ଯାଜପୁର : ଯାଜପୁର ଜିଲା ଏନ୍ଏଚ୍-୧୬ ବାରବାଟୀ ପରିବା ମାର୍କେଟରେ ଶୁକ୍ରବାର ଟ୍ରକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍ ମାଡିଯାଇଥିଲା। ଦୁଇ ଜଣ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Popular Categories



