ଗଞ୍ଜାମ : ଗଞ୍ଜାମ ଜିଲା ଆସିକା ନଳବଣ୍ଟା କୋଳି ସାହିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ନାଗା ଗୌଡ଼। ଦୁର୍ବୃର୍ତ୍ତମାନେ ସଙ୍ଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସର ଛାନ୍ଭିନ୍ ଜାରି ରହିଛି।
Popular Categories



