ମଧ୍ୟବିତ୍ତଙ୍କୁ ଋଣର ସୁଧ ଛାଡ଼ ହେଉନାହିଁ, ଶିଳ୍ପପତିଙ୍କୁ ୧୪୫୦୦ କୋଟି ଟିକସ ଛାଡ଼: ରାହୁଳ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ପ୍ରାୟ ପ୍ରତିଦିନ କୌଣସି ନା କୌଣସି ପ୍ରସଙ୍ଗ ନେଇ ସେ କେନ୍ଦ୍ର…
Read More...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଛନ୍ତି।  ଗୁରୁବାର କୋରାପୁଟର ଶହୀଦ ଲକ୍ଷ୍ମଣ…
Read More...

ଚୀନକୁ ଫିଲିପାଇନ୍ସର ଚେତାବନୀ: ଆକ୍ରମଣ କଲେ ଡ଼ାକିବୁ ଆମେରିକା ସେନା

ମାନିଲା: ଗତ କିଛିମାସ ହେଲା ଦକ୍ଷିଣ ଚୀନ ସାଗରରେ ଚୀନର ଆଧିପତ୍ୟ ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଶ୍ବ ସମୁଦାୟ ଚୀନ ଉପରେ ଚାପ ପକାଇ ଆସୁଛନ୍ତି । ମାତ୍ର ଚୀନ ଏହାକୁ ଖାତିର କରୁନାହିଁ । ଏହି ସ୍ଥିତିରେ ଛୋଟିଆ ଦେଶ…
Read More...

୫୧% ଚୀନା ନାଗରିକଙ୍କ ପସନ୍ଦ ମୋଦୀ; ଭାରତର ଚୀନ ବିରୋଧୀ ମନୋଭାବକୁ ୭୦% ଲୋକଙ୍କ ନାପସନ୍ଦ

ବେଜିଂ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଏବେ ଶୀର୍ଷସ୍ତରରେ । ଦୁଇ ଦେଶ ସୀମାରେ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି ।  ସାମରିକ ବାହିନୀକୁ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ…
Read More...

ପୁରୀ ରଥଯାତ୍ରା ପ୍ରସଙ୍ଗ ଉଠାଇ ମହରମ୍ ଶୋଭାଯାତ୍ରା ଅନୁମତି ଆବେଦନ; ସୁପ୍ରିମକୋର୍ଟ କହିଲେ – ’ଏହା ଏକ…

ନୂଆଦିଲ୍ଲୀ: ସିଆ ଧର୍ମଗୁରୁ ମୌଲନା କଲବେ ଜବ୍ବାତ ଦେଶରେ ମହରମ୍ ଶୋଭାଯାତ୍ରା ନିମନ୍ତେ କରିଥିବା ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏପରି ଅନୁମତି ଦିଆଯିବା ସମ୍ଭବ ନୁହେଁ କହିଛନ୍ତି । ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ…
Read More...

ଏମ୍.ଡ଼ିଙ୍କ ଶବ ଘରେ ପହଞ୍ଚାଇବା ପାଇଁ ଘରୋଇ କମ୍ପାନୀ ଭଡ଼ା ନେଲା ୧୮୦ ସିଟର ବିମାନ

ଇନ୍ଦୋର:  କମ୍ପାନୀରେ କାମ କରୁଥିବା ଜଣେ ଦରମାପ୍ରାପ୍ତ ପରିଚାଳନା ନିର୍ଦେଶକଙ୍କ ଅକସ୍ମାତ ମୃତ୍ୟୁ ଓ ଏହାପରେ କମ୍ପାନୀ ତାଙ୍କର ମର ଶରୀରକୁ ତାଙ୍କ ଘରେ ପହଞ୍ଚାଇବା ପରି ଘଟଣା ଅତି ସାଧାରଣ ଘଟଣା । ଏପରି ଘଟଣା…
Read More...

ବାଲେଶ୍ବର ଜିଲାରୁ ପୁଣି ଜବତ ହେଲା ୮୦ ଲକ୍ଷ ଟଙ୍କାର ଧଳା ଜହର

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ବରରୁ ଗୁରୁବାର ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ ହୋଇଛି । ଆଜି ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ବରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି।…
Read More...

ଲୁଣିବେର କଳାପଥର ଖଣି ଲିଜ ପାଇଁ ଜନସୁଣାଣି

ଗଡ଼ମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁନିବେର ଗ୍ରାମରେ ଥିବା କଳାପଥର ପହାଡରେ ପଥରଖନନ ପାଇଁ ପରିବେଶ ସମ୍ବନ୍ଧୀୟ ଜନସୁଣାଣୀ ଶିବିର ପୁରୁଣାବଉଳମାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଛି। ଧର୍ମଶାଳା…
Read More...

ଓଡ଼ିଶାରେ ରିଲାଏନ୍ସ ଜିଓର ଦବ୍‌ଦବା ଜାରି; ମେ’ରେ ଯୋଡ଼ିଲା ୧.୮୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ । ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ଲକ୍ଷ ୮୭ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା…
Read More...

ରାଜକନିକାରେ ନାହାନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ: ଅଞ୍ଚଳବାସୀଙ୍କ ପାଇଁ ତପନ ସାଜିଛନ୍ତି ଦେବଦୂତ, ପୁଣି ଉଦ୍ଧାର କଲେ ୪…

ରାଜକନିକା : ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜକନିକା ଅଞ୍ଚଳରେ ପ୍ରତିଦିନ ବିଷଧର ସାପ ବାହାରିବା ସହ ଲୋକମାନଙ୍କ ଘରେ ପଶୁଥିବା ଦେଖାଯାଉଛି। ଏହାରି ମଧ୍ୟରେ ଗୁରୁବାର ରାଜକନିକା ବ୍ଲକ୍…
Read More...

ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା କାନ୍ଥ, ଝିଅ ଓ ଜ୍ୱାଇଁ ଗୁରୁତର

ଦେବଗଡ: ଲଗାଣ ବର୍ଷା ଫଳରେ ବାରକୋଟ ବ୍ଲକ ବମ୍ପରଡା ପଞ୍ଚାୟତ ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମର ଏକ ଘରର କାନ୍ଥ ଭୁଷୁଡି ପଡ଼ିବାରୁ ଝିଅ କୁମୁଦିନୀ ମହାକୁଳ(୨୪) ଓ ଜ୍ୱାଇଁ (କୁମୁଦିନୀଙ୍କ ସ୍ୱାମୀ) ଦୁଷ୍ମନ୍ତ ମହାକୁଳ…
Read More...

ସମ୍ବଲପୁରରେ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୃଟି, ସିଡିଏମଓଙ୍କ ନିକଟରେ କରୋନା ସଂକ୍ରମିତଙ୍କ ସଠିକ ତଥ୍ୟ ନାହିଁ

ସମ୍ବଲପୁର: କରୋନା ନିତି ପ୍ରତିଦିନ ନୂତନ ରେକର୍ଡ ସ୍ଥାପନ କରୁଥିବା ବେଳେ ସମ୍ବଲପୁର ଜିଲା ମଧ୍ୟ ଏଥିରୁ ବର୍ତ୍ତି ପାରି ନାହିଁ। ସମ୍ବଲପୁର ଜିଲା କରୋନା ମୁକ୍ତ ଥିବା ବେଳେ ମେ ୧୭ ତାରିଖରେ ପ୍ରଥମ ସଂକ୍ରମିତ ରୋଗୀ…
Read More...

ହସ୍ପିଟାଲରେ ବନ୍ୟା ପାଣି ସୁଅ

ମାନେଶ୍ଵର/ଧମା: ସମ୍ବଲପୁର ଜିଲା ମାନେଶ୍ଵର ବ୍ଲକ ଧମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବନ୍ୟା ଜଳ ପସି ଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ଫଳରେ ରୋଗୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
Read More...

ବର୍ଷାରେ ଘରେ ପଶିଲେ ଭାଲୁ, ଗୃହ ଭିତରେ ଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ

ନୂଆପଡା: ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି।  ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି।  ବୃଦ୍ଧା ଜଣଙ୍କ ହେଲେ ସେହି ଗ୍ରାମର…
Read More...

ବାଲେଶ୍ବରରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ପାଣିଘେରରେ ଶତାଧିକ ପରିବାର

ସୋର: ବାଲେଶ୍ବର ଜିଲାରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୌରପାଳିକାର ୧ ,୨ ଓ ୩ ୱାର୍ଡରେ ବର୍ଷା ଜଳରେ ଉବୁଡୁବ ହେଉଛି। ଶତାଧିକ ଘରେ ପାଣି ପସିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ପୌରପାଳିକାର…
Read More...

ଆଜି ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ସମ୍ବଲପୁରରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ହୋଇଛି। ଆଜି ୭ ଜଣ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲାରୁ…
Read More...

ଖାଲଖମାରେ ଭର୍ତ୍ତି ୫୩ ନମ୍ବର ଜାତୀୟ ରାଜପଥ : କତ୍ତୃପକ୍ଷଙ୍କ ନିଘା ନାହିଁ

ଗଡ଼ମଧୁପୁର: ଓଡିଶା ମାନଚିତ୍ରରେ ସବୁଠାରୁ ବ୍ୟସ୍ତ ବହୁଳ ରାଜପଥ ଭାବରେ ଜଣାସୁଣା ୫୩ନଂ ଜାତୀୟ ରାଜପଥରେ ଏବେ ଅନେକ ଖାଲଖମା ହୋଇଛି। ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତାର ଫୋର ଲେନ ରାସ୍ତା କାମ ଅରମ୍ଭ ହୋଇଥିଲେ…
Read More...

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା, ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ବର ଫରନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୬୮ ହଜାର ୯୦ଟି କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ଟି କରୋନା ନମୁନା ପରୀକ୍ଷା ହୋଇଛି। ତେବେ ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ…
Read More...

ଦେଶରେ ୬୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୧୦୨୩ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୫ ହଜାର ୭୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩…
Read More...

ବଢିଲା ଟିକିରା ନଦୀର ଜଳସ୍ତର: ୫୩ ନମ୍ବର ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚର ପାଣି

ଦେବଗଡ: ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇ ଉଛୁଳି ପଡ଼ିବାସହ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚର ପ୍ରବାହିତ ହେଉଛି। ଫଳରେ…
Read More...

ବାଲେଶ୍ବରର ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢାବଳଙ୍ଗ, ସୋନ ଓ ଜଳକା ନଦୀର ସ୍ଥିତି ଉଦବେଗଜନକ ରହିଛି।  ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲା…
Read More...

ପାଟ୍ରୋଲିଂ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୁଲିସ, ୩ ଗିରଫ

ଲମତାପୁଟ: ପାଟ୍ରୋଲିଂ ବେଳେ ଗୁରୁବାର ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି ପୁଲିସ। ଆନ୍ଧ୍ର ସୀମାନ୍ତରୁ ହରିୟାଣା ଚାଲାଣ ବେଳେ ମାଳିସାହି ଛକ ନିକଟରୁ ପୁଲିସ ୩ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ଟ୍ରକ୍ ଜବତ କରିଥିବା…
Read More...

ରାଜଧାନୀ ଭୁବନେଶ୍ଵରରେ ଦୁଇ କାର ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୪ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁସାରେ…
Read More...

ବର୍ଷା ଆଉ ୨୪ଘଣ୍ଟା : ୧୩ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର ଓଡ଼ିଶା…
Read More...

ଜାମ୍ମୁକାଶ୍ମୀରରେ କ୍ରିକେଟ୍‍ର ପ୍ରସାର କରିବାକୁ ଚାହାନ୍ତି ରୈନା

ନୂଆଦିଲ୍ଲୀ : ଆନ୍ତର୍ଜାତିକ କ୍ରିକେଟ୍‍ରୁ ବିଦାୟ ନେବାର କିଛିଦିନ ପରେ ଜାମ୍ମୁକାଶ୍ମୀରରେ କ୍ରିକେଟ୍‍ର ପ୍ରସାର କରିବାକୁ ଚାହାନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା। ନିଜଆଡ଼ୁ ରୈନା…
Read More...

ଚୀନ ସୀମା ଲଙ୍ଘିଲା ଆମେରିକା ଯୁଦ୍ଧବିମାନ

ବେଜିଂ : ଆମେରିକାର ଯୁଦ୍ଧ ବିମାନ ଚୀନର ବାୟୁସୀମା ଲଙ୍ଘନ କରିଛି। ବୁଧବାର ଦକ୍ଷିଣ ଚୀନ ସାଗରରେ ଆମେରିକା ଯୁଦ୍ଧବିମାନ ଅଭ୍ୟାସମୂଳକ ଉଡାଣ କରୁଥିବାବେଳେ ଏହା ଚୀନ ବାୟୁସୀମା ମଧ୍ୟକୁ ପ୍ରବେଶ କରିଥିଲା। ଆମେରିକା…
Read More...

ଆଇପିଏଲ୍‌ : ଆବୁଧାବିରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ସଂଗରୋଧରେ ଅଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଖୁବ୍‍ ଶୀଘ୍ର ଅଭ୍ୟାସ ପାଇଁ…
Read More...

ବାର୍ସେଲୋନା ଛାଡ଼ିବେ ମେସି

ବାର୍ସେଲୋନା : ସ୍ପେନ୍‍ର ପ୍ରସିଦ୍ଧ କ୍ଲବ୍‍ ବାର୍ସେଲୋନା ଓ ଆର୍ଜେଣ୍ଟିନା ଫୁଟ୍‍ବଲ ଦଳର ଷ୍ଟ୍ରାଇକର ଲିଓନେଲ ମେସି ପରସ୍ପର ପରିପୂରକ। ଦୁହେଁ ଦୁହିଁଙ୍କର ପରିଚୟ ସାଜିଛନ୍ତି। ୨୦୦୦ରେ ଜଣେ ଯୁବ ଖେଳାଳି ଭାବେ…
Read More...

ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକଦ୍ରବ୍ୟ କାରବାରର ସୂଚନା : ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‍ସିବି

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ସାମିଲ ହୋଇଛି ଅନ୍ୟତମ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ…
Read More...

ନୀତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶ୍ରେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ବର :ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି…
Read More...

ନିଟ୍‌, ଜେଇଇକୁ ନେଇ ରାଜନୀତି ସରଗରମ : ସୁପ୍ରିମକୋର୍ଟ ଯିବେ ୭ ଅଣବିଜେପି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ନିଟ୍‌, ଜେଇଇ ସମୟ ପାଖେଇ ଆସୁଥିବାବେଳେ ଏବଂ ଏହି ପରୀକ୍ଷାର ଆୟୋଜନକାରୀ ଏନ୍‌ଟିଏ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବାବେଳେ ଏହାକୁ ନେଇ ରାଜନୀତି…
Read More...

କୋଭିଡ୍‌ ନମୁନା ପରୀକ୍ଷାରେ ଅବହେଳା ଅଭିଯୋଗ : ଡିିସଚାର୍ଜ ପରେ ପ୍ରାଣ ହରାଉଛନ୍ତି ରୋଗୀ

ଭୁବନେଶ୍ୱର : କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଠିକଣା ଚିକିତ୍ସା କରାଯାଉ ନଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିବାବେଳେ ଏବେ ନମୁନା ପରୀକ୍ଷାରେ ପାତର ଅନ୍ତର ନୀତି ଆପଣା ଯାଉଥିବା ଅଭିଯୋଗ ହୋଇଛି। ବଡ଼ବଡ଼ିଆଙ୍କୁ ଦୁଇରୁ…
Read More...

ରାମ ମନ୍ଦିର ଓ ରାମ ରାଜ୍ୟ

(ନିତ୍ୟାନନ୍ଦ ମିଶ୍ର) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସାରା ଭାରତବର୍ଷ, ଏପରି କି କେତେକ ବିଦେଶୀ ରାଷ୍ଟ୍ରରେ ଆଜି ଚର୍ଚ୍ଚାର ବିଷୟ। କାରଣ ସେହି ସ୍ଥାନଟି ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମଭୂମି ବୋଲି ବିଦିତ; କିନ୍ତୁ…
Read More...

ଜାତୀୟ ରାଜପଥ ଟୋଲ ପ୍ଲାଜାରେ ସମସ୍ତ ପ୍ରକାର ରିଆତି ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥ କର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ…
Read More...

କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ପରିଚାଳନା କ୍ଷେତ୍ରରେ ତାଙ୍କୁ ସହଯୋଗ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଉପରେ ଉଭୟ…
Read More...

ବୁମରାଙ୍କୁ ଯୁବରାଜଙ୍କ ଆହ୍ବାନ: ଟେଷ୍ଟରେ ୪୦୦ ୱିକେଟ ଲକ୍ଷ୍ୟ ରଖ

ନୂଆଦିଲ୍ଲୀ  : କ୍ରିକେଟ ଇତିହାସରେ ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୬୦୦ ୱିକେଟ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ମୁଥୟା ମୁରଲୀଧରନ୍ ୮୦୦, ସେନ୍ ୱାର୍ଣ୍ଣ ୭୦୮ ଓ ଅନୀଲ କୁମ୍ବଲେ ୬୧୯…
Read More...

ଦ୍ରୁତତମ ମାନବ କାଲ୍‌କୁଲେଟର ନୀଳକଣ୍ଠ

ହାଇଦରାବାଦ : ବିଶ୍ବର ଦ୍ରୁତତମ ମାନବ କାଲ୍‌କୁଲେଟର ଭାବେ ଲିମ୍‌କା ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ୨୧ବର୍ଷୀୟ ନୀଳକଣ୍ଠ ଭାନୁପ୍ରକାଶ। ସମ୍ପ୍ରତି ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ…
Read More...

ନିଟ୍‌ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସ୍‌ଓପି ଜାରି କଲା ଏନ୍‌ଟିଏ

ନୂଆଦିଲ୍ଲୀ :  ନିଟ୍‌ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଓର ବା ଏସ୍‌ଓପି ଜାରି କରାଯାଇଛି। ଏସ୍‌ଓପିରେ ପ୍ରରୀକ୍ଷାର୍ଥୀଙ୍କ ପାଇଁ…
Read More...

‘ସମାଜ’ର ସହ ସମ୍ପାଦକଙ୍କୁ ଆକ୍ରମଣ : ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ଜିଲାରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୁର୍ଣ୍ଣ ରୂପେ ଭୂଷୁଡି ପଡିଥିବା ବେଳେ ଅପରାଧି ମାନଙ୍କ ମଧ୍ୟରେ ଆଇନ ପ୍ରତି ଭୟ ନ ଥିବାର ଦେଖାଯାଉଛି। ଶତବାର୍ଷିକ ଦୈନିକ…
Read More...

ଗୁରୁବାର ରାଶିଫଳ (୨୭ ଅଗଷ୍ଟ ୨୦୨୦)

ମେଷ: ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମନରେ ଈର୍ଷାଭାବ ଜାତ ହୋଇପାରେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।…
Read More...

ସତର୍କ କଲା ଗୁଇନ୍ଦା ଏଜେନ୍ସି: ଭାରତରେ ଆତଙ୍କ ସୃଷ୍ଟି କରିପାରେ ଜୈସ ଏ ମହମ୍ମଦ

ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ମହମ୍ମଦ ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । କରୋନା ସଂକଟ କାଳରେ ଜୈଶ ଓ ପାକିସ୍ଥାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଏପରି ଷଡ଼ଯନ୍ତ୍ରର ଯୋଜନା କରିଛି ।…
Read More...

ଋଣ ​‌​‌ମୋରାଟୋରିୟମ୍‌ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ଋଣ ​​‌​‌ମୋରାଟୋରିୟମ୍‌ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁୁ ଭର୍ତ୍ସନା କରିଛନ୍ତି । ଘୁଞ୍ଚାଇ ଦିଆଯାଇଥିବା ଋଣ କିସ୍ତି ବା ଇଏମ୍‌ଆଇ ଉପରେ ସୁଧ ଛାଡକୁ ​‌​‌ନେଇ…
Read More...

ବିଧାନସଭା ଅଧିବେଶନର ଦୁଇଦିନ ପୂର୍ବରୁ ପଞ୍ଜାବର ୨୩ ବିଧାୟକ କରୋନା ସଂକ୍ରମିତ

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ଅଧିବେଶନ ଆସନ୍ତା ୨୮ ତାରିଖରୁ ବସିବାକୁ ସ୍ଥିର ହୋଇଛି । ମାତ୍ର ୨ ଦିନ ପୂର୍ବରୁ ରାଜ୍ୟର ୨୩ ଜଣ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର…
Read More...

ପିପିଇ କିଟ୍‍ ପିନ୍ଧି ବୁଲୁଥିବା ବୃଦ୍ଧଙ୍କ ମିଳିଲା ପରିଚୟ, ଫେସବୁକ୍‍ ଆଣିଲା ବାପା-ପୁଅ ମଧ୍ୟରେ ମିଳନ

ଫୁଲବାଣୀ: ଦିନେ ବ୍ୟବହୃତ ପିପିଇ କିଟ୍‍ ପିନ୍ଧି ଲୋକ ଲୋଚନା ଆସିଥିବା ଉକ୍ତ ସାମାନ୍ୟ ବିକୃତ ମସ୍ତିକ ବ୍ୟକ୍ତିଙ୍କ ମିଳିଛି ତାଙ୍କ ପରିବାର। ଦୀର୍ଘ ଦିନ ପରେ ଆଜି ବାପା-ପୁଅ ମଧ୍ୟରେ ହୋଇଥିଲା ମଧୁର ମିଳନ। ମିଳନ ମଧ୍ୟ…
Read More...

କେରଳରେ ଖୋଲିଲା ପ୍ରସିଦ୍ଧ ପଦ୍ମନାଭ ସ୍ବାମୀ ମନ୍ଦିର

ତିରୁବନନ୍ତପୁରମ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ ୨୧ ତାରିଖରୁ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ପଦ୍ମନାଭସ୍ବାମୀ ମନ୍ଦିର ବୁଧବାର ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ମନ୍ଦିର ଖୋଲିବା ପରେ ଆଜି…
Read More...

ବର୍ଷା ବିତ୍ପାତ: ଭାଙ୍ଗିଲା ମାଟି ଘର

ସାରନଗରୀ: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗତ ଦୁଇଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ସାରନଗରୀର ବସ୍ତି ଓ କଲୋନୀ…
Read More...

‘ଅଘାଡ଼ି’ରେ ଅସନ୍ତୋଷ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ପତ୍ର ପଠାଇଲେ ଦଳୀୟ ସାଂସଦ

ମହାରାଷ୍ଟ୍ରରେ ‘‘ମହାବିକାଶ ଅଘାଡ଼ି’’ ସରକାରରେ ସବୁକିଛି ଠିକ୍ ଚାଲିନାହିଁ । ଶିବସେନା-କଂଗ୍ରେସ-ରାଷ୍ଟ୍ରବାଦୀ କଂଗ୍ରେସର ମିଳିତ ସରକାର ଠିକଠାକ୍ ୫ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଥିଲେ ହେଁ ତିନି…
Read More...

ରାଜ୍ୟ ମାନବାଧିକାର ଆୟୋଗ ଆରମ୍ଭ କଲା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି

ଭୁବନେଶ୍ବର: ମହାମାରୀ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ବୁଧବାର ଓଡ଼ିଶା ମାନବାଧିକାର ଆୟୋଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିପି…
Read More...

‘ସମାଜ ପୋର୍ଟାଲ’ ପ୍ରଭାବ: ସୁରେନ୍ଦ୍ରଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ- ତହସିଲଦାର ଭୁବନେଶ୍ୱର: ପ୍ରାୟ ୫ ବର୍ଷ ହେବ ଦୃଷ୍ଟିଶକ୍ତି ହରାଇ ଦୁଃଖକଷ୍ଟରେ ଚଳୁଥିବା ସୁରେନ୍ଦ୍ର ଓ ତାଙ୍କ ପୁଅ ଏବଂ ଝିଅ ପାଖରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି।  …
Read More...

ଜମି ହଡ଼ପ କଲେ ୧୪ ବର୍ଷ ଜେଲ: ଗୁଜରାଟ ସରକାରଙ୍କ ନୂଆ ନିୟମ

ଗାନ୍ଧୀନଗର: ଜମି ହଡ଼ପ ଓ ଜମି ଦୁର୍ନୀତିକୁ ରୋକିବା ପାଇଁ ଗୁଜରାଟ ସରକାର ଆଣିଛନ୍ତି ନୂଆ ନିୟମ । ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରି ଦେଇଛି । ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଜମି ଅନିୟମିତା,…
Read More...

୪ଦିନ ପାଇଁ ଢେଙ୍କାନାଳ ସହର ସଟଡାଉନ

ଢେଙ୍କାନାଳ: ବିଗତ ୧୦ଦିନ ଧରି ଢେଙ୍କାନାଳ ପୌରାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରହିଥିବା ଶନିବାର ଓ ରବିବାର ସହିତ ଗୁରୁବାର ଓ ଶୁକ୍ରବାର ସଟ୍‍ଡାଉନ୍‍…
Read More...

ଜାପାନ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ଅତି ନିବିଡ- କ୍ୟାପେଟନ୍ ମିଶ୍ର

ଭୁବନେଶ୍ବର : ଆଜି ଭାରତୀୟ ଚାମ୍ବର ଅଫ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍ ଏକ ଭର୍ଚୁଆଲ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ…
Read More...

ଇସ୍ରୋ ବୈଜ୍ଞାନିକଙ୍କ ଦାବି: କରୋନା ସଂକ୍ରମଣ ରୋକିବାରେ ଏନ-୯୫ ମାସ୍କ ସବୁଠୁ ପ୍ରଭାବଶାଳୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାରେ ଏନ୍-୯୫ ମାସ୍କ ସବୁଠୁ ପ୍ରଭାବଶାଳୀ । ଏହି ତଥ୍ୟ ପ୍ରଦାନ କରିଛନ୍ତି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ବୈଜ୍ଞାନିକ । ସେ କହିଛନ୍ତି ଯେ କୌଣସି ମାସ୍କ ହେଉ ନା…
Read More...

ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବ ବିଭିନ୍ନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ – ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ନିର୍ମାଣାଧୀନ ଶିଳ୍ପ ପାର୍କଗୁଡ଼ିକ ଖୁବ୍ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଜି ଶିଳ୍ପ ବିଭାଗରେ ୫'ଟି’ ଓ ମୋ ସରକାରର କାର୍ଯ୍ୟକାରିତା…
Read More...

ପୂର୍ବତନ ବିଧାୟକଙ୍କ ଚେତାବନୀ: ମାସେ ମଧ୍ୟରେ ପୁରୁଣା ରାଞ୍ଚିରୋଡ୍‍ ମରାମତି ନ ହେଲେ ଆନ୍ଦୋଳନ ହେବ 

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ରେ ଥିବା ସିନ୍ଦୁରପଙ୍କ ଛକ ରୁ ପରମାଣପୁର, କୁସୁମଡିହି, ଝାଙ୍କରପାଲି,ଜୁ ନାଡିହି, ସମାସିଂହା ବାମରା ଅଞ୍ଚଳ ଦେଇ ସୁନ୍ଦରଗଡ ଜିଲାର ବଡଗାଁ ଦେଇ ଝାଡଖଣ୍ଡ ପ୍ରଦେଶ ର ରାଜଧାନୀ…
Read More...

ଆଇସିସି ରାଙ୍କିଂ: ଦିନିକିଆରେ ପ୍ରଥମ ଦୁଇ ସ୍ଥାନରେ ବିରାଟ-ରୋହିତ, ବୋଲିଂରେ ବୁମରାଙ୍କ ସ୍ଥାନ ୯ମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମା ପୁଣି ଆଇସିସି ଦିନିକିଆ ରାଙ୍କିଂରେ ପ୍ରଥମ ଦୁଇ ସ୍ଥାନ ଦଖଲ କରିଛନ୍ତି । ଅଷ୍ଟ୍ରେଲୀୟ ରନମେସିନ୍ ଷ୍ଟିମ୍ ସ୍ମିଥ୍ ଟେଷ୍ଟରେ ଶୀର୍ଷସ୍ଥାନରେ…
Read More...

ପ୍ରବଳ ଲଘୁଚାପ ବର୍ଷାରେ ଘାଗରା ନାଳରେ ଭାସିଗଲା କାର, ଚାଳକ ମୃତ

କେଶଦୁରାପାଳ: ପ୍ରବଳ ଲଘୁଚାପ ବର୍ଷା ରେ ଘାଗରା ନାଳ ରେ ଏକ କାର ଭାସିଯାଇଥିବା ବେଳେ ଚାଳକ ମୃତ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର…
Read More...

ଜରିପାଲ ଓ ଅଖା ତଳେ ବିତୁଛି ୪ ଜୀବନ

ବୋଲଗଡ: ରାଜ୍ୟରେ ଅନାହାର ଓ ବାସହୀନ ଭାବେ କୈାଣସି ବ୍ୟକ୍ତିଙ୍କୁ ରହିବାକୁ ଦିଆଯିବ ନାହିଁ। ଗରିବମାନଙ୍କୁ ଖାଇବାକୁ ଆହାର ଓ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଓ ରାଜ୍ୟସରକାର ସରକାର…
Read More...

ଦୁଇଚକିଆ ଯାନ ଉପରେ କମିବ ଟିକସ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଲେ ସଙ୍କେତ

ନୂଆଦିଲ୍ଲୀ: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ ସମ୍ପର୍କରେ ସଙ୍କେତ ମିଳିଛି । ବର୍ତମାନ ଦୁଇ ଚକିଆ ଗାଡ଼ି ଉପରେ ୨୮% ଟିକସ ଲାଗୁଛି । ମାତ୍ର ଏହାକୁହ୍ରାସ…
Read More...

ମାତିଛନ୍ତି ସାଇବର ହ୍ବାଟସଆପ ଲୁଟେରା: କେବିସି ନାଁରେ କରୁଛନ୍ତି ଠକେଇ, ଆଦିବାସୀ ଯୁବକଙ୍କଠୁ ଠକି ନେଲେ ୪୧ ହଜାର…

ମାଲକାନଗିରି: ମାତିଛନ୍ତି ସାଇବର ଲୁଟେରା। ନୂଆ ନୂଆ ତରିକାରେ ନିରୀହ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ମୋଟା ଅଙ୍କର ଅର୍ଥ । ଏବେ ମୋବାଇଲ ହ୍ବାଟସଆପରେ ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାଇ ନେଇ ଅର୍ଥ ଗାଏବ କରୁଛନ୍ତି…
Read More...

ରାସ୍ତା କଡ଼ରେ ଶୌଚରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ୮ ଗୁରୁତର

ବଲାଙ୍ଗିର: ରାସ୍ତାକଡରେ ଶୌଚ ହେବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା…
Read More...

ନେତ୍ରାବାହାଳ ଗ୍ରାମରେ ହାତୀ ଉପଦ୍ରବ: ଏକର ଏକର ଚାଷଜମିରେ ଧାନ ଗଛ ନଷ୍ଟ

ଦେବଗଡ: ଗତକାଲି ରାତ୍ରିରେ ହାତୀ ଉପଦ୍ରବ ଯୋଗୁଁ ଦେବଗଡ ବନଖଣ୍ଡ ବାରକୋଟ ବନାଂଚଳ ତଥା ଠିଆନାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମରେ ବ୍ୟାପକ କ୍ଷ୍ୟକ୍ଷତି ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ…
Read More...

ଗ୍ରାମ୍ୟ ଅର୍ଥନୀତି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ: ସ୍ବୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଶିଳ୍ପକୁ ମିଳିବ…

କୃଷି, ମତ୍ସ୍ୟ ଓ ପଶୁପାଳନ, ଏମ୍ଏସଏମ୍ଇ ଜରିଆରେ ହେବ ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ଆତ୍ମସନ୍ତୋଷ ହେଉଛି ମହାମାରୀ ସମୟରେ ସବୁଠୁ ବଡ଼ ଶତ୍ରୁ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର…
Read More...

ପୂଜା ଛୁଟି ଯାଏ ସ୍କୁଲ-କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ଘୋଷଣା…
Read More...

ଶ୍ରୀଲଙ୍କା କହିଲା ଆମ ପାଇଁ ’ପ୍ରଥମେ ଭାରତ’: ଚୀନକୁ ହବନଟୋଟା ବନ୍ଦର ଦିଆଯିବା ଥିଲା ଭୁଲ ନିଷ୍ପତ୍ତି

ଭାରତ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଛି ଶ୍ରୀଲଙ୍କା । ବିଦେଶ ସଚିବ ଜୟନାଥ କୋଲବେଜ କହିଛନ୍ତି ଯେ ଶ୍ରୀଲଙ୍କା ଏକ ନିର୍ଦିଷ୍ଟ ବିଦେଶନୀତିକୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି ଏବଂ ରାଜନୈତିକ ଓ…
Read More...

ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ ତାଳଚେର ସାର କାରଖାନା- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ତାଳଚେର ସାର କାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି…
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲାରେ ବଡ଼ ଧରଣର ବନ୍ୟା ଆଶଙ୍କା: ଜିଲାପାଳ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନ ଦେବା ସହିତ ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା…
Read More...

ଆଜି ଭୁବନେଶ୍ବରରୁ ଆଉ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ବୁଧବାର ଆଉ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୩୦ ପଜିଟିଭଙ୍କ ମଧ୍ୟରୁ ୧୩୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୧୯୧ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

କଂଗ୍ରେସକୁ ଫେରିଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦ; ପୁଣି ଦଳକୁ ଫେରିବେ କି ଶ୍ରୀକାନ୍ତ?

ପାଟନା: କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦଙ୍କୁ ପୁଣି ଦଳକୁ ଫେରାଇ ଆଣିଛି କଂଗ୍ରେସ । ଗତ ଲୋକସଭା ନିର୍ବାଚନରେ ସକିଲ ବିହାରରେ ମହାଗଠବନ୍ଧନ ପ୍ରାର୍ଥୀଙ୍କ ବିରୋଧରେ ମଧୁବନି ଲୋକସଭା ଆସନରୁ…
Read More...

ଖୁସି ଖବର: ଆଜି ରାଜ୍ୟରେ ସୁସ୍ଥ ହେଲେ ୩,୩୪୩ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୨,୮୧୩

ଭୁବନେଶ୍ବର: ରାଜ୍ୟରେ ବୁଧବାର ୩,୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୨,୮୧୩କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଖୁବ ଶୀଘ୍ର ଲାଗୁ କରାଯିବ ବିଶେଷଜ୍ଞଙ୍କ ଦ୍ବାରା ସଂଶୋଧିତ ସିଲାବସ୍

ଭୁବନେଶ୍ବର : କୋଭିଡ୍ –୧୯ ମହାମାରୀ ଯୋଗୁଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରୁ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବିଶେଷ ବ୍ୟାଘାତ ସୃଷ୍ଟି ହୋଇଛି । ଏଣୁ…
Read More...

ଗୋଚାଷ ଓ କ୍ଷୀର ବ୍ୟବସାୟରେ ଉଦାହରଣ ସାଜିଛନ୍ତି ଜାମବାହାଲ ଗାଁର ମହିଳା

ବଲାଙ୍ଗିର: ମହିଲା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ସୁବିଧାରେ ଋଣ, ବ୍ୟବସାୟର ବ୍ୟବସ୍ଥା ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏମିତି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ବା…
Read More...

ଦେଶରେ ଉବର ଆରମ୍ଭ କଲା ଅଟୋ ରିଟେଲ ସେବା; ଘଣ୍ଟାକୁ ଭଡ଼ା ୧୬୯ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ପୁନେରେ କାର୍ଯ୍ୟକ୍ଷମ ହେବ ଏହି ସେବା ବେଙ୍ଗାଲୁରୁ: ଉବର  ଭାରତରେ ଅଟୋ ଭଡ଼ା ସେବା ପୂର୍ବରୁ କାର୍ଯ୍ୟକାରୀ କରି ଆସୁଛି ।…
Read More...

ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା: ୧୩୬ କୋଟି ଖର୍ଚ୍ଚ ପରେ ବିଦ୍ୟୁତ ସଂଯୋଗର ଦେଖାନାହିଁ

ଟିଟିଲାଗଡ଼: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶ ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ପ୍ରତେକ ଗୃହରେ ବିଦ୍ୟୁତ ପହଞ୍ଚା ଯାଇଥିବା ଘୋଷଣା ହେଉଛି। ଏନେଇ ଦିନଦୟାଲ ଉପାଧ୍ୟାୟ ଗ୍ରାମେଜ୍ୟାତି ଯୋଜନାରେ ରାଜକୋଷରୁ କୋଟିକୋଟି…
Read More...

କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନାଅନ୍ତର୍ଗତ ଜଳେଶ୍ୱରପୁର ଗାଁରେ ଘଟିଛି ଅଘଟଣ। କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାଟପୁର ପଂଚାୟତ…
Read More...

ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ…
Read More...

ପୁଣି ଭାସିଗଲା ଆଉ ଏକ ଟ୍ରକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ନିକଟ ମୟୁରଭଞ୍ଜ ସୀମାର ଏକ ଘୋଷରା ପୋଲ ଉପରେ କେନ୍ଦୁଝରକୁ ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟିପଡ଼ି ଭାସିଯାଇଛି । ସ୍ଥାନୀୟ ଲୋକ ବହୁ କଷ୍ଟରେ…
Read More...

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହା ହେଲେ ରୋଗୀ

କେଶଦୁରାପାଳ: ସରକାର ଗମନା ଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସଡ଼କ ଆଦି ବିଭିନ୍ନ ଯୋଜନାରେ ଜନସାଧାରଣଙ୍କ ଗମନା ଗମନର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସମୟରେ ଏହିସବୁ ଯୋଜନା…
Read More...

ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ, ୨ଟି ବ୍ଲକର ୧୨ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ

ଆରଡି: ଚଳିତ ଲଗାଣ ବର୍ଷାରେ ବୁଧବାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା…
Read More...

ପାଣିରେ ଭାସିଗଲା ଟ୍ରକ, ବର୍ତ୍ତିଗଲେ ଚାଳକ

ପାଟଣା : ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲିଗି ରହିଥିବା ବେଳେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବୁଧବାର ମଧ୍ୟାହ୍ନରେ ଏକ ଧାନ…
Read More...

କରୋନା ସଙ୍କଟ ଭିତରେ ହଜିଗଲା ଦାବି; ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ କେବେ ମିଳିବ ବିଶ୍ୱବିଦ୍ୟାଳୟ…

ରାଉରକେଲା: କରେନା ସଙ୍କଟ ପାଇଁ ମାଟ୍ରିକ ଓ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟରେ ନାମ ଲେଖା ପକ୍ରିୟା ଆରମ୍ଭ ହୋଇଛି। ତେବେ ସୁନ୍ଦରଗଡ଼ ଜିଲାର ଅନ୍ୟତମ ମହାବିଦ୍ୟାଳୟ ଭାବେ…
Read More...

ଦିଲ୍ଲୀରେ ପ୍ରତିଦିନ ହେବ ୪୦ ହଜାର କରୋନା ପରୀକ୍ଷା : କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଜରୁରୀ ବୈଠକ ଡାକିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ, ଦିଲ୍ଲୀର ମୁଖ୍ୟ…
Read More...

ସରିଲା କୋଭିଡ଼ ପରୀକ୍ଷା ହେଲେ ଭସାଇନେଲା ବନ୍ୟାଜଳ

ବଡ଼ସାହି : ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିବା ଜଣାପଡିଛି। ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର…
Read More...

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ କରୋନା

ଗୁଆହାଟି : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତରୁଣ ଗୋଗୋଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତରୁଣ ଗୋଗୋଇ ଟ୍ବିଟ୍ କରି ଲେଖିଛନ୍ତି…
Read More...

ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କୁ କରୋନା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ବୁଧବାର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି ଏବିଷୟର ସୂଚନା ଦେଇଛନ୍ତି। ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ…
Read More...

ଲଗାଣ ବର୍ଷା : ବାହ୍ୟଜଗତରୁ ପାଟଣା ବ୍ଲକ୍ ବିଚ୍ଛିନ୍ନ

ପାଟଣା : ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ମଧ୍ୟାହ୍ନରୁ ଆଜି ସକାଳ ଯାଏଁ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ବନ୍ୟା ସ୍ଥିତି ସୃଷ୍ଟି​‌ ହୋଇଛି। ପାଟଣା…
Read More...

ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପସିଲା ବର୍ଷାପାଣି; ବୁଡିଲା ମଣିବାବାଙ୍କ ବିଗ୍ରହ

ଆରଡି: ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗତକାଲି ରାତିରେ ଆଖଣ୍ଡଳମଣି ମନ୍ଦିରର ପଶ୍ଚିମ ଦ୍ବାର ଓ ପାଦୁକ କୁଣ୍ଡ ଦେଇ ଗର୍ଭଗୃହକୁ ବର୍ଷା ପାଣି ପ୍ରବେଶ କରିବା ଫଳରେ ମଣିବାବାଙ୍କ ବିଗ୍ରହ…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ଡବଲ ମର୍ଡର ଅଭିଯୋଗରେ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଛତିଶଗଡ଼ ରାୟଗଡ଼ ଜେଲର ସୂଚନା ଦେଇଛନ୍ତି। ଅନୁପଙ୍କ…
Read More...

ବର୍ଷା ବିତ୍ପାତ; ଜଳବନ୍ଦୀରେ ଗୋଟିଏ ଗାଁର ୧୦ ପରିବାର

ହରଭଙ୍ଗା : ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି…
Read More...

ବାଙ୍ଗିରିପୋଷିରେ ପ୍ରବଳ ବର୍ଷା; ବୁଢ଼ାବଳଙ୍ଗ ନଦୀରେ ବନ୍ୟା ସ୍ଥିତି..ଦେଖନ୍ତୁ ଭିଡ଼ିଓ

ଦ୍ୱାରଶୁଣି : ଲଘୁଚାପ ପ୍ରଭାବରେ ବାଙ୍ଗିରିପୋଷିରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। https://www.youtube.com/watch?v=t6bhMe7jFf0
Read More...

ରାଜ୍ୟରେ ଆଉ ୧୩ କରୋନା ପଜିଟିଭଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪୪୧

ଭୁବନେଶ୍ବର : ରାଜ୍ୟରେ ବୁଧବାର ସର୍ବାଧିକ ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୪୧କୁ ବୃଦ୍ଧି ପାଇଛି । ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର,…
Read More...

ରାଜ୍ୟରେ ଆଜି ସର୍ବାଧିକ ୩ ହଜାର ୩୭୧ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ବୁଧବାର ଆଉ ୩ ହଜାର ୩୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ ହଜାର ୫୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୩୧୮ଜଣ ସ୍ଥାନୀୟ…
Read More...

ଲଗାଣ ବର୍ଷାରେ ବୁଡ଼ିଲା ରାସ୍ତା, ଦୋକାନ ଘରେ ପଶିଲା ପାଣି..ଦେଖନ୍ତୁ ଭିଡ଼ିଓ

ସୋର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର ଜିଲା ସୋର ବ୍ଲକ ଗୋପୀନାଥପୁରୁ ଓ ମାଣିପୁର ପଞ୍ଚାୟତ ଜଳାର୍ଣ୍ଣବ। ମଣିପୁର ବଜାର ବିଜୁ ମାର୍କେଟରେ ପାଣି ପସି ୧୦ ଦୋକାନ ଘର ଉବୁଡୁବ। ଲକ୍ଷାଧିକ ଟଙ୍କା ସାମଗ୍ରୀ…
Read More...

ପ୍ରଧାନମନ୍ତ୍ରୀ ସେୟାର କଲେ ମୋଟେରା ସୂର୍ଯ୍ୟମନ୍ଦିରର ଭିଡ଼ିଓ; ଲେଖିଲେ ବର୍ଷାରେ କେଡ଼େ ସୁନ୍ଦର ଦିଶୁଛି

ଗୁଜରାଟ : ଗୁଜରାଟରେ ଲଗାତାର ବର୍ଷା ହେତୁ ନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନ ଜଳମଗ୍ନ  ହୋଇଛି। ତେବେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଗୁଜରାଟରେ ଥିବା ମୋଟେରା…
Read More...

ବିପଦ ସଂକେତ ଟପିଲା ବୈତରଣୀ

ଆନନ୍ଦପୁର : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା। ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ…
Read More...