www.samajalive.in
Monday, December 8, 2025
27.1 C
Bhubaneswar

୫ ଦଫା ଦାବୀନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

କଲ୍ୟାଣସିହପୁର :ରାୟଗଡା ଜିଲା କଲ୍ୟାଣସିଂପୁର ବ୍ଲକରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ୫ ଦଫା ଦାବୀ ନେଇ ବିଡ଼ିଓ ଅନୁପ କୁମାର ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ବ୍ଲକ ସଭାପତି ମେଦ୍ରୀ ଗରଡିଆ ଙ୍କ ନେତୃତ୍ୱରେ ଦଳୀୟ ସମର୍ଥକ ମାନଙ୍କ ସହ କୋଭିଡ ନିୟମ ପାଳନ କରି ବ୍ଲକ କାର୍ୟାଳୟ ସମୁଖରେ    ସ୍ଲୋଗାନ ଦେବା ସହ ଦାବୀ ଗୁଡିକ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରାମଚନ୍ଦ୍ର ପ୍ରାସ୍କା ଦାବୀ ଉପସ୍ଥାପନା କରିଥିଲେ। ଦାବୀ ଗୁଡିକ ମଧ୍ୟରେ ତାଲାବନ୍ଦ ସମୟରେ କୋରନାରେ ପ୍ରଭାବିତ ହୋଈ ଥିବା ପ୍ରବାସୀ ଶ୍ରମିକଙ୍କୁ ଗ୍ରାମାଞ୍ଚଳରେ ମନରେଗା ଯୋଜନା ରେ ଦଶ ହଜାର ଟଙ୍କା ଯୋଗାଇଦେବା, ମନରେଗା ଯୋଜନା ରେ ଦୁଇ ଶହ ଦିନର କାର୍ଯ୍ୟ ସହ ପାଞ୍ଚ ଶହ ମଜୁରୀ ବ୍ୟବସ୍ଥା କରିବା, ମାଗଣା ରେସନ, ମାସ୍କ ଯୋଗାଉଦେବା, ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ କିସାନ କାର୍ଡ ଯୋଗାଇଦେବା, ନୂତନ ଶିକ୍ଷା ନୀତି ୨୦୨୦ ଇତ୍ୟାଦି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଦାବି ପତ୍ର ଦେବା ସମୟରେ ନେମଲପୁରି ମଙ୍ଗମକ୍ଷ, ଚୈତନ୍ୟ ଗରଡ଼ିଆ, ସନ୍ତୋଷ ସାହୁ ସମେତ ଷାଠିଏ ଜଣ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ଶାନ୍ତି ଶୂଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ ରହିଥିଲେ ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories