ଭୁବନେଶ୍ବର: ମହାମାରୀ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ବୁଧବାର ଓଡ଼ିଶା ମାନବାଧିକାର ଆୟୋଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିପି ଦାସ ପ୍ରଥମ ମାମଲାର ଆଜି ଶୁଣାଣି କରିଛନ୍ତି। ଆଗାମୀ ଦିନର ଜରୁରୀ ପରିସ୍ଥିତିରେ ପଞ୍ଜିକୃତ ମୋବାଇଲ ନମ୍ବର ସାହାଯ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣିର ଲାଭ ପାଇପାରିବେ ବୋଲି ସୂଚନା ଦିଆଯାଇଛି।
Popular Categories



