ଲଗାଣ ବର୍ଷା; ଖୋର୍ଦ୍ଧାର ବିଭିନ୍ନ ଗାଁ ପାଣି ଘେରରେ

ଭୁବନେଶ୍ଵର : ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦ ଗେଟ୍ ଖୋଲିବା ଫଳରେ ଦୟା ନଦୀର ଶାଖା ରଜୁଆ ନଦୀରେ ଜଳସ୍ତର ବୃଦ୍ଧି ପାଇ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଗାଁ ପାଣି ଘେରରେ ରହିଛି। ଓରବରସିଂ ପଞ୍ଚାୟତର ବିଭିନ୍ନ ଗାଁ…
Read More...

ଦେଶରେ ଦିନକରେ ୬୭ ହଜାର ୧୫୧ ଆକ୍ରାନ୍ତ, ୧୦୫୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬୭ ହଜାର ୧୫୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦୫୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫କୁ ବୃଦ୍ଧି ପାଇଛି। କରୋନା ଜନିତ…
Read More...

ଶୋଇବା ଘରୁ ନାଗ ସାପ ଉଦ୍ଧାର

ଭୁବନେଶ୍ଵର : ଗତକାଲି ସନ୍ଧ୍ୟାରେ କଟକ ଜିଲା ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ଶୋଇବା ଘରୁ ଏଗ ନାଗ ସାପ ଉଦ୍ଧାର କରାଯାଇଛି। ଶୋଇବା ଘରେ ନାଗ ସାପ ପଶିବାର ଦେଖି ଶରତ ପଣ୍ଡାଙ୍କ ଘର ଲୋକେ ସ୍ନେକ୍ସ ହେଲ୍ପ…
Read More...

କୂଳ ଲଙ୍ଘିଲା ବୁଢ଼ାବଳଙ୍ଗ

ଭୟୂରଭଞ୍ଜ : ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଲଗାଣ ବର୍ଷା ଯୋଗୁଁ କୂଳ ଲଙ୍ଘିଛି ବୁଢ଼ାବଳଙ୍ଗ ନଦୀ। ଯାହା ଫଳରେ…
Read More...

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଘର; ପ୍ରଶାସନ ସହାୟତାକୁ ଅପେକ୍ଷା

ବଣାଇଁ : ବଣାଇଁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତ ବଡ଼ ତୁରାମୁରା ଗ୍ରାମରେ ଲଗାଣବର୍ଷା ଯୋଗୁଁ ଗୋବର୍ଦ୍ଧନ ନାଏକ ନାମକ ଗଜଣେ ଗରିବ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଛି। ଗତ ଦୁଇ ଦିନ ଧରି ଲଗାଣବର୍ଷା ଯୋଗୁଁ…
Read More...

ଝିଅ ପାଇଁ ବାପା ନେଉଥିଲେ ରାଧାଷ୍ଟମୀ ଭାର; ବୁଡ଼ିଗଲା ରାସ୍ତା, ଭାସିଗଲା ସାଇକଲ

ନୀଳଗିରି : ଜଣେ ଗରିବ ବାପା ପାଇଁ ଦୁଃଖ ଆଣି ଦେଇଛି ଲଘୁଚାପ ବର୍ଷା। ଆମ୍ବ, ପଣସ, ମିଠା, ପିଠା ଧରି ଝିଅଘରକୁ ରାଧାଷ୍ଟମୀ ସଜ ନେଇ ଯାଉଥିବାବେଳେ ବାପାଙ୍କ ସାଇକଲ ବର୍ଷା ପାଣିରେ ଭାସିଯିବା ଘଟଣା ସାଧାରଣରେ ଉଦବେଗ…
Read More...

ରାଜ୍ୟରେ ଦିନକରେ ୬୩ ହଜାରରୁ ଉର୍ଦ୍ଧ୍ବ କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୩ ହଜାର ୨୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୨୯୫ ହୋଇଥିବାବେଳେ ଆଣ୍ଟିଜେନ୍…
Read More...

୧୧ ଜିଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ଵର : ସାରା ଓଡ଼ିଶାରେ ଲଗାଣ ବର୍ଷା ହେବା ଫଳରେ ରାଜ୍ୟରେ ଥିବା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହାଦ୍ବାରା ନଦୀକୂଳିଆବାସୀ ଭୟଭିତ ହୋଇପଡ଼ିଛନ୍ତି। ଏପଟେ ରାଜ୍ୟରେ ଆଗକୁ ଆହୁରି ପ୍ରବଳ ବର୍ଷା…
Read More...

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ଵର : ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନୀଠାରେ…
Read More...

ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଆଣ୍ଡରସନଙ୍କୁ ୬୦୦ ଟେଷ୍ଟ  ୱିକେଟ

ସାଉଥାମ୍ପଟନ : ବିଶ୍ବର ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ  ୬୦୦ ୱିକେଟ ହାସଲ କରିଛନ୍ତି ଇଂଲଣ୍ଡର  ଜେମ୍ସ ଆଣ୍ଡରସନ। ଏଠାରେ ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ  ମଙ୍ଗଳବାର ପାକିସ୍ତାନ…
Read More...

ହାରିସ୍‍ ଦିଲ୍ଲୀ କ୍ୟାପିଟାଲ୍‍ସର ବୋଲିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍‍ସର ମଙ୍ଗଳବାର ଘୋଷଣା କରିଛି ଯେ ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଫାଷ୍ଟବୋଲର ରିୟାନ୍‍ ହାରିସ୍‍ ଏହାର ବୋଲିଂ…
Read More...

କାମ ଦେଉନି କଟକଣା, ବଢ଼ିଚାଲିଛି ସଂକ୍ରମଣ : ଏଥର ହେବନି ଦଶହରା, ବାଲିଯାତ୍ରା

କଟକ : ଯାବତୀୟ କଟକଣା ସାଙ୍ଗକୁ କଡ଼ା ଆଇନ ଓ ଦଣ୍ଡ ବ୍ୟବସ୍ଥା ସତ୍ତ୍ବେ କଟକ ସହର ସମେତ ସମଗ୍ର ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି। କିଛି ଅମାନିଆ ଲୋକଙ୍କ ପାଇଁ ଆଜି ସମସ୍ତଙ୍କୁ ସମଦଶା ଭୋଗିବାକୁ…
Read More...

ଠିକଣା ପ୍ରକାଶ ପରେ ଦାଉଦ ଭୟଭୀତ : ସୁରକ୍ଷା ପାଇଁ ଲୋଡ଼ିଲା  ଆଇଏସଆଇ ଓ ପାକ୍‍ ସେନାର ସହାୟତା

ଇସଲାମାବାଦ : ପଳାତକ ଘୋଷିତ ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍‍ର ସବିଶେଷ ଠିକଣା ନିକଟରେ ଭାରତ ତଥା ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦାଉଦ୍‍ ଇବ୍ରାହିମ ପାକିସ୍ତାନରେ ରହୁଥିବା ନେଇ ପାକିସ୍ତାନ…
Read More...

ସୋନିଆ ଦଳ ପାଇଁ ମା’ ତୁଲ୍ୟ; ତାଙ୍କୁ ଆଘାତ ଦେବା ଅଭିପ୍ରାୟ ନ ଥିଲା: ମୋଇଲି

ନୂଆଦିଲ୍ଲୀ : କଂଗ୍ରେସର ନେତୃତ୍ବ ଓ ସଂସ୍କାର ପ୍ରସଙ୍ଗ ଉଠାଇ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ​ଲେଖିଥିବା ଦଳର ୨୩ ବରିଷ୍ଠ ନେତା ନରମ ପଡ଼ିଛନ୍ତି। ମଙ୍ଗଳବାର ଏହି ନେତାମାନେ ଦୁଃଖପ୍ରକାଶ ପୂର୍ବକ…
Read More...

ଆଇପିଏଲ୍‌ରେ ୫୦ଟି ଡୋପ୍‍ ପରୀକ୍ଷା କରିବ ନାଡା

ନୂଆଦିଲ୍ଲୀ : ଭାରତର ଜାତୀୟ ଡୋପିଙ୍ଗ୍‍ ନିରୋଧ ସଂସ୍ଥା (ନାଡା) ଆସନ୍ତା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସମୟରେ ମୋଟ ୫୦ଟି ଡୋପ୍‍ ପରୀକ୍ଷା କରିବ ବୋଲି ଜଣାପଡ଼ିଛି। ଆଇପିଏଲ୍‍ର ୧୩ଶ ସଂସ୍କରଣ ୟୁଏଇର ୩ଟି…
Read More...

କରୋନା ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଛାଡ଼ ପୂର୍ବରୁ ହେଉନି ସ୍ୱାବ୍ ପରୀକ୍ଷା

କଟକ : କରୋନା ସଂକ୍ରମଣ ବଢିବା ସହିତ ସୁସ୍ଥତା ହାର ବଢୁଥିବା ସରକାରୀଭାବେ ସୂଚନା ଦିଆଯାଉଛି। କରୋନା ସଂକ୍ରମିତ ମେଡିକାଲରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଆଉ ସ୍ୱାବ ପରୀକ୍ଷା କରାଯାଉନାହିଁ। ସେ କରୋନାରୁ ସୁସ୍ଥ…
Read More...

ବିନା ପ୍ରବେଶିକା ପରୀକ୍ଷାରେ ଏମ୍‍ବିଏ ଏବଂ ପିଜିଡିଏମ୍‍ ନାମଲେଖା

ଭୁବନେଶ୍ୱର : ଏମ୍‍ବିଏ ଏବଂ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍‍ ମ୍ୟାନେଜମେ (ପିଜିଡିଏମ୍‍)ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ନାହିଁଁ। ଛାତ୍ରଛାତ୍ରୀଙ୍କ ୟୁଜି ମାର୍କକୁ…
Read More...

ବିଜେପିରେ କର୍ଣ୍ଣାଟକର ‘ସିଙ୍ଘମ୍‍ ଆନ୍ନାମଲାଇ’

ଚେନ୍ନଇ : କର୍ଣ୍ଣାଟକର ପୂର୍ବତନ ଆଇପିଏସ୍‍ ଅଫିସର ଆନ୍ନାମଲାଇ କୁପୁସ୍ୱାମୀ ବିଜେପିରେ ଯୋଗଦେଇଛନ୍ତି। ସିଙ୍ଘମ ଆନାମଲାଇ ଭାବେ ପରିଚିତ ଏହି ପୂର୍ବତନ ଆଇପିଏସ୍‍ ଅଫିସର ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଏଲ୍‍…
Read More...

ଲଘୁଚାପ ଘନୀଭୂତ; ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ସହିତ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ରାତିରୁ ବର୍ଷା ଲାଗିରହିଛି। ଗତ ୨୪ଘଣ୍ଟାରେ…
Read More...

ଆର୍‌ବିଆଇ ବାର୍ଷିକ ରି​‌ପୋର୍ଟ : ୨୦୧୯-୨୦ରେ ଖଣ୍ଡିଏ ବି ଦୁଇହଜାର ଟଙ୍କିଆ ନୋଟ୍‌ ଛପାଯାଇନି

ମୁମ୍ବଇ : ବିଗତ କିଛି ବର୍ଷ ହେବ ଦେଶରେ ଦୁଇହଜାର ଟଙ୍କିଆ ନୋଟ୍‌ର ସର୍କୁଲେସନ୍‌ କମିବାରେ ଲାଗିଛି ​‌। ୨୦୧୯-୨୦ରେ ଖଣ୍ଡିଏ ବି ଦୁଇହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୧୮…
Read More...

ଇଏସ୍‌ଆଇସି ପରିସରଭୁକ୍ତ ହେବେ ମାସିକ ତିରିଶ ହଜାର ପାଉଥିବା ବେତନଧାରୀ

ନୂଆଦିଲ୍ଲୀ  : ମାସିକ ତିରିଶ ହଜାର ଟଙ୍କା ପାଉଥିବା ବେତନଧାରୀମାନଙ୍କ ପାଇଁ ଭଲ ଖବର । କାରଣ କେନ୍ଦ୍ର ସରକାର ଏବେ ଇଏସ୍‌ଆଇସିର ପରିସର ବୃଦ୍ଧି କରିବାକୁ ବିଚାର କରୁଛନ୍ତି । ଏହି ଅନୁଯାୟୀ, ଅଣସଂଗଠିତ କ୍ଷେତ୍ରରେ…
Read More...

ଏଲ୍‍ଏସିରେ ମୁତୟନ ହେଲା ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଏହାର ଏୟାର ଡିଫେନ୍ସ କ୍ଷେପଣାସ୍ତ୍ରକୁ ମୁତୟନ କରିଛି। ଭାରତ ସେନାର ଏୟାର ଡିଫେନ୍ସ ବାହିନୀ ଯାହାକି ରୁଷ୍‍ ନିର୍ମିତ ଇଗଲା…
Read More...

ସୁଶାନ୍ତ ସିଂହଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଆକାଉଣ୍ଟାଣ୍ଟଙ୍କୁ ସିବିଆଇ ଜେରା

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ମଙ୍ଗଳବାର ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧର ଓ ପୂର୍ବତନ ଆକାଉଣ୍ଟାଣ୍ଟ ରଜତ ମେୱାଟିଙ୍କୁ ଜେରା କରିଛି।…
Read More...

କମେଡି କରିବେ ଇମ୍ରାନ୍ ହାସମି

ନବାଗତ କଳାକାରଙ୍କ ଭିଡ଼ରେ ଏବେ ବୟସ୍କ କଳାକାରଙ୍କ ଲୋକପ୍ରିୟତା କମ୍ ହୋଇଛି। ଗୋଟିଏ ସମୟରେ ଇମ୍ରାନ୍ ହାସମିଙ୍କ ପରି କଳାକାରଙ୍କ ପାଖରେ ସଂଖ୍ୟାଧିକ ଅଫର୍ ଥିଲା। ହରର୍, ରୋମାଣ୍ଟିକ ଚରିତ୍ର ପାଇଁ ପ୍ରଥମେ ତାଙ୍କୁ ହିଁ…
Read More...

ପୁଲୱାମା ଆକ୍ରମଣ ଘଟଣାରେ ଏନ୍‌ଆଇଏର ଅଭିଯୋଗ ଫର୍ଦ୍ଦ ଦାଖଲ : ମାସୁଦ ସମେତ ୧୯ ଅଭିଯୁକ୍ତ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ଅଭିଯୋଗଫର୍ଦ ଦାଖଲ କରିଛି। ଏହି ଅଭିଯୋଗଫର୍ଦରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଓ…
Read More...

ଓଡ଼ିଶା କୃଷିଭବନ ପାଇବ ‘ଡିଜିନ୍‌’ ପୁରସ୍କାର

ଭୁବନେଶ୍ବର : ପାରମ୍ପରିକ ସ୍ଥାପତ୍ୟ କଳାର ସମ୍ଭାରକୁ ବହନ କରି ଉନ୍ନତ ଜ୍ଞନକୌଶଳରେ ନିର୍ମିତ ‘ଓଡ଼ିଶାର କୃଷି ଭବନ’ ଭାରତର ପ୍ରଥମ ସରକାରୀ କୋଠା ଭାବେ ବିଶ୍ବସ୍ତର‌େ‌ର ପ୍ରଖ୍ୟାତ ତଥା ସମ୍ମାନଜନକ ଆନ୍ତର୍ଜାତିକ…
Read More...

ଆଲମାରି ସଫା କରିବ ପୋଷାକ!

ନିୟମିତ କପଡ଼ା ସଫା କରିବା ଏକ ବଡ଼ ଦାୟିତ୍ବ। ଗୃହିଣୀମାନେ ଅନ୍ୟ ସମସ୍ତ କାମ କରିବା ସହ ଏଇ କାମକୁ ମଧ୍ୟ ସତର୍କତାର ସହ କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ଲୋକେ ପୋଷାକପତ୍ର ସଫାସଫିକୁ ନେଇ ଅଧିକ ସାବଧନତା…
Read More...

ରୋଷେଇ ଘର ଟିପ୍ସ

ଅଧିକାଂଶ ଗୃହିଣୀଙ୍କ ମୁଖ୍ୟ ସମସ୍ୟା ବିଭିନ୍ନ କାରଣରୁ ଚିନି ଖୁବ୍ ଶୀଘ୍ର ଖରାପ ହେଉଛି। ଅନ୍ୟ କାହାର ଅଭିଯୋଗ ଚିନି ଡବାରେ ପିମ୍ପୁଡ଼ି ଲାଗୁଛି। ଏଇ ମିଠା ସାମଗ୍ରୀଟି ଦୈନନ୍ଦିନ ରୋଷେଇରେ ମୁଖ୍ୟ ଆବଶ୍ୟକତା ପାଲଟିଥାଏ।…
Read More...

ଆରୋଗ୍ୟ ପରେ କରୋନାର ପୁନଃସଂକ୍ରମଣ

ହଂକଂ : କରୋନାରୁ ଆରୋଗ୍ୟ ଲାଭ କରିବାର କିଛି ମାସ ମଧ୍ୟରେ ଏହାର ପୁନଃ ସଂକ୍ରମଣ ହେବା ଭଳି ପ୍ରଥମ ଘଟଣା ଦେଖିବାକୁ ମିଳିଛି ହଂକଂରେ। ଗତ ଏପ୍ରିଲରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଜଣେ ବ୍ୟକ୍ତି ପୁନଃ ସଂକ୍ରମିତ…
Read More...

ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ଡବଲ ମର୍ଡର ଅଭିଯୋଗରେ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କ ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…
Read More...

ବୁଧବାର ରାଶିଫଳ (୨୬ ଅଗଷ୍ଟ ୨୦୨୦)

ମେଷ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମାତ୍ର ଆଶାନୁରୂପ ନୁହେଁ। ଯୁଦ୍ଧ ପ୍ରିୟ ହେବେ। ଗ୍ରାମ ବା ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ…
Read More...

କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର : ଥାନାରେ ମାମଲା ରୁଜୁ, ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ନୂତନ ରେକର୍ଡ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ତରଫରୁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଏବେ ନିଗମ ଅଞ୍ଚଳରେ ବ୍ୟାପକ ସର୍ଭିଲାନ୍ସ ଓ ଅନ୍ୟାନ୍ୟ ଉପାୟ…
Read More...

ନିର୍ଦ୍ଧାରିତ ସମୟରେ ହେବ ନିଟ୍ ଓ ଜେଇଇ ପରୀକ୍ଷା

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟରେ ହେବ ନିଟ୍ ଓ ଜେଇଇ ପରୀକ୍ଷା । ଦେଶର ଅନେକ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ ସତ୍ତ୍ବେ ନିଜ ନିଷ୍ପତ୍ତିରେ ଅଟଳ ରହିଛି  ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି(NTA) । ପୂର୍ବ…
Read More...

ସ୍ବାମୀଙ୍କ ସମ୍ପତ୍ତିରେ ଦ୍ବିତୀୟ ପତ୍ନୀଙ୍କ ଅଧିକାର ନାହିଁ: ମୁମ୍ବାଇ ହାଇକୋର୍ଟ

ସ୍ବାମୀଙ୍କ ସମ୍ପତ୍ତିରେ କେବଳ ପ୍ରଥମ ପତ୍ନୀଙ୍କ ଅଧିକାର ତେବେ ଦୁଇ ପତ୍ନୀଙ୍କ ପିଲାଙ୍କୁ ମିଳିବ ସମ୍ପତ୍ତିର ଅଂଶ ମୁମ୍ବାଇ: ଯଦି କୌଣସି ବ୍ୟକ୍ତି ଦୁଇଜଣଙ୍କୁ ବିବାହ କରିଥିବେ, ତେବେ ତାଙ୍କର ଦ୍ବିତୀୟ ପତ୍ନୀ…
Read More...

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖାଯାଉ : ଏ.ଆଇ.ଏସ୍.ଏଫ୍

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଉଥିବା ସମୟରେ ନିଟ୍ ଓ ଜେଇଇ ପରୀକ୍ଷା ପରିଚାଳନା ନିଷ୍ପତ୍ତି ଅତ୍ୟନ୍ତ ଅମାନବୀୟ। ବର୍ଷବର୍ଷ ଧରି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ…
Read More...

ବଜେଟ୍ ସ୍ବଚ୍ଛତାରେ ତୃତୀୟ ସ୍ଥାନରେ ଓଡ଼ିଶା: ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ

ଭୁବନେଶ୍ବର: ଦେଶରେ ବଜେଟ୍ ସ୍ବଚ୍ଛତା ହାସଲରେ ଓଡ଼ିଶାକୁ ମିଳିଛି ତୃତୀୟ ସ୍ଥାନ। ବଜେଟ୍ ସ୍ବଚ୍ଛତା ଅର୍ଥାତ୍‌ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା । ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ବାର୍ଷିକ ସଂସ୍କରଣ ରିପୋର୍ଟରେ…
Read More...

୧୪ ସେପ୍ଟେମ୍ବରରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ

ଆସନ୍ତା ମାସ (ସେପ୍ଟେମ୍ବର) ୧୪ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ । ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ମଙ୍ଗଳବାର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଡ଼ାକିବାକୁ…
Read More...

ଲଘୁଚାପ ବର୍ଷା: ବ୍ୟାପକ ଚାଷ ଜମୀ ଜଳମଗ୍ନ, ଚିନ୍ତାରେ ଚାଷୀ

ବାଙ୍କୀ: ଲଘୁଚାପ ବର୍ଷାରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଶାଖା ନଦୀ ରଣ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି ବିଲିପଡା, ଗୋପାଳପୁର, ଢଁସର, ଦୁଲଣାପୁର, ତାଳବସ୍ତ, ଶିମିଳିପୁର, ହରିରାଜପୁର ଓ ଗୋବିନ୍ଦପୁର ପଞ୍ଚାୟତ…
Read More...

ହେଲି ବନାମ ହ୍ୟାରିସ: ଆମେରିକା ରାଷ୍ଟ୍ରପତି ଲଢ଼େଇରେ ଦୁଇ ‘ଭାରତ ଝିଅ’

ଆମେରିକା ରାଷ୍ଟ୍ରପତି ପଦ ନିମନ୍ତେ ନଭେମ୍ବର ମାସରେ ହେବାକୁଥିବା ନିର୍ବାଚନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ । ଆମେରିକାରେ ବସବାସ କରୁଥିବା ଭାରତୀୟ-ଆମେରିକୀୟ, ଭାରତୀୟ ବଂଶୋଦ୍ଭବ ହିଁ…
Read More...

କରୋନା କଟକଣା: ରାଜପଥରେ ଚାଲିଛି ହାଟ, ଦୁର୍ଘଟଣାକୁ ଆମନ୍ତ୍ରଣ

ଭୁବନେଶ୍ବର,୨୪ା୮(ନି.ପ୍ର): କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରତିେଷଧକମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସାମାଜିକ ଦୂରତା ରଖି ବ୍ୟବସାୟ କରିବାକୁ ପରାମର୍ଶ ଦିଆଯାଉଛି। ଏପରିକି ଅନେକ…
Read More...

ବଡ଼ବନ୍ଧିଆଣୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ବଡ଼ବନ୍ଧିଆଣୀ ରାସ୍ତାର ଦୁଇ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ଦୁଇଦିନ ହେଲା ମହାନଦୀର ବନ୍ୟାଜଳ ସହିତ ତିଗିରିଆ ଅଞ୍ଚଳର ବର୍ଷାଜଳ ଏଠାରେ ଜମାହୋଇ ଏଭଳି ବନ୍ୟା…
Read More...

ଜିଓ ନ୍ୟୁଜ୍ ଏବେ ଜିଓ ଫାଇବର୍ ସେଟ୍ ଅପ୍ ବକ୍ସରେ

ଭୁବନେଶ୍ୱର: ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ପୁଣି ଏକ ରୋମାଂଚକର ସେବା ଉପଲବ୍ଧ ହୋଇଛି । ଲୋକପ୍ରିୟ ନ୍ୟୁଜ୍ ଆପ୍ ଜିଓ ନ୍ୟୁଜ୍ ବର୍ତମାନ ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ଜିଓ ସେଟ୍‌-ଟପ୍‌-ବକ୍ସରେ ଉପଲବ୍ଧ ହୋଇଛି ।…
Read More...

ମ୍ୟାଟ୍ରିକ୍‍ ଟପ୍ଟରଙ୍କ ଉଚ୍ଚ ଶିକ୍ଷାପାଇଁ ଅର୍ଥ ସାଜିଥିଲା ବାଧକ, ସହାୟତାର ହାତ ବଢାଇଲେ ପୁଲିସ ଅଧିକାରୀ

ଫୁଲବାଣୀ: ନିକଟରେ ପ୍ରକାଶିତ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଏକ ଦୁର୍ଗମ ସଲାଗୁଡ଼ା ପଞ୍ଚାୟତର ଅପହଞ୍ଚ ନେଡ଼ିପଦର ଗ୍ରାମର ରତ୍ନୀ ଦିଗାଲ ଓ ସୁମନ୍ତି ଦିଗାଲଙ୍କ ମଧ୍ୟମ ଝିଅ…
Read More...

ଯଦି ରାହୁଳ ନୁହନ୍ତି; କିଏ କଂଗ୍ରେସ କାର୍ଯ୍ୟକାରିଣୀରେ କିଏ କହିଲେ -‘‘ଭାଜପା ସେ ମିଲିଭଗତ୍’’

କଂଗ୍ରେସର ସାଙ୍ଗଠନିକ ପରିବର୍ତନ କରାଯିବା ଓ ପୂର୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଦାବିକୁ ନେଇ ଦଳରେ ଏତେବଡ଼ ଝଡ଼ ଆସିବ ଏ କଥା କୌଣସି କଂଗ୍ରେସ ନେତା କେବେ କଳ୍ପନା କରି ନ ଥିଲେ । ଦଳର ଅସନ୍ତୁଷ୍ଟ ନେତାମାନେ…
Read More...

ପୁଣି ଦାଦନଶ୍ରମିକ ଚାଲାଣ ଆରମ୍ଭ, ତାମିଲନାଡୁ ଯିବା ସମୟରେ ୨୨ଜଣ ଉଦ୍ଧାର

ନବରଙ୍ଗପୁର: ରାଜ୍ୟରେ ଆବଶ୍ୟକ କାମ ଅଭାବ କାରଣରୁ ପୁଣି ୨୨ଜଣ ଦାଦନଶ୍ରିମକ ନିଜର ଭିଟାମାଟି ଛାଡି ବାହାର ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି। ରାଜ୍ୟରେ କାମର ଅଭାବ ଓ ଦକ୍ଷତା ଅନୁଯାୟୀ କାମ ମିଳୁନଥିବାରୁ ଦାଦନ ଖଟିବାକୁ…
Read More...

ସ୍କୁଲ ଖେଳପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବି

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ହାଇସ୍କୁଲ ଖେଳପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବି କରି କୁଲାଇଲୋର କ୍ରୀଡାବିତ୍‍ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁଲାଇଲୋର…
Read More...

ପ୍ୟାକ୍ସ/ଲ୍ୟାମ୍ପସ୍‌ର ଭିତ୍ତିଭୂମି ବିକାଶ କରାଯିବ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପସ୍‌ ପକ୍ଷରୁ ରାଜ୍ୟର ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଖରିଫ ଓ ରବିଧାନ, ଡାଲି ଏବଂ ତୈଳବୀଜ ସଂଗ୍ରହ କାର୍ଯ୍ୟ ସମେତ ସାର, ବିହନ, ଫସଲ ଋଣ ଆଦି ବିବିଧ…
Read More...

ରଖେ ହରି ତ ମାରେ କିଏ ?ଗଛରେ ଚଢ଼ି ଆତ୍ମହତ୍ୟା ବେଳେ ଭାଙ୍ଗିଗଲା ଡ଼ାଳ

 ପାଇକମାଳ:  ପାଇକମାଳ ବ୍ଳକ ଜାମସେଠ ଗ୍ରାମରେ ଜଣେ ବ୍ୟକ୍ତି ଗଛରେ ଫାଶୀ ଦେବାୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ  ଡ଼ାଳ ଭାଙ୍ଗିଯିବାରୁ  ଅଳ୍ପକେ ବର୍ତି ଯାଇଛନ୍ତି । ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର…
Read More...

କରୋନା ଭୟ ମଧ୍ୟରେ ଆଶ୍ବସ୍ତି ଖବର: ୭୫% ଛୁଇଁଲା ଦେଶରେ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି । ପ୍ରତି ଦିନ ଅନ୍ୟୂନ ୬୦ ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ମାତ୍ର ଏହି ଭୟ ମଧ୍ୟରେ ଦେଶରେ ସବୁଠାରୁ ବଡ଼ ଆଶ୍ବସ୍ତିର ଖବର…
Read More...

ଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସରକାର ଯେଉଁ ଖେଳ ଖେଳୁଛନ୍ତି ସେ ନେଇ ସକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜନୈତିକ ପଣ୍ଡିତମାନେ ଯେଉଁକଥା କୁହନ୍ତି ; ଅତ୍ୟଧିକ…
Read More...

ଆଜି ଭୁବନେଶ୍ବରରୁ ଆଉ ୩୩୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ଆଉ ୩୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୩୨ ପଜିଟିଭଙ୍କ ମଧ୍ୟରୁ ୧୭୩ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୧୫୯ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ଉତ୍ତରକୋରିଆରେ ନୂଆ ନିୟମ: ଅସୁସ୍ଥ ପିଲା ସ୍କୁଲରୁ ଘରକୁ ଫେରିପାରିବେ ନାହିଁ

ଲଣ୍ଡନ:  ଏକପକ୍ଷରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ମୃତ୍ୟୁକୁ ନେଇ ଯାବତୀୟ ଖବର ପ୍ରଚାରିତ ହେଉଛି । ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରିତ ହୋଇଛି । ମାତ୍ର ସେ ମୃତ ବା…
Read More...

ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ବର: ପଟିଆ ତ୍ରିଷ୍ଣା ମଣ୍ଡପରେ ମହାମାରୀ କରୋନା ସମୟରେ ‘ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ' ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଉତ୍ତର ବିଧାୟକ ତଥା ଭୁବନେଶ୍ବର ଜିଲା…
Read More...

ଦଲକରେ ହାତୀ ଉପଦ୍ରବ

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଆଜକୁ ୩ଦିନ ହେବ ୫ଟି ବଣୁଆ ହାତୀ ପଶି ଲୋକମାନଙ୍କର କ୍ଷୟକ୍ଷତି କରୁଥିବାବେଳେ ଲୋକମାନଙ୍କୁ ମାରିବା ପାଇଁ ଗୋଡ଼ାଉଛନ୍ତି। ଫଳରେ ଲୋକମାନେ ଭୟରେ ଜୀବନ…
Read More...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ୱେବସାଇଟ୍ ହ୍ୟାକ୍: ପାକିସ୍ଥାନୀ ହ୍ୟାକର ଦେଲେ ଭାରତକୁ ଚେତାବନୀ

ହାଇଦ୍ରାବାଦ: କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜି. କିସନ ରେଡ଼୍ଡ଼ୀଙ୍କ ବ୍ୟକ୍ତିଗତ ୱେବସାଇଟ୍ http://kishanreddy.com/କୁ ପାକିସ୍ଥାନୀ ହ୍ୟାକର ହ୍ୟାକ୍ କରିଦେଇଛନ୍ତି । ୱେବସାଇଟ ହ୍ୟାକ ପରେ ଏଥିରେ ଆଜାଦ…
Read More...

ଭାରତରେ କରୋନା ଟୀକା ‘ସ୍ପୁଟନିକ-୫’ ଉତ୍ପାଦନ ନିମନ୍ତେ ରୁଷ ଆଗ୍ରହୀ

ସମ୍ପ୍ରତି ପୁରା ବିଶ୍ବ କୋବିଡ଼-୧୯ ମହାମାରୀରେ ପୀଡ଼ିତ ଓ ବିଚଳିତ । କେବଳ ଭାରତରେ ବର୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୩୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଓ ୫୮,୩୯୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହି…
Read More...

କୃତ୍ରିମ ଗୋଡ ଅପେକ୍ଷାରେ ଭିନ୍ନକ୍ଷମ ଦୁଷ୍ମନ୍ତ 

ରେଙ୍ଗାଲି: ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିବା ଦୁଷ୍ମନ୍ତ ଭୋଇ (୪୫) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମର ବାସିନ୍ଦା। ୪ବର୍ଷ ତଳେ ଟ୍ରେନରୁ ଓହ୍ଲାଇବା ସମୟରେ…
Read More...

ନୀରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ଇଣ୍ଟରପୋଲ ଜାରିକଲା ରେଡ଼ କର୍ଣ୍ଣର ନୋଟିସ

ପଞ୍ଜାବ ନେସନାଲ ବ୍ୟାଙ୍କର ଋଣ ଦୁର୍ନୀତିରେ ସମ୍ପୃକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ସମସ୍ୟା ଆହୁରି ବଢ଼ିଛି । ମଙ୍ଗଳବାର ଇଣ୍ଟରପୋଲ ନୀରବ ମୋଦୀଙ୍କ ପତ୍ନୀଙ୍କ ବିରୋଧରେ ରେଡ଼କର୍ଣ୍ଣର ନୋଟିସ ଜାରି କରିଛି । ଏହି…
Read More...

କେବଳ କାଗଜ ପତ୍ରରେ ଓଡିଶା ସରକାର ଏକ ନମ୍ବର-ଗୋଲକ ମହାପାତ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟସରକାର। ରାଜ୍ୟର ସମସ୍ତ ଜିଲ୍ଲାରେ ଗରିବ ଅସହାୟ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା…
Read More...

ଲୋକଙ୍କ କାମରେ ଆସୁନି ପାଇଖାନା, ବାହ୍ୟ ମଳମୁକ୍ତ କାଗଜ କଲମରେ ସୀମିତ

ବଙ୍ଗୋମୁଣ୍ଡା: ଗ୍ରାମାଞ୍ଚଳର ସ୍ୱଚ୍ଛତା ଏବଂ ପରିମଳର ସୁଧାର ପାଇଁ ବିଭିନ୍ନ ଯୋଜନାରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି। ପ୍ରଶାସନିକ ଉଦାସୀନତା…
Read More...

ମଙ୍ଗଳପୁର ହାତୀ ବ୍ୟାରେଜରୁ ଯୁବକର ମୃତଦେହ ଉଦ୍ଧାର

ମୁଖୀଗୁଡା : ମଙ୍ଗଳପୁର ହାତୀ ବ୍ୟାରେଜରୁ ମଙ୍ଗଳବାର ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ଗତ ୨୨ତାରିଖ ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ ରାଣିବାହାଲ ଗ୍ରାମର ଲକ୍ଷ୍ମଣ ରାଉତ(୨୨) ଗାଁ ନିକଟ ଇନ୍ଦ୍ରାବତୀ ଟେଲରେସ…
Read More...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା ; ଏନଆଇଏ ଦାଖଲ କଲା ୫ ହଜାର ପୃଷ୍ଠାର ଚାର୍ଜସିଟ

ନୂଆଦିଲ୍ଲୀ : ୨୦୧୯ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଙ୍ଗଳବାର ନିଜର ଚାର୍ଜସିଟ ଦାଖଲ କରିଛି। ପ୍ରାୟ ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନ ଭିତ୍ତିକ…
Read More...

ବିଦ୍ୟୁତ ଆଘାତରେ ମହିଳା ମୃତ 

ବେଗୁନିଆ: ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ  ମହିଳାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ମହିଳା ଜଣଙ୍କ କଣ୍ଡୁରୀ ସାହୁଙ୍କ ପତ୍ନୀ କନକଲତା ସାହୁ (୩୮) ବୋଲି…
Read More...

୪୯ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା ପ୍ରତିବାଦରେ ପୂର୍ବତନ ଜିଲାପରିଷଦ ସଦସ୍ୟଙ୍କ ଆମରଣ ଅନଶନ ଆରମ୍ଭ

ଦେବଗଡ: ଦେବଗଡ ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର(ପୂର୍ବର ୬ ନମ୍ବର ଜାତୀୟ ରାଜପଥ)ଦୁରାବସ୍ଥା ପ୍ରତିବାଦରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବଲଣ୍ଡା ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ…
Read More...

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ୟାକେଜ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ଥ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଗ୍ରାମାଞ୍ଚଳରେ…
Read More...

ପ୍ରଧାନମନ୍ତ୍ରୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି”…

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ…
Read More...

କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କୁ କରୋନା

ବେଙ୍ଗାଲୁରୁ : କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ…
Read More...

ପଲିଥିନ ତଳେ ବିତୁଛି ଜୀବନ, ବିଧବା ମହିଳାଙ୍କୁ ଆବାସ ଯୋଜନା ସାତ ସପନ

ମାଲକାନଗିରି : କେନ୍ଦ୍ର ଓ ରାଜ୍ୟ ସରକାର ବିଧବା ତଥା ଗରୀବ ପରିବାରଙ୍କୁ ପକ୍କା ଗୃହ, ଭତା, ତଥା ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଅନେକ ଯୋଜନା କରିଥିବାବେଳେ ଏବେବି ବହୁ ଲୋକ ଏହି ଯୋଜନାରୁ ବଂଚିତ ହେଉଥିବା…
Read More...

ଭାରତୀୟ ବାୟୁସେନା ଲଞ୍ଚ କଲା ‘ମାଇଁ ଆଇଏଏଫ୍’’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ ‘ମାଇଁ ଆଇଏଏଫ୍’ ରଖାଯାଇଛି। ଏହି ମୋବାଇଲ୍ ଆପ ‘ମାଇଁ ଆଇଏଏଫ୍’ରେ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ…
Read More...

ରାଜ୍ୟରେ ଆଉ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୯ ଜଣ କରୋନା ସଂକ୍ରମିତଙ୍କ ପ୍ରାଣ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୨୮କୁ ବୃଦ୍ଧି ପାଇଛି। ଆଜି ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୭୫୨ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୨୩୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…
Read More...

ପଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କୁ କରୋନା

କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଣ୍ଟିଜେନ୍ ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପିତମ ସୂଚନା ଦେଇଛନ୍ତି। ଏବେ ସେ ଗୃହ ସଙ୍ଗରୋଧରେ ରହିଥିବାବେଳେ…
Read More...

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳାଫଳ

ଭୁବନେଶ୍ବର : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳାଫଳ। ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପୂର୍ବରୁ ଅଗଷ୍ଟ ଶେଷ ସପ୍ତାହ​‌ରେ ପରୀକ୍ଷା ଫଳ ବାହାରିବା ନେଇ…
Read More...

ରାଜମୌଲିଙ୍କ ‘ଆର ଆର ଆର’ରେ ଆଲିଆଙ୍କ ସ୍ଥାନରେ ପ୍ରିୟଙ୍କା

ମୁମ୍ବଇ : ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ପରବର୍ତ୍ତି ବିଗ୍ ବଜେଟ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମର ଟାଇଟଲ ରହିଛି 'ଆର ଆର ଆର' । ଫିଲ୍ମରେ…
Read More...

ଦେଶରେ ଦିନକରେ ୬୦ ହଜାର ୯୭୫ ଆକ୍ରାନ୍ତ, ୮୪୮ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬୦ ହଜାର ୯୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୪୮ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪କୁ ବୃଦ୍ଧି ପାଇଛି। କରୋନା ଜନିତ ମୃତ୍ୟୁ…
Read More...

ସ୍ୱାଭାବିକଠାରୁ ୨ ପ୍ରତିଶତ କମ୍ ବର୍ଷା

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି। ଗତକାଲି ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୮୩୩.୯ ମିଲିମିଟର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ ଗଜପତିରେ କମ୍ ବର୍ଷା,…
Read More...

ରାଜ୍ୟରେ ଦିନକରେ ୫୮ ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାର ୩୩୮ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୮୧୩ ହୋଇଥିବାବେଳେ ଆଣ୍ଟିଜେନ୍…
Read More...

ବିଶ୍ବରେ କରୋନା ମୃତ୍ୟୁ ୮ ଲକ୍ଷ ୧୬ ହଜାର ଟପିଲା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବର ମୋଟ ୨୧୩ଟି ଦେଶକୁ ମହାମାରୀ କରୋନା କବଳିତ କରିସାରିଛି। ସମଗ୍ର ବିଶ୍ବରେ କରୋନାଜନିତ…
Read More...

ସୀମା ବିବାଦ ନେଇ ସିଡିଏସ୍‍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ : ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ…
Read More...

ମହଙ୍ଗା ହେବ ମୋବାଇଲ ପ୍ଲାନ୍‌

ନୂଆଦିଲ୍ଲୀ : ଆଗକୁ ମହଙ୍ଗା ହେବ ମୋବାଇଲ ସେବା । ଏ ନେଇ ପ୍ରସ୍ତୁତ ରହିବାକୁ ହେବ । କାରଣ ଉପଭୋକ୍ତାଙ୍କୁ ଶସ୍ତା ​ ମୋବାଇଲ ଡାଟା ଆଉ କଲ୍‌ ମିଳିବା ସମ୍ଭାବନା କମ୍‌ । ଆସନ୍ତା ୬ ମାସରେ ବଢ଼ିବ ମୋବାଇଲ ପ୍ଲାନ୍‌ ଦର ।…
Read More...

ମାସକ ମଧ୍ୟରେ ମିଳିଲାନି ମନିଅର୍ଡ଼ର ଟଙ୍କା : ସାତପୁରୁଷର ବନ୍ଧୁ କଟିଲା

ଡେଲାଙ୍ଗ : କରୋନା ସୁରକ୍ଷା କଟକଣା ପାଇଁ ପିଇସାଙ୍କ ଦଶାହ ତୁଠ କ୍ରିୟାରେ ଯୋଗ ଦେଇ ନ ପାରି ପାରମ୍ପରିକ ବନ୍ଧୁତ୍ୱ ରକ୍ଷା ପାଇଁ ଖବର ପାଇବା ଦିନ ପୁରୀ ଜିଲା ଡେଲାଙ୍ଗ ଉପଡାକଘରଠାରୁ ମନିଅର୍ଡ଼ର ଦ୍ୱାରା ୧ ହଜାର ଟଙ୍କା…
Read More...

ଓଡ଼ିଶାର ସର୍ବକନିଷ୍ଠା ସ୍କୁବା ଡାଇଭର ସମ୍ବଲପୁରର ଝିଅ ତିଷ୍ୟା

ସମ୍ବଲପୁର : ସମ୍ବଲପୁରର ଝିଅ ତିଷ୍ୟା ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହେବା ଗୌରବ ଅର୍ଜନ କରିଛନ୍ତି। ପୂର୍ବତନ ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ ତଥା ଦୁବାଇରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ…
Read More...

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ : ୪ଦିନ ବର୍ଷା, ବିଭିନ୍ନ ଜିଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ…
Read More...

କିମ୍‌ ଜଙ୍ଗ ଉନ୍‌ଙ୍କ ମୃତ୍ୟୁ !

ପ୍ୟୋଙ୍ଗୟାଙ୍ଗ : ଉତ୍ତରକୋରିଆର ସର୍ବମାନ୍ୟ ନେତା କିମ୍‌ ଜଙ୍ଗ ଉନ୍‌ଙ୍କ ମୃତ୍ୟୁ ଘଟିଛି। କିମ୍‌ଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ନିଯୁକ୍ତି ପାଇବାକୁ ଯାଉଥିବା ପ୍ରକାଶ। ଏହା ସତ୍ୟ ହୋଇଥିଲେ…
Read More...

ଅନଲକ୍‍-୦୪ରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଅନଲକ ଆରମ୍ଭ ହେବ। ଏହି ଅନଲକ-୪ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିବେ। ଏହି ଚତୁର୍ଥ ପର୍ଯ୍ୟାୟ ଅନଲକ୍‍ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍କୁଲ,…
Read More...

ମହଙ୍ଗା ହେବ ରେଳଯାତ୍ରା : ପ୍ରମୁଖ ଷ୍ଟେସନରେ ଯାତ୍ରୀ ଦେବେ ୟୁଜର ଡେଭଲପମେଣ୍ଟ ଫି

ନୂଆଦିଲ୍ଲୀ :ମହଙ୍ଗା ହେବ ରେଳଯାତ୍ରା । ଆଗକୁ ବଡ ଷ୍ଟେସନରୁ ରେଳଯାତ୍ରା କରିବାକୁ ଯୋଜନା କରୁଛନ୍ତି କି । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ । କାରଣ ଏଣିକି ଦେଶର ପ୍ରମୁଖ ତଥା ବଡ ବଡ…
Read More...

ରୋଗୀଙ୍କୁ ରାସ୍ତାରେ ଛାଡି ଫେରିଗଲା ଆମ୍ବୁଲାନ୍ସ! ଚିକିତ୍ସା ଦାବିରେ ରାସ୍ତାରେ ଶୋଇଲେ ମହିଳା

ବାସୁଦେବପୁର : ମେରୁଦଣ୍ଡରେ ପାଣି ଜମିଥିବାରୁ ଚିକିତ୍ସା ପାଇଁ କଟକ ଯାଇଥିଲେ ମହିଳା। ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ଅପରେସନ ପୂର୍ବରୁ କୋଭିଡ଼ ପରୀକ୍ଷାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ…
Read More...

ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ କୋହଲି ଭାଙ୍ଗିବେ : ଇର୍ଫାନ୍‌

ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ଶତକ ହାସଲ କରିଥିବା ବେଳେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ରେକର୍ଡକୁ ଭାଙ୍ଗିବେ ବୋଲି ଦୃଢ଼ୋକ୍ତି ପ୍ରକାଶ…
Read More...

ଆଇପିଏଲ୍‍ ଖେଳସୂଚୀ ଘୋଷଣାରେ ବିଳମ୍ବ କାହିଁକି?

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଦେଶବିଦେଶର ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଡେରା ପକାଇଛନ୍ତି। ଆଇପିଏଲ୍‍ର ୮ଟିଯାକ…
Read More...

ଭିସୁଟ ଏବଂ ଇସ୍ରୋ ମଧ୍ୟରେ ଆଜି ୱେବିନାର ମାଧ୍ୟମରେ ହେବ ଚୁକ୍ତିନାମା ସ୍ୱାକ୍ଷରିତ

ବୁର୍ଲା : ବୁର୍ଲା ଭିସୁଟ ଏବଂ ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ମଧ୍ୟରେ ଆଜି ମଙ୍ଗଳବାର ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭିସୁଟର ଇ-ଲାର୍ଣ୍ଣିଙ୍ଗ ସେଣ୍ଟର ଠାରେ ସକାଳ ୯ଟା ୪୫ ମିନିଟ ସମୟରେ…
Read More...

କାମ କରୁନି କଟକଣା : ରେଡ୍‌ ଜୋନ୍‌ରେ ୨୮ ଜିଲା

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମଣ ଓ ମୃତ୍ୟୁରେ ବ୍ରେକ୍ ଲାଗୁନାହିଁ। ଗଞ୍ଜାମ ପରେ ଏବେ ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ଶୀର୍ଷରେ ରହିଛି। ସେପ୍ଟେମ୍ବର ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ସ୍ଥାନୀୟ…
Read More...

ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ : ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟ ମାଗିଲେ ଓଡ଼ିଶା…

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଧିକ ସମୟ ଲୋଡ଼ିଛନ୍ତି। ମୃଣାଳିନୀ ପାଢ଼ୀ ବନାମ ଭାରତ ସରକାର ମାମଲାରେ ଓଡ଼ିଶା ସରକାର ସତ୍ୟପାଠ…
Read More...

ବିଦେଶରୁ ଜେଇଇ-ନିଟ୍‌ ପରୀକ୍ଷାର୍ଥୀଙ୍କୁ ଫେରାଇ ଅଣାଯାଉ

ନୂଆଦିଲ୍ଳୀ : ସେପ୍ଟେମ୍ବର ୬ ଓ ୧୩ରେ ହେବାକୁ ଥିବା ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜେଇଇ, ନିଟ୍‌ ପାଇଁ ବିଦେଶରେ କୌଣସି ପରୀକ୍ଷା କେନ୍ଦ୍ର କରାଯାଇ ନାହିଁ; ତେଣୁ ବିଦେଶରେ ଥିବା ପ୍ରାର୍ଥୀଙ୍କୁ…
Read More...

କରୋନା ମୃତ୍ୟୁରେ ଜୁଲାଇକୁ ବଳିଗଲା ଅଗଷ୍ଟ

ବ୍ରହ୍ମପୁର : କୋଟି କୋଟ ଟଙ୍କା ଖର୍ଚ୍ଚ କରି ୩ଟି ଡେଡିକେଟେଡ କୋଭିଡ ହସପିଟାଲ ସହ ପ୍ଲାଜମା ବ୍ୟାଙ୍କ ସ୍ଥାପନ ସତ୍ତ୍ବେ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁକୁ ରୋକି ହେଉନି । ସୋମବାର ପୁଣି ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ…
Read More...

ମଙ୍ଗଳବାର ରାଶିଫଳ (୨୫ ଅଗଷ୍ଟ ୨୦୨୦)

ମେଷ: ମନ୍ତ୍ରଣା ବା ପରାମର୍ଶଦାତା ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ବ୍ରତକର୍ତ୍ତା ହେବେ। ଦେବଦ୍ବିଜ ପରାୟଣ ହେବେ। ସାମାନ୍ୟ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ​‌େ​‌ର…
Read More...

ଓଡ଼ିଆ ଜାତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନିଜର ଭାଗ୍ୟ ନିଜେ ଗଢିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ‌ମିଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ…
Read More...

ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କଲା ପୁଲିସ ମୁଖ୍ୟାଳୟ

ଭୁବନେଶ୍ଵର : ରାଜ୍ୟରେ ଡିଏସ୍‌ପି ସ୍ତରରେ ଅଦଳବଦଳ କରାଯାଇଛି। ୨୫ ଜଣ ଡିଏସ୍‌ପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର।  ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲାକୁ…
Read More...

ବଜାରରେ ମହଙ୍ଗା ମାଡ : ୩୫ରେ ପହଞ୍ଚିଲା ଆଳୁ ଦର, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

ଭୁବନେଶ୍ବର : ଥମୁନି କରୋନା ପ୍ରଭାବ । ତଥାପି କୋହଳ ହୋଇଛି କଟକଣା, ହେଲେ ଲୋକଙ୍କ ଦୁର୍ଦଶା କମିବାର ନାଁ ଧରୁନି । ଲକ୍‌ଡାଉନ୍‌ ଆଉ ଅନ୍‌ଲକ୍‌ ମଧ୍ୟ​‌ରେ ରୋଜଗାର ହରାଇ ଅନେକ ହା ହୁତାଶରେ ଦିନ କାଟୁଛନ୍ତି । କିଏ…
Read More...

ରକ୍ଷାବନ୍ଧନ ପରେ ଦୀପାବଳିରେ ଚୀନ ସାମଗ୍ରୀ ଆମଦାନୀ ହ୍ରାସ ନିମନ୍ତେ ବ୍ୟବସାୟୀ ମହାସଂଘର ଉଦ୍ୟମ

ନୂଆଦିଲ୍ଲୀ: କରୋନା ଭୂତାଣୁର ସୃଷ୍ଟିକର୍ତା କୁହାଯାଉଥିବା ଚୀନ ପକ୍ଷରୁ ଭାରତ ସୀମାରେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ଧୀରେଧୀରେ ଭାରତରେ ଚୀନ ବିରୋଧୀ ମନୋଭାବକୁ ତୀବ୍ର କରିବାରେ ଲାଗିଛି । ଏହି ସ୍ଥିତିରେ ଭାରତୀୟ…
Read More...