋଟି

ଭୁବନେଶ୍ୱର: ଆଜିକୁ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ସେତେବେଳେ ବହୁତ କମ ଲୋକ ଭାବି ପାରିଥିଲେ ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ…
Read More...

ଇମ୍ରାନଙ୍କ ପାଇଁ ନୂଆ ସଙ୍କଟ ‘ବାଜୱା’: ଇସ୍ତଫା ଗ୍ରହଣ ନ କରିବା ପରେ ଦେଶବ୍ୟାପୀ ଅସନ୍ତୋଷ

 ବେଆଇନ ଓ ଅନୈତିକ ଭାବରେ ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ପଦରୁ ଆସିମ୍ ବାଜୱା ଇସ୍ତଫା ଦେଇଛନ୍ତି । ଆସିମ ଓ ତାଙ୍କ ପରିବାର ଦେଶ ବିଦେଶରେ ବିପୁଳ…
Read More...

୬ ରାଜ୍ୟର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ; ସେପେମ୍ବର ୧୩ରେ ଏନଇଇଟି ପରୀକ୍ଷା ନିର୍ଦେଶ

ନୂଆଦିଲ୍ଲୀ: ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏନଇଇଟି-ଜେଇଇ ପ୍ରବେଶିକା ପରୀକ୍ଷା ବାତିଲ ନିମନ୍ତେ ହୋଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି…
Read More...

ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା କ୍ଷୀଣ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି…
Read More...

ଏନଡ଼ିଏ ଓ ନାଭାଲ ପରୀକ୍ଷା ନିମନ୍ତେ ଚାଲିବ ୮ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

କୋଲକତା: ଭାରତୀୟ ନୌସେନା ଓ ଜାତୀୟ ପ୍ରତିରକ୍ଷା ଏକାଡ଼େମୀ (ଏନଡ଼ିଏ) ପରୀକ୍ଷା ନିମନ୍ତେ ଓଡ଼ିଶାରୁ କଲକତା ୨ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ପୂର୍ବତଟ ରେଳବାଇ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । …
Read More...

କରୋନାରୁ ସୁସ୍ଥ ୪୦% ରୋଗୀଙ୍କ ଦେହରୁ ଶେଷ ଆଣ୍ଟିବଡ଼ି: ପୁଣି ସଂକ୍ରମଣ ହେବା ଆଶଙ୍କା

ଅହମଦାବାଦ: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ରୋଗୀଙ୍କ ଦେହରୁ ଶେଷ ହେଉଛି ଆଣ୍ଟିବଡ଼ି । ଅର୍ଥାତ୍ ସୁସ୍ଥ ହେବା ପରେ କରୋନା ପ୍ରତିରୋଧୀ ଜୀବାଣୁ ସେମାନଙ୍କ ଦେହରୁ ଗାଏବ ହୋଇ ଯାଉଛି । ପ୍ରାୟ ୪୦% ରୋଗୀଙ୍କ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଳଙ୍କ ଆକ୍ଷେପ: ୧୨ କୋଟି ଚାକିରି ଉଭାନ, ପ୍ରଶ୍ନ କଲେ ଉତ୍ତର ଉଭାନ

ନୂଆଦିଲ୍ଲୀ: ଜିଡ଼ିପି ପରିସଂଖ୍ୟାନ ଜାରି ହେବା ପରେ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିୟମିତ ଆକ୍ଷେପ କରିଆସୁଛନ୍ତି । ଗତ ସୋମବାର ଦିନ ଦେଶର…
Read More...

ଜିଲାପାଳଙ୍କ କାର୍ଯ୍ୟାଳୟରେ ୨ କର୍ମଚାରୀଙ୍କୁ କରୋନା; ୨ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହାପରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁରୁବାର, ଶୁକ୍ରବାର ୨ ଦିନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ବନ୍ଦ…
Read More...

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରମେଶଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
Read More...

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବିଧାୟକ

ଯାଜପୁର : ଦାନଗଦି ବ୍ଲକ  ଶାଳିଜଙ୍ଗା ପଞ୍ଚାୟତ ବାଲିଆପାଳ ସାହିର ମାଧ ମୁଣ୍ଡାଙ୍କ ପୁଅ ଗାଲରେ ମାଂସ ବଢ଼ିବାରେ ଲାଗିଛି । ଏ ଖବର ପାଇବା ପରେ ରୋଗୀଣା ଶିଶୁକୁ ଯେପରି ଉତ୍ତମ ଚିକିତ୍ସା ସେବା ମିଳିବ ସେଥିପାଇଁ…
Read More...

ବାଣ କାରଖାନାରେ ଅଗ୍ନିକାଣ୍ଡ; ୭ ମୃତ

ତାମିଲନାଡୁ: ତାମିଲନାଡୁ କୁଡାଲୋରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଲୋକଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି। ବାଣ କାରଖାନାଟି ରାଜ୍ୟ…
Read More...

ବନ୍ୟାବିପନ୍ନଙ୍କୁ ‘ସମାଜ’ ରିଲିଫ ପକ୍ଷରୁ ସହାୟତା

ବିଞ୍ଝାରପୁର/ରସୁଲପୁର: ଚଳିତ ପ୍ରଳୟଙ୍କରୀ ବନ୍ୟାରେ ବିଞ୍ଝାରପୁରର ଧୋୟାଞ୍ଚଳରେ ଖରସ୍ରୋତା ନଦୀରେ ଏକାଧିକ ଘାଇ ସୃଷ୍ଟି ହେବା ଯୋଗୁଁ ହଜାର ହଜାର ଲୋକେ ପାଣି ଘରରେ ଭୋକ ଉପାସରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି।…
Read More...

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୩ଟି ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ତିନୋଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୬ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା…
Read More...

ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଛି। ୯…
Read More...

ରାଜ୍ୟରେ ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଶୁକ୍ରବାର ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ ସ୍ଥାନୀୟ ସଂକ୍ରମଣ…
Read More...

ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଅଟକ ରଖିଛି ଏନସିବି

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନାଟକୀୟ ମୋଡ଼ ନେଉଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଆଜି ରିଆଙ୍କ ଘରେ ରେଡ଼୍ କରାଯାଇଥିଲା। ଏହାପରେ ନାର୍କୋଟିକ୍ସ…
Read More...

୬ ମାସ ପରେ ଖୋଲିଲା ହୋଟେଲ ଓ ରେସ୍ତୋରାଁ; ଆସୁନାହାନ୍ତି ଗ୍ରାହକ, ଚିନ୍ତାରେ ବ୍ୟବସାୟୀ

ସମ୍ବଲପୁର : କରୋନା ସାରା ବିଶ୍ୱର ଅର୍ଥନୀତିକୁ ମନ୍ଥର କରି ଦେଇଥିବାବେଳେ ହୋଟେଲ ବ୍ୟବସାୟ ଏହାର ଏକ ପ୍ରମୁଖ ମାଡ଼ର ଶିକାର ହୋଇଛି। ପୂର୍ବରୁ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଏହି ବ୍ୟବସାୟକୁ କରୋନା ଆହୁରୀ ପଛକୁ…
Read More...

ନାଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଟିଆପଡା ନିକଟ ଜହ୍ନେଇ ନାଳରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗ୍ରାମର କିଛି ଲୋକ ନାଳରେ ଶବ ଭାସୁଥିବା ଦେଖି ତୁରୁମୁଙ୍ଗା…
Read More...

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୨ଟି ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ଦୁଇଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୯ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା…
Read More...

ଦେଶରେ ଦିନକରେ ୮୩ ହଜାର ୩୪୧ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦୯୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୧କୁ ବୃଦ୍ଧି ପାଇଛି। କରୋନା…
Read More...

ରାଜ୍ୟରେ ଦିନକରେ ୪୬ ହଜାର ୭୫୪ କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୪୬ ହଜାର ୭୫୪ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୧୪୪ ହୋଇଥିବାବେଳେ ଆଣ୍ଟିଜେନ୍…
Read More...

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ମିରିଗୀମୁଣ୍ଡି ଛକ ନିକଟକେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ାହୋଇଥିବାବେଳେ ପଛପଟୁ ରୋଗୀ ସହିତ…
Read More...

ଟ୍ରକ୍ ଧକ୍କାରେ ଜଣେ ମୃତ, ୨ ଗୁରୁତର

ଯାଜପୁର : ଯାଜପୁର ଜିଲା ଏନ୍ଏଚ୍-୧୬ ବାରବାଟୀ ପରିବା ମାର୍କେଟରେ ଶୁକ୍ରବାର ଟ୍ରକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍…
Read More...

ବିଶ୍ୱରେ କରୋନା ମୃତ୍ୟୁ ୮ଲକ୍ଷ ୭୨ହଜାର ୫୦୮

ନୂଆଦିଲ୍ଲୀ : ବିଶ୍ବରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ଲକ୍ଷ ୭୨ହଜାର ୫୦୮କୁ ବୃଦ୍ଧି ପାଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୪ଲକ୍ଷ ୫୮ହଜାର ୨୦୮ ରହିଥିବାବେଳେ ଏପର୍ଯ୍ୟନ୍ତ କରୋନାରେ ସୁସ୍ଥ…
Read More...

ଯୁବକଙ୍କୁ ହତ୍ୟା ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲା ଆସିକା ନଳବଣ୍ଟା କୋଳି ସାହିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ନାଗା ଗୌଡ଼। ଦୁର୍ବୃର୍ତ୍ତମାନେ ସଙ୍ଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ…
Read More...

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଘରେ ଏନସିବିର ରେଡ୍

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଶୁକ୍ରବାର ସକାଳୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରେଡ଼୍…
Read More...

ଆଜି ପ୍ରକାଶ ପାଇବ ଆଇପିଏଲ୍ ଖେଳସୂଚୀ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଆଇପିଏଲର ଖେଳସୂଚୀ। ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଚଳିତ ଥର ଆଇପିଏଲର ଉଦଘାଟନୀ ମ୍ୟାଚ୍ ସେପ୍ଟେମ୍ବର ୧୯ରେ ହେବ। ଚଳିତ ଆଇପିଏଲ୍…
Read More...

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ, ଦେଢ କୋଟି ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା। ରମେଶ ଚନ୍ଦ୍ରଙ୍କ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛି। ଠାବ…
Read More...

ଜେଇଇ କେନ୍ଦ୍ରରୁ କରୋନା ପରୀକ୍ଷାର୍ଥୀଙ୍କୁ ଫେରାଇଦେବା ଘଟଣା ; ପୁଅ ଭବିଷ୍ୟତ ଚିନ୍ତାରେ ପରିବାର

ବ୍ରହ୍ମପୁର: ଜେଇଇ ପରୀକ୍ଷା କେନ୍ଦ୍ରରୁ ଫେରାଇ ଦିଆଯାଇଥିବା କରୋନା ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ପରିବାର ଲୋକେ ଏବେ ଚିନ୍ତାରେ। ଯଦି ୬ ତାରିଖ ମଧ୍ୟରେ ପୁଅ ପରୀକ୍ଷା ଦେଇନପାରେ ତେବେ କ୍ୟାରିୟରର ଏକ ବର୍ଷ ନଷ୍ଟ…
Read More...

ଆଜିଠାରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍

ଲଣ୍ଡନ: ମାର୍ଚ୍ଚରୁ ସାରାବିଶ୍ୱରେ ମହାମାରୀ କରୋନା ସଂକ୍ରମଣ କାୟାବିସ୍ତାର ଆରମ୍ଭ କରିବା ପରଠାରୁ ଇଂଲଣ୍ଡ ହେଉଛି ଏକମାତ୍ର ଦେଶ; ଯେଉଁଠାରେ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଯାଇଛି। ଇଂଲଣ୍ଡ ବିଶ୍ୱରେ ଅନ୍ୟତମ ଅତ୍ୟଧିକ…
Read More...

ଆଇପିଏଲ୍‍ରେ ମାତ୍ର ୩ ଜଣ ବିଦେଶୀ ଅମ୍ପାୟାର

ଦୁବାଇ: ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଖେଳାଯିବ। ତେବେ ଏଥର ମାତ୍ର ୩ ଜଣ ବିଦେଶୀ ଆଇସିସି ପ୍ୟାନେଲ ମ୍ୟାଚ୍‍ ପରିଚାଳନା କରିବାକୁ ରାଜି ହୋଇଛନ୍ତି।…
Read More...

ଦେଶର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର

ଚିନ୍ତାଧାରା ପରିବର୍ତ୍ତନ ହେଉଛି। କିଛିବର୍ଷ ତଳେ ଆମ ଭାରତୀୟ ସମାଜର ଦୃଶ୍ୟ ଭିନ୍ନ ଥିଲା ପ୍ରକୃତରେ, ସମୟ ସହ ତାଳ ଦେଇ ସମସ୍ତେ ଆଗକୁ ବଢ଼ୁଛେ କହିଲେ ଭୁଲ୍‌ ହେବନାହିଁ। ନିକଟରେ ଭାରତର ପ୍ରଥମ ମହିଳା ଆମ୍ବୁଲାନ୍ସ…
Read More...

୨୦୦୪ ପାକ୍‌ ଗସ୍ତରେ ଧୋନିଙ୍କୁ ଦଳରେ ନେବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨୦୦୪ରେ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ଏହି ଗସ୍ତରେ ୱିକେଟରକ୍ଷକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳରେ ସାମିଲ କରିବାକୁ ତତ୍‌କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ଚାହୁଁଥିଲେ ବୋଲି…
Read More...

ପବ୍‌ଜିମୁକ୍ତ ଭାରତ; ଅପହୃତ ଶୈଶବ ଫେରାଇବ କିଏ?

ଉପରୋକ୍ତ ଶୀର୍ଷକ କିଶୋର ଓ ଯୁବ ପାଠକବର୍ଗଙ୍କୁ ଅସୁଖୀ କରୁଥିବ ନିଶ୍ଚୟ; କିନ୍ତୁ ଲକ୍ଷଲକ୍ଷ ବିବଶ ଅଭିଭାବକମାନଙ୍କୁ ଯେଉଁ ମହାର୍ଘ ମାନସିକ ଆସ୍ୱସ୍ତି କରୁଥିବ ତାହା ବୋଧହୁଏ ସେମାନଙ୍କ ବ୍ୟତୀତ ଅନ୍ୟ କେହି ହୃଦୟଙ୍ଗମ…
Read More...

କେଶର ଯତ୍ନ

କେଶ ଝଡ଼ିବା, ଅକାଳରେ ପାଚିବା, ରୁପି ହେବା ଇତ୍ୟାଦି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଘରୋଇ ଉପଚାର କଲେ କେଶର ଘନତ୍ବ ବଢ଼େ। - ନିୟମିତ କେଶରେ ପ୍ୟାକ୍ ଲଗାନ୍ତୁ। କଦଳୀକୁ ଭଲ ଭାବେ ଚକଟି ସେଥିରେ ୨ଚାମଚ ଅଲିଭ…
Read More...

ଓଡ଼ିଆ ପୁଅଙ୍କୁ ଆତଙ୍କବାଦୀ ଘୋଷଣା କରିବା ଚକ୍ରାନ୍ତ; ପାକ୍‌କୁ ଭାରତର ମିତ୍ରରାଷ୍ଟ୍ରଙ୍କ ଚେତାବନୀ

ମିଳିତ ଜାତିସଂଘ: ଭାରତକୁ ମିଥ୍ୟା ମାମଲାରେ ଫସାଇ ଅନ୍ତର୍ଜାତୀୟ ସ୍ତରରେ ବଦ୍‌ନାମ କରିବା ପାଇଁ ପାକିସ୍ତାନ ଚଳାଇଥିବା ଚକ୍ରାନ୍ତ ପୁଣି ବିଫଳ ହୋଇଛି। ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତର ୪ ଜଣ ନାଗରିକଙ୍କ ମଧ୍ୟରୁ…
Read More...

କଙ୍ଗନା ରଣାୱତଙ୍କ ଆପତ୍ତିଜନକ ମନ୍ତବ୍ୟ, ମୁମ୍ବଇ ମୋତେ ପିଓକେ ଭଳି ଅନୁଭୂତ ହେଉଛି

ମୁମ୍ବଇ: ନିଜର ଟୁଇଟ୍ ପାଇଁ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବଇ ପୁଲିସ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। କଙ୍ଗନା ଟୁଇଟ୍ କରିଛନ୍ତି ଯେ ସେ ବଲିଉଡର ମାଫିଆଙ୍କ ତୁଳନାରେ ମୁମ୍ବଇ…
Read More...

ଭାରତର ଭବିଷ୍ୟତ

ଅନେକେ ପ୍ରଶ୍ନ କରନ୍ତି ଭାରତ ବୋଲି ଆମର ଯେଉଁ ଦେଶ ତା’ର ଭବିଷ୍ୟତ କ’ଣ? ଏ ପ୍ରଶ୍ନର ପ୍ରେକ୍ଷାପଟ ହେଲା: ଆମ ଦେଶରେ ଯେତେ ବୈଚିତ୍ର୍ୟ ଅଛି, ତାଠୁଁ ଅଧିକ ବିରୋଧାଭାଷ ରହିଛି। ଏତେ ବିରୋଧାଭାଷ ରହିଛି ଯେ ବେଳେବେଳେ…
Read More...

ପାଠ ଶୂନ, ଗଣିତରେ ବିଚକ୍ଷଣ

ହଁ, ସେ ସ୍କୁଲ ମାଟି ମାଡିନାହାନ୍ତି କି ପାଠ ପଢିନାହାନ୍ତି। ତାଙ୍କ ଗଣିତ ଜ୍ଞାନର ଭିଡିଓ କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୦ବର୍ଷୀୟ ଏହି ଯୁବକ ଇରଫାନ ରାଜସ୍ଥାନର ଡୁଡୁରେ ରହନ୍ତି। ପିତାମାତା ଦିନ…
Read More...

ହେଡ୍‌ଫୋନ୍ ପିନ୍ଧି ଓଜନ କମାନ୍ତୁ

ଓଜନକୁ କମ୍ ରଖି ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଅଧିକାଂଶ ଲୋକେ ନିୟମିତ କସରତ କରୁଛନ୍ତି। ଓଜନ ବଢ଼ିଲେ ହିଁ ଶରୀରକୁ ବିଭିନ୍ନ ରୋଗ ଆକ୍ରମଣ କରେ। ଏବେ କିନ୍ତୁ ଆପଣଙ୍କୁ ଆଉ ଜିମ୍ ଯାଇ ଝାଳ ବୁହାଇବାର ଆବଶ୍ୟକତା…
Read More...

ବିଦ୍ୟାଳୟ ଦଣ୍ଡମୁକ୍ତ କାଗଜକଲମରେ: ଛାତ୍ରୀଙ୍କୁ ମାଡ଼; ୬ମାସ ପରେ ବି ସୁସ୍ଥ ହୋଇନାହାନ୍ତି

ଭୁବନେଶ୍ୱର:ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏଠି ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଏକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା…
Read More...

ସମ୍ପତ୍ତି ଲୋଭରେ ବାପ-ଭାଇର ଗଳା କାଟିଲା ସାନଭାଇ

ଦଶପଲ୍ଲା: ଦଶପଲ୍ଲା ସହର ଗଣେଶ ବଜାରର ହରିହର ସାହୁଙ୍କ ସାନପୁଅ ସମ୍ପତ୍ତି ଲୋଭରେ ବାପା ଓ ଭାଇଙ୍କୁ ଧାରୁଆ ବ୍ଲେଡରେ ଗଳାକୁ କାଟିବା ଘଟଣା ସମଗ୍ର ଅଞ୍ଚଳରେ ଞ୍ଚଚଲ୍ୟ ସୃଷ୍ଟି କରିଛି। ହରିହର ସାହୁ (୬୫) ଛୋଟ ପରିବା…
Read More...

ଶୁକ୍ରବାର ରାଶିଫଳ ( ୦୪-୦୯-୨୦୨୦)

ମେଷ: ହାତଛଡ଼ା ହୋଇଥିବା କାର୍ଯ୍ୟକୁ ପୁଣି କରାୟତ୍ତ କରିପାରନ୍ତି। ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସଂପାଦନ କରିବେ। ଖର୍ଚ୍ଚାନ୍ତ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବେ। ବୃଷ:…
Read More...

ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଓଡ଼ିଶାରେ ଅକ୍ସିମିଟର ଯନ୍ତ୍ର ପ୍ରତିଷ୍ଠା

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟରେ କରୋନା ରୋଗ ଜନିତ ମୃତ୍ୟୁକୁ ରୋକିବା ପାଇଁ ବିଭିନ୍ନ ଗ୍ରାମ ଏବଂ ୱାର୍ଡରେ ଅକ୍ସିମିଟର ଯନ୍ତ୍ର ପ୍ରତିଷ୍ଠା କରାଯାଇଛି। ଏହି ପ୍ରକ୍ରିୟାରେ ଆମ୍ ଆଦ୍‌ମୀ…
Read More...

ଅଧିକ୍ଷଣ ଯନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ: ବୁଧବାର  ଅପରାହ୍ନରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶରେ ଆସି ଉଭୟ ବାଙ୍କୀ ଓ ଡମପଡା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା…
Read More...

ବୁର୍ଲା ଓପିଟିସିଏଲ ସୁରକ୍ଷା କର୍ମଚାରୀଙ୍କ ବିକ୍ଷୋଭ ଚତୁର୍ଥ ଦିନରେ

ବୁର୍ଲା: ବୁର୍ଲା ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଚତୁର୍ଥ ଦିବସରେ ପଦାର୍ପଣ କରିଛି। ଆଜି ବି ସୁରକ୍ଷା କର୍ମୀ ଶତାଧିକ ମାତ୍ରାରେ ଏନଏଫଆଇଟିୟୁ ଓ ଅଲ ଓଡ଼ିଶା ଘରୋଇ…
Read More...

ମାନିଲା ପାକିସ୍ଥାନ: କାଶ୍ମୀର ପ୍ରସଙ୍ଗରେ ବିଶ୍ବ ସମୁଦାୟ ଭାରତ ସପକ୍ଷରେ

ଇସଲାମାବାଦ: କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଆଭିମୁଖ୍ୟକୁ ସାରା ବିଶ୍ବ ଗ୍ରହଣ କରିନାହିଁ । ଭାରତ ସପକ୍ଷରେ ବିଶ୍ବ ସମୁଦାୟ ରହିଛି । ସାରା ଦୁନିଆର ଦେଶକୁ ଲାଗୁଛି ଭାରତର ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ବଜାରରୁ…
Read More...

ବିଜେପି ନେତାଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ

ଫେସବୁକ୍ କର୍ତ୍ତୃପକ୍ଷ ବିଜେପି ନେତା ରାଜା ସିଂହଙ୍କ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଘୃଣା ଓ ବିଦ୍ଵେଷକୁ ଉସୁକାଇବା ଅଭିଯୋଗରେ ଫେସବୁକ୍ ଏପରି ପଦକ୍ଷେପ ନେଇଛି । ଫେସବୁକ୍…
Read More...

ଭିଜିଲାନ୍ସ ରାଡ଼ାରରେ ଦୁର୍ନୀତିଗ୍ରସ୍ତ; ବାବୁମାନଙ୍କ ମନରେ କୋକୁଆ ଭୟ

ବ୍ରଜରାଜନଗର: ବୁଧବାର  ଭିଜିଲାନ୍ସ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରି ୩ କୋଟି ୩୫ ଲକ୍ଷ ୮୨ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ…
Read More...

ନୂଆ ବର୍ଷରୁ ଗାଡ଼ି ମାଲିକଙ୍କ ଲାଗି ନୂଆ ନିୟମ: ବିନା ଫାଷ୍ଟ ଟ୍ୟାଗରେ ହୋଇପାରିବ ନାହିଁ ବୀମା ନବୀକରଣ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶରେ ସବୁ ରାଜପଥରେ ଡ଼ିସେମ୍ବର ୨୦୧୯ରୁ ସବୁ ଘରୋଇ ଓ ସରକାରୀ ଚାରି ଚକିଆ ଏବଂ ତାହାଠାରୁ ବଡ଼ ଗାଡ଼ି ପାଇଁ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରିଛନ୍ତି । ଏବେ…
Read More...

ଅର୍ଥନୀତିକୁ ଗତିଶୀଳ ନିମନ୍ତେ ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋବିଡ଼ ସଂକ୍ରାନ୍ତ ସମୀକ୍ଷା କାଳରେ ରାଜ୍ୟର ଅର୍ଥନୀତିର ବିକାଶ ଓ ସାଧାରଣ ଲୋକଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିନିମନ୍ତେ ସେ…
Read More...

କୋଭିଡ ମୁକାବିଲା: ଫୋକସରେ କଟକ-ଖୋର୍ଦ୍ଧା, ଭିଡ଼ିଓ କନଫରେନ୍ସିଂରେ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି…
Read More...

ଧାର୍ମିକ ସଂସ୍ଥାର ସମ୍ପତ୍ତି ଅଡ଼ିଟ୍ ଲାଗି ସଂସଦରେ ଆସିବ ବିଲ: ଆସନ୍ତୁ ଦେଖିବା କେଉଁ ମନ୍ଦିରର କେତେ ସମ୍ପତ୍ତି

ଧାର୍ମିକ ଅନୁଷ୍ଠାନର ସମ୍ପତ୍ତି ତନଖି ନିମନ୍ତେ ବିଲ୍ ଆଣିବେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ବରିଷ୍ଠ ଆଇନଜୀବୀ ଡ଼. ସୁବ୍ରମଣ୍ୟମ ସ୍ବାମୀ ଦେଶର ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର…
Read More...

ଧୂର୍ତ ଚୀନ, ଦୁଷ୍ଟ ପାକିସ୍ଥାନ ଠାରୁ ନୁହେଁ; ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲ ପାଇଁ ଅମ୍ବାଲାରେ ବିପଦ

ଅମ୍ବାଲା: ଗତ ୨୯ ଜୁଲାଇରେ ଫ୍ରାନ୍ସରୁ ହରିଆଣାର ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିଛି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ରାଫେଲ ପାକିସ୍ଥାନ ଓ…
Read More...

ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ  ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି…
Read More...

ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ରାଜକନିକା : ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା । ଗୁରୁବାର ଏକ ଜମିବାଡି ବିବାଦର ଫଇସାଲା କରିବା ପାଇଁ ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌…
Read More...

ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତି କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ…
Read More...

ସାଇକୋ ଲେଡି ମୋ ପୁଅକୁ ମାରିଛି : ଆଦିତ୍ୟଙ୍କ ମା’

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ଦିର୍ଘ ଦିନ ବ୍ୟବଧାନରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପାଙ୍କ ପରେ ଆଜି ଆଦିତ୍ୟଙ୍କ ମା’ ମୁହଁ ଖୋଲିଛନ୍ତି।…
Read More...

ପରଦାରେ ଏକାଠି ନଜର ଆସିବେ ପ୍ରଭାସ-ସୈଫ୍

ମୁମ୍ବଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ବାହୁବଳୀ ଷ୍ଟାର ପ୍ରଭାସ ଏକାଠି ପରଦାରେ ଦେଖାଦେବେ। ଓମ ରାଉତଙ୍କ ଦିର୍ଦେଶନାରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ "ଆଦିପୁରୁଷ" ରଖାଯାଇଛି।…
Read More...

ପୋଖରୀ ଭିତରୁ ବାଇକ୍ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଚେମଣା ପୋଖରୀରୁ ଆଜି ସକାଳୁ ଏକ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ୍ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର କିଛି…
Read More...

ଶନିବାର ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶନିବାର ଯୁକ୍ତ ଦୁଇ କଳା ଫଳାଫଳ ପ୍ରକାଶ ପାଇବ। ଏହାସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।  ଅପରାହ୍ଣ ୪ଟାରେ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି…
Read More...

ହସ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ…
Read More...

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା; ୫୨୨ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି। ୮ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, କଟକ…
Read More...

ରାଜ୍ୟରେ ଆଉ ୩ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୩ ହଜାର ୬୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧୭…
Read More...

ଦେଶରେ ଆଜି ସର୍ବାଧିକ ୮୩ ହଜାର ୮୮୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗୁରୁବାର ସର୍ବାଧିକ ୮୩ ହଜାର ୮୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧,୦୪୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଲକ୍ଷ ୫୩ହଜାର ୪୦୭ରେ…
Read More...