କେଉଁ ଶାଗ ଖାଇଲେ ମିଳେ କି ଉପକାର..

ଶୀତ ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ବିଭିନ୍ନ କିସମର ଶାଗକୁ ସାମିଲ କରନ୍ତୁ। ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଥୁଆ ଶାଗରେ ଭରପୁର ମାତ୍ରାରେ ଭିଟାମିନ ଏ , ଆଇରନ, କ୍ୟାଲସିୟମ, ଫସଫରସ…
Read More...

ଦେଶରେ ୨୪ ଘଣ୍ଟାରେ ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ବୃଦ୍ଧି ପାଉଥିବା ମାମଲା ପୁଣି ଚିନ୍ତା ବଢାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ମିଳିଥିବା ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୭୯୭ ନୂଆ କରୋନା ଆକ୍ରାନ୍ତ…
Read More...

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ପୁରୀ : ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଓ ନୂଆବର୍ଷ ପାଇଁ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଉଛି। ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା…
Read More...

ବ୍ୟାଙ୍କ ଟ୍ରେଜେରୀ ଭାଙ୍ଗି ୧୪ ଲକ୍ଷ ଲୁଟ୍‌‌ ଅଭିଯୋଗ

ବାଙ୍କୀ : ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରୁ ଶୁକ୍ରବାର ବଡ ଧରଣର ଲୁଟ୍‌‌ ହୋଇଛି। ବ୍ୟାଙ୍କ ଟ୍ରେଜେରୀ ଭାଙ୍ଗି ଦୁର୍ବୃତ୍ତ ପ୍ରାୟ ୧୪ ଲକ୍ଷ ଲୁଟ୍‌‌ କରିଥିବା ନେଇ ଅଭିଯୋଗ ହୋଇଛି। ହାର୍ଡଡିସ୍କ, କମ୍ପ୍ୟୁଟର,…
Read More...

କମିଶନରେଟ୍ ପୁଲିସକୁ ବଡ ସଫଳତା ; ଘରେ ପଶି ଲୁଟ୍ ମାମଲାରେ ୪ ଗିରଫ

ଭୁବନେଶ୍ୱର : ଶୁକ୍ରବାର କମିଶନରେଟ୍ ପୁଲିସକୁ ବଡ ସଫଳତା ମିଳିଛି। ସ୍ପେସଲ୍ ସ୍କ୍ୱାର୍ଡ ଏବଂ ନୟାପଲ୍ଲୀ ଥାନା ପୁଲିସ ଘରେ ପଶି ଲୁଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। ଗିରଫ…
Read More...

ବିଏସକେୱାଇ – ନବୀନ କାର୍ଡର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ) କାର୍ଡ ନଥିବା ଲୋକଙ୍କ ପାଇଁ ଖୁସି ଖବର। ଶୁକ୍ରବାର ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର (ବିଏସକେୱାଇ - ନବୀନ କାର୍ଡ)ର ତୃତୀୟ ପର୍ଯ୍ୟାୟର…
Read More...

ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ; ନିମ୍ନମାନର କଂକ୍ରିଟ ରାସ୍ତା କାର୍ଯ୍ୟକୁ ଗାଁ ଲୋକଙ୍କ ବିରୋଧ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମରେ ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ଗାଁ ଲୋକେ ବିରୋଧ କରିଥିବା ଜଣାପଡିଛି। ପ୍ରକାଶ ଯେ ବିରାମଚନ୍ଦ୍ରପୁର ଗ୍ରାମରେ ଲେବୁଲ କ୍ରସିଂ ପାଇଁ ରେଲୱେ…
Read More...

ଅଚିହ୍ନା ରୋଗରେ କୁକୁର ଆକ୍ରାନ୍ତ

ହରଭଙ୍ଗା : ସମ୍ପ୍ରତି ହରଭଙ୍ଗା ବ୍ଲକରେ କୁକୁରଙ୍କ ଦେହରେ ଏକ ଅଚିହ୍ନା ରୋଗର ଲକ୍ଷଣ ଦେଖା ଦେଇଛି। ଏଭଳି ରୋଗରେ ଆକ୍ରାନ୍ତ ଥିବା କୁକୁର ସବୁ ସଠିକ୍ ଭାବେ ଚାଲି ବୁଲି ପାରୁ ନଥିବା ଭଳି ଲକ୍ଷଣ ଦେଖାଦେଇଛି। ଚାଲିଲା…
Read More...

ମାଟିରେ ମିଶିଲାଣି ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟ

ହରଭଙ୍ଗା : ହରଭଙ୍ଗାଠାରେ ଥିବା ଉଠାଜଳସେଚନ ପଏଂଟ କାର୍ଯ୍ୟାଳୟଟି ବର୍ତମାନ ମାଟିରେ ମିଶିବା ସ୍ଥିତିରେ ପଂହଚିଲାଣି।ପାଖାପାଖି୧୫ ବର୍ଷରୁ ଉଦ୍ଧ୍ୱ ସମୟ ଧରି କାର୍ଯ୍ୟାଳୟଟି ବନ୍ଦ ହୋଇପଡିବା ଫଳରେ ଏଠାରେ ରହିଥିବା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ଘଟଣା .. ଭୀମଭୋଇ ମେଡିକାଲରେ ଉତ୍ତେଜନା.. ଭୁବନେଶ୍ୱର : ୧୦ ଡିଗ୍ରୀ ତଳେ ୩ ସହରର ରାତି ତାପମାତ୍ରା ରେକର୍ଡ.. ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ..…
Read More...

ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ଘଟଣା ; ଭୀମଭୋଇ ମେଡିକାଲରେ ଉତ୍ତେଜନା

ବଲାଙ୍ଗୀର : ଭୀମଭୋଇ ମେଡିକାଲରେ ଉତ୍ତେଜନା ସହ ଶୁକ୍ରବାର ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଜୋରଦାର ଆନ୍ଦୋଳନ କରାଯାଉଛି। ମୁଣ୍ଡରେ…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ ପାଳନ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡିସେମ୍ବର ୨୯ ଶୁକ୍ରବାରରେ ୬୪ ତମ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ବାଉଁଶ ଉଦ୍ୟାନ ଓ ମୋଗଲ ଗାର୍ଡେନ ଉଦଘାଟିତ ହୋଇଛି। ବଟନିକାଲ…
Read More...

ମା’ ମାଣିକେଶ୍ୱରୀଙ୍କ ନାଁରେ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

କଳାହାଣ୍ଡି : ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ଶୁକ୍ରବାର ମା’ ମାଣିକେଶ୍ୱରୀଙ୍କ ନାଁରେ ନାମିତ ହେଲା ବିଶ୍ୱବିଦ୍ୟାଳୟ। ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ…
Read More...

ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଆଠଗଡ଼ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟକ୍ରମର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଠଗଡ଼…
Read More...

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ରାତ୍ର ପ୍ରାୟ ୮ଟା ବେଳେ  ଗ୍ରାମରେ ଥିବା ୟୁ ପି ସ୍କୁଲ ନିକଟସ୍ଥ  ମୁଖ୍ୟ ରାସ୍ତା ଦେଇ ଅଜଗର ଯାଉଥିବା ବେଳେ ଗ୍ରାମର ଲୋକେ ଦେଖି ସ୍ନେକ୍…
Read More...

ଦାନ୍ତ ଘଷିବା ପରେ ତୁରନ୍ତ ଖାଉଛନ୍ତି, ପିଉଛନ୍ତି କି? ଜାଣନ୍ତୁ..

ଦାନ୍ତକୁ ସଫା କରିବା ପାଇଁ ବ୍ରଶ୍‌‌ର ବ୍ୟବହାର କରାଯାଏ। ଅନେକ ସମୟରେ ଏପରି ଦେଖାଯାଏ, ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇ ଥାଆନ୍ତି। ମାତ୍ର ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ…
Read More...

ସ୍କୁଲ୍‌‌ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ; ୧୦ ପିଲା ଆହତ

ଆନନ୍ଦପୁର : ଟ୍ରକ୍‌‌କୁ ପଛରୁ ପିଟିଲା ସ୍କୁଲ୍‌‌ ପିକ୍‌‌ନିକ୍‌‌ ବସ୍‌‌। ଏହି ଦୁର୍ଘଟଣାରେ ଚାଳକ ଓ ଶିକ୍ଷକଙ୍କ ସହ ୧୦ ସ୍କୁଲ ପିଲା ଆହତ ହୋଇଛନ୍ତି। ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏହି ଦୁର୍ଘଟଣା…
Read More...

ନନ୍ଦନକାନନକୁ ଜାନୁଆରୀରେ ଆସିବେ ଚିତାବାଘ,ଧଳା ସିଂହ ଶାବକ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ଏନେଇ ଗୁରୁବାର ଖବର ମିଳିଛି। ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ବାଘ ଓ ଧଳା ସିଂହ ଶାବକ ଆସିବୋ ଦୁବାଇ ଚିଡିଆଖାନା ସହ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ.. ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି.. ରାଜ୍ୟରେ କରୋନା ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା.. ଗତ ୨୪…
Read More...

୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରଭାବ କମିଛି। ଏହାସହ କିଛି ସ୍ଥାନରେ ରାତି ତାପମାତ୍ରା ଏବେ ମଧ୍ୟ କମ୍‌‌ ରହିଛି। ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭.୧ ଡିଗ୍ରୀ ସହ କୋରାପୁଟ ସବୁଠାରୁ…
Read More...

ରାଜଧାନୀରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ରଘୁ ଆହତ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଭୁବନେଶ୍ୱର କମିଶନରେଟ୍‌‌ ପୁଲିସ ଏନକାଉଣ୍ଟର କରିଛି।…
Read More...

ହୃଦୟବିଦାରକ ; ବସ୍‌‌ରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୧୩ ଯାତ୍ରୀ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ବଡ ଅଘଟଣ ଘଟିଛି। ବୁଧବାର ରାତି ପ୍ରାୟ ୮ଟା ସମୟରେ ଡମ୍ଫର ସହ ଧକ୍କା ହେବା ପରେ ଏକ ବସ୍‌‌ରେ ନିଆଁ ଲାଗି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୮ରୁ ଅଧିକ ଯାତ୍ରୀ…
Read More...

ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘ ବନ୍ଧୁ ମିଳନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ଜଳସେଚନ ବଙ୍ଗଳା ପ୍ରାଙ୍ଗଣରେ ସଭାପତି ନରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଙ୍ଘ ପକ୍ଷରୁ…
Read More...

ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି କି?

ରାଶି ଅନୁଯାୟୀ ଜାଣନ୍ତୁ ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଆଉ ଟଙ୍କାର ଅଭାବ ହେବ ନାହିଁ। ଏହାସହ ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ। ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ କିମ୍ବା ଲାଲ ଭଳି…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ପୁଣି ମୋ ବସ୍‌‌ରୁ ଚୋରି ଅଭିଯୋଗ.. ନାଲ୍‌‌କୋ ଛକରେ ବସ୍‌‌ ଅଟକାଇ ପୁଲିସ ସିସିଟିଭ ଆଧାରରେ କରୁଛି ତଦନ୍ତ.. ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର .. ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ…
Read More...

ନବବର୍ଷ ୨୦୨୪ : କେମିତି କଟିବ? କେଉଁ ରାଶିରେ ମିଳିବ କି ଫଳ..

ବର୍ଷ ୨୦୨୩ ସରିବାକୁ ଅଳ୍ପ ଦିନ ବାକି। ପାଦ ଥାପିବ ୨୦୨୪। ୨୦୨୪ ବର୍ଷ କେଉଁ ରାଶି ପାଇଁ କେମିତି ରହିବ ତାହା ଜାଣିବାକୁ ସଭିଁଙ୍କ ଇଚ୍ଛା। କେଉଁ ରାଶିରେ ଧନଲାଭ, ଉତ୍ତମ ସ୍ୱାସ୍ଥ୍ୟ ଅଟକି ଥିବା କାର୍ଯ୍ୟ ପୂରଣ ହେବ…
Read More...

ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା

ଫୁଲବାଣୀ : ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ…
Read More...

ଦେବାଶିଷ ସାହୁଙ୍କୁ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ବୁଧବାର ପ୍ରଦାନ କରାଯାଇଛି। ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ…
Read More...

ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ

ବାଲିଗୁଡା : ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ। ବ୍ରାହ୍ମଣୀଗାଁ ଥାନା ମହାଗଡି ନିକଟ ବୁଲାଣି ରାସ୍ତାରେ ବୁଧବାର ଏହି ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀଜିଉଙ୍କ ଦର୍ଶନ ଲାଗି ବଡ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ.. ଆଖି ବୁଜିଲା ଆଉ ଏକ ଦନ୍ତାହାତୀ.. ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ.. ମୟୂରଝଲିଆ ହରିପୁର ଜଙ୍ଗଲରେ ୩ ଦିନ ହେବ…
Read More...

ହାଟ ସାରି ଘରକୁ ଫେରୁଥିଲେ ଯୁବକ, ଦଳି ଦେଲା ହାତୀ

ଝୁମ୍ପୁରା : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ଲଗାତାର ସାମ୍ନାକୁ ଆସୁଛି। ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ। ହାତୀ ଆକ୍ରମଣରେ ଜଣେ…
Read More...

କୋରାପୁଟ ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ କମିଛି ହାଡ ଭଙ୍ଗା ଜାଡ। ୧୦ ଡିଗ୍ରୀ ତଳେ ବୁଧବାର ୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭.୪ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫,…
Read More...

ଆଖି ବୁଜିଲା ଆଉ ଏକ ଦନ୍ତା

ରଣପୁର : ଆଖି ବୁଜିଲା ଆଉ ଏକ ଦନ୍ତାହାତୀ। ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ଦନ୍ତାହାତୀର ବୁଧବାର ମୃତ୍ୟୁ ଘଟିଛି। ମୟୂରଝଲିଆ ହରିପୁର ଜଙ୍ଗଲରେ ୩ ଦିନ ହେବ ଦନ୍ତାହାତୀର ଚିକିତ୍ସା କରାଯାଉଥିଲା। ନନ୍ଦନକାନନର ଏକ…
Read More...

ପୂର୍ବ ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନ କଲେ ପ୍ରଦାନ କରିଥାଏ ଅତ୍ୟନ୍ତ ଶୁଭ ଫଳ

ବାସ୍ତୁ ଦେବତାଙ୍କ ଶାନ୍ତି ନିମନ୍ତେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ନିତାନ୍ତ ଆବଶ୍ୟକ ଅଟେ। ନିୟମିତ ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ବହୁ ପରିମାଣରେ ବାସ୍ତୁ ଦୋଷ ଦୂର ହୋଇଯାଏ। ଘରର କାନ୍ଥରେ ସ୍ୱସ୍ତିକ ଚିହ୍ନ କଲେ…
Read More...

କଣ୍ଟାମାଳ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ଘଣ୍ଟାପଡ଼ା : ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କଣ୍ଟାମାଳ ହାଇସ୍କୁଲ ଖେଳ ପଡିଆରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ  …
Read More...

ଅଙ୍ଗନବାଡି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଅଙ୍ଗନବାଡି କେନ୍ଦ୍ର ଠାରେ ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପରିକ୍ରମା ପ୍ରକଳ୍ପ .. ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ.. ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଏକାମ୍ର କ୍ଷେତ୍ରରେ କରାଯାଇଛି ଭବ୍ୟ ସ୍ବାଗତ.. ଲେଖାହେବ…
Read More...

ଲେଖାହେବ ନୂଆ ଇତିହାସ; ପାକିସ୍ତାନରେ ନିର୍ବାଚନ ଲଢିବେ ପ୍ରଥମ ହିନ୍ଦୁ ମହିଳା

ଇସଲାମାବାଦ : ଇତିହାସରେ ପ୍ରଥମ, ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ୮ ଫେବ୍ରୁଆରୀ ୨୦୨୪ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ…
Read More...

ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଅଙ୍ଗୁର

ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ସେବନ କରିବା ଉଚିତ। ଶରୀରକୁ ସୁସ୍ଥ ରଖିବା ପାଇଁ ରକ୍ତଚାପ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ଏଭଳି…
Read More...

ଜଙ୍ଗଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଶାଳ ଜଙ୍ଗଲରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଗୋଡିପୋଖରୀ ଗ୍ରାମର ଚକ୍ରଧର ନାଏକ ବୋଲି…
Read More...

କାର୍‌‌ ଉପରେ ଟ୍ରକ ଓଲଟି ୪ ମୃତ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲାରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘନ କୁହୁଡି କାରଣରୁ ସହରର ବାଇପାସ୍‌‌ରେ ସକାଳେ ଏକ ଟ୍ରକ କାର୍‌‌ ଉପରେ ଓଲଟି ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩…
Read More...

ଇଟା ଭାଟିରେ କାନ୍ଥ ଭୁଶୁଡି ୬ ଶ୍ରମିକ ମୃତ

ଡେରାଡୁନ୍‌‌ : ଉତ୍ତରାଖଣ୍ଡର ରୁଡକୀରେ ମଙ୍ଗଳବାର ସକାଳେ ମଙ୍ଗଲୋର କୋତବାଲୀର ଲହବୋଲି ଗାଁରେ ଏକ ଇଟା ଭାଟିରେ କାନ୍ଥ ଭୁଶୁଡି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକେ କାନ୍ଥ ତଳେ ଦବି ହୋଇ ରହିଛନ୍ତି। ଉଦ୍ଧାର…
Read More...

ଅଭାବନୀୟ ; ରାସ୍ତା ନଥିଲା, ପହଞ୍ଚିଲାନି ଆମ୍ବୁଲାନ୍ସ, ନବଜାତ ମୃତ

ରାୟଗଡା : ରାସ୍ତା ନଥିବାରୁ ପହଞ୍ଚିଲାନି ଆମ୍ବୁଲାନ୍ସ। ଚାଲିଗଲା ନବଜାତର ଜୀବନ। ପିପଲପଦର ପଞ୍ଚାୟତ ବାଘମାରୀ ଗାଁରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ପ୍ରସବ ପରେ ୩ କିମି କାନ୍ଧରେ ବୁହା ହେଲେ ମାଆ ଓ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଜୁ ଜନତା ଦଳ (ବିଜେଡି)କୁ ୨୬ ବର୍ଷ ପୂରଣ ହୋଇଛି.. ୨୭ ବର୍ଷରେ ପଦାର୍ପଣ କରିଛି ଦଳ.. ଭୁବନେଶ୍ୱର : ରାଜ୍ୟରେ କମିଛି ଶୀତ.. ୧୦ ଡିଗ୍ରୀ ତଳେ ୩ ସହରର ରାତି ତାପମାତ୍ରା ରେକର୍ଡ.. ରାଜ୍ୟରେ ଆଉ ଜଣେ…
Read More...

ପରିକ୍ରମା ପ୍ରକଳ୍ପ ; ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ସେବାୟତ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଛନ୍ତି। ନିମନ୍ତ୍ରଣ…
Read More...

କମିଛି ଶୀତ ; ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ୱର : କିଛି ଦିନର ହାଡ ଭଙ୍ଗା ଜାଡ ପରେ ରାଜ୍ୟରେ କମିଛି ଶୀତ। ୧୦ ଡିଗ୍ରୀ ତଳେ ୩ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଦାରିଙ୍ଗବାଡି…
Read More...

ଶୁଣିଲାନି ପ୍ରଶାସନ; ଶେଷରେ ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଫୁଲବାଣୀ : ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଉପାନ୍ତ ଅଞ୍ଚଳ ମାନଙ୍କରେ ଗମନାଗମନର ସୁବିଧା ପାଇଁ ସହର ଠାରୁ ଗ୍ରାମାଞ୍ଚଳ ମାନଙ୍କୁ ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତ ମାନର ରାସ୍ତା ନିର୍ମାଣ…
Read More...

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଅଟଳ ଉତ୍ସବ ପାଳିତ

କଲମପୁର : ଭବାନୀପାଟଣା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ "ଅଟଳ ଉତ୍ସବ" ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପିର ପୂର୍ବତନ ସଭାପତି ସୁନୀଲ ବେହେରା ଅଟଳ ଜୀ'ଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ସମ୍ପର୍କରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି.. ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ.. ଆଜି ବଡଦିନ.. ସାରା ବିଶ୍ୱ ଧୂମଧାମରେ ପାଳୁଛି.. ୨ଟନ ପିଆଜରେ ବେଳାଭୂମିରେ…
Read More...

ସମୁଦ୍ରରେ ବୁଡି ଯୁବକ ମୃତ

ପୁରୀ : ଗାଧୋଇବା ବେଳେ ସମୁଦ୍ରରେ ବୁଡି ଗଲେ ଯୁବକ। ସୋମବାର ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…
Read More...

ଏହି ୬ଟି ଜିନିଷ ଖାଇଲେ : ୧୫ ଦିନରେ କମିବ ପେଟ..

ମୋଟାପଣ ଓ ପେଟ ବଢିବା ଅଧିକାଂଶଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ,ଯାହା ଦ୍ୱାରା ମୋଟାପଣ ହ୍ରାସ ହେବା ସହ ପେଟରେ ଥିବା…
Read More...

୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା; ୮ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୮ଜଣଙ୍କୁ ପୁଲିସ ଗିରଫ କରିଛି। ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଏମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ…
Read More...

ସାମାନ୍ୟ ବଚସାରୁ ସାନଭାଇକୁ ହତ୍ୟା କଲା ବଡଭାଇ

ଭବାନୀପାଟଣା : ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାର ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସାନ ଭାଇ ଗଣେଶକୁ ହତ୍ୟା କରି ଅଭିଯୁକ୍ତ ବଡ଼ ଭାଇ ମହେନ୍ଦ୍ର ବାଗ ଟାଉନ ଥାନାରେ ଆତ୍ମସମର୍ପଣ…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ଅନ୍ୟ…

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ସମାଧି ସ୍ଥଳ ‘ସଦୈବ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି.. ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ.. ଆଜି ବଡଦିନ.. ସାରା ବିଶ୍ୱ ଧୂମଧାମରେ ପାଳୁଛି.. ନୂଆଦିଲ୍ଲୀ : ପୂର୍ବତନ…
Read More...

ଗାଜାର ଶରଣାର୍ଥୀ ଶିବିରରେ ବିସ୍ଫୋରଣ ; ୭୦ ମୃତ

ନୂଆଦିଲ୍ଲୀ : ଜାରି ରହିଛି ଯୁଦ୍ଧ। ଇସ୍ରାଏଲ୍‌‌ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ସହ ବୋମା ମାଡ ଜାରି ରଖିଛି। ରବିବାର ବିଳମ୍ବିତ ରାତିରେ ମଧ୍ୟ ଗାଜାର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ବିସ୍ଫୋରଣ ଘଟି ପ୍ରାୟ ୭୦ରୁ…
Read More...

ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି।…
Read More...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ କୁଆଝରଣ ଜୁଆଙ୍ଗ ଗ୍ରାମ ପରିଦର୍ଶନ

ପାଟଣା :କେନ୍ଦ୍ର ଆଦିବାସୀ ବ୍ୟାପାର , କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କେନ୍ଦୁଝର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ଦ୍ୱିତୀୟ ଦିନରେ ହରିଚନ୍ଦନପୁର ବ୍ଲକର‌ ଜୁଆଙ୍ଗ ଅଧ୍ୟୁଷିତ କୁଆଝରଣ ଗ୍ରାମ…
Read More...

ଉଦୟପୁର ଗାଁରେ ହାତୀପଲଙ୍କ ଉପଦ୍ରବ

ପାଟଣା :ସାହାରପଡା ବ୍ଲକ ଉଦୟପୁର ଗାଁ ଭିତରେ ୨୫ ଟିକିଆ ହାତୀପଲ ପଶି ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ୩ ଦିନ ହେବ ୨୫ ଟିକିଆ ହାତୀପଲ ମୟୂରଭଞ୍ଜ ପଟୁ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ…
Read More...

ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତଵତାର ଚିତ୍ର ପ୍ରଚୁର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତଵତାର ଚିତ୍ର ପ୍ରଚୁର । ଫକୀର ମୋହନଙ୍କ ରେବତୀ ଠାରୁ ବର୍ତମାନ ସମୟ ଯାଏଁ ଓଡ଼ିଆ ଗଳ୍ପ ବିଭିନ୍ନ ଧାରା ଦେଇ ଗତି କରିଛି । ବିଭିନ୍ନ ପରୀକ୍ଷା ନିରୀକ୍ଷା…
Read More...

୨ଟନ ପିଆଜରେ ବେଳାଭୂମିରେ ସୁଦର୍ଶନଙ୍କ ବୃହତ ସାଣ୍ଟାକ୍ଲଜ

ପୁରୀ : ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଗିଫ୍ଟ ଏ ପ୍ଲାଣ୍ଟ ଓ ଗ୍ରିନ ଦ ଆର୍ଥ'ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ଫେରିଲା କରୋନା, ସ୍ୱାସ୍ଥ୍ୟ ବିଭାଗର ତତ୍ପରତା.. ବୟସ୍କ, ରୋଗାକ୍ରାନ୍ତ ଘରୁ ବାହାରକୁ ଗଲେ ସଭିଁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ.. ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌…
Read More...

କଣ୍ଟାମାଳରେ ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଘଣ୍ଟାପଡ଼ା : କଣ୍ଟାମାଳ ମିଶନ ଶକ୍ତି ଭବନ ଠାରେ କଣ୍ଟାମାଳ ବ୍ଲକ ସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା।…
Read More...

ହରଭଙ୍ଗାରେ ଶୀତ ଲହରୀ ; ବସଷ୍ଟପ୍‌‌ରେ ନାହିଁ ଶୀତକାଳୀନ ଆଶ୍ରୟସ୍ଥଳୀ

ହରଭଙ୍ଗା : ଗତ ଆଠ/ଦଶଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ ଭାବେ କମ୍ ହେବା ଫଳରେ ସଂପ୍ରତି କିଛି ଦିନ ହେଲା ସବୁଆଡେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ବିଶେଷ କରି ଉପାନ୍ତ ଫୁଲବାଣି ଜିଲାରେ ଗତ ସାତ ଦିନ…
Read More...

ଫେରିଲା କରୋନା ; ପୁଣି ଫେରିଲା ମାସ୍କ

ଭୁବନେଶ୍ୱର : ପୁଣି ଫେରିଲା କରୋନା। ରାଜ୍ୟରେ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶନିବାର ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖାଦେଇଛି। ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ…
Read More...

ଜିଲା ଦାବି ; ତେଜୁଛି ଅସନ୍ତୋଷ, ୨୭ରୁ ଧାରଣା

ଟିଟିଲାଗଡ଼ : ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ ତଥା ଏନେଇ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ନେଇ ଟିଟିଲାଗଡ଼ ଜିଲା ସଂଗ୍ରାମୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ଗତ ୩୧ ବର୍ଷ ଧରି ଟିଟିଲାଗଡ଼…
Read More...

ଖାଦ୍ୟ ଥାଳିରେ ଏସବୁ ସାମିଲ କଲେ ମିଳିବ ଅନେକ ଲାଭ

ସବୁଜ ପନିପରିବା ଓ ଫଳ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସୁସ୍ଥ ରହିବା ପାଇଁ ସଠିକ୍‌‌ ଖାଦ୍ୟ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଖାଦ୍ୟ ଥାଳିରେ ରଙ୍ଗବେରଙ୍ଗ ଫଳ ଓ ପନିପରିବାକୁ…
Read More...

ଯୁବ ସମାଜସେବୀଙ୍କ ପରଲୋକ

କେଶଦୁରାପାଳ : ଗୋହିରା ପଂଚାୟତ ଓସ୍ତାପୁରା ଗ୍ରାମର ଯୁବ ସଂଗଠକ ଭାଗ୍ୟବନ୍ତ ମହାକୁଡ଼ (ନାଲୁ)ଙ୍କ ୩୬ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ସେ ଜଣେ ସ୍ନେହୀ ମିଷ୍ଟଭାଷୀ ସମାଜସେବୀ ଭାବରେ ଜଣାଶୁଣା। ତାଙ୍କ ମୃତ୍ୟ…
Read More...

ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ ହୋଇଥିବା ନେଇ ଶନିବାର ଖବର ମିଳିଛି। ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ ରଖାଯାଇଛି। ସୁରକ୍ଷାକର୍ମୀଙ୍କ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର ୨ଟି ଜିଲାରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ.. ପୁଞ୍ଚ୍‌‌ ଓ ରଜୌରୀରେ ମୋବାଇଲ୍‌‌ ଇଣ୍ଟରନେଟ୍‌‌ ସେବା ବନ୍ଦ.. ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ପାଇଁ ଇଣ୍ଟରନେଟ୍‌‌ ସେବା ବନ୍ଦ..…
Read More...

ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ ନୂଆ ଅତିଥି ଦୁଇଟି ୱାଲାବି, ଦୁଇଟି ଲିଭିଂଷ୍ଟୋନ ଟୁରାକୋ ରହିଛନ୍ତି। ଏହି ୪ଟି…
Read More...

ଜାରି ରହିଛି ଶୀତ ; ୧୦ ଡିଗ୍ରୀ ତଳେ ୧୦ ସହର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୫.୮ ଡିଗ୍ରୀ ସହ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଫୁଲବାଣୀ ୭, କିରେଇ ୭.୭,…
Read More...

ସରପଞ୍ଚ ନିର୍ବାଚନୀ ମାମଲାର ରାୟ , ସୁନିତା ମାଝୀ ହରାଇଲେ ପଦବୀ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ନିର୍ବାଚନୀ ମାମଲାର ରାୟ ଶୁକ୍ରବାର ଦିନ କଣ୍ଟାମାଳ ସିଭିଲ ଜର୍ଜ ଜୁନିଅର ଡିଭିଜନ ସତ୍ୟନାରାୟଣ ଦାସ ଦିନ ଗୋଟାଏ ସମୟରେ କେଶର ଗୁରୁତ୍ୱପୂର୍ଣ୍ଣ ତଥା…
Read More...

ଏହି ସମୟରେ ଶନିଙ୍କ ଦୃଷ୍ଟି ଶୁଭଫଳ ପ୍ରଦାନ କରେ

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ। ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଘରର…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଉରକେଲା : ହଇଜାରେ ଆକ୍ରାନ୍ତ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା.. ଜଗତସିଂହପୁର : ଘର ଭିତରେ ପଶି ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା.. ଅଭିଯୁକ୍ତକୁ ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ.. ପୁଲିସ ତଦନ୍ତ…
Read More...

ଚଳନ୍ତା ବାଇକ୍‌‌ରୁ ଲୁଟେରା ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌‌

ଭୁବନେଶ୍ୱର : ଚଳନ୍ତା ବାଇକ୍‌‌ରୁ ଦମ୍ପତିଙ୍କ ଠାରୁ ଲୁଟ୍‌‌। ଆଖି ପିଛୁଳାକେ ଆସି ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌‌। ଏଭଳି ଘଟଣା ଶୁକ୍ରବାର ପୁରୀ-କେନାଲ ରୋଡ୍‌‌ରେ ଘଟିଛି। ଏକ ବାଇକ୍‌‌ରେ ଦମ୍ପତି ଯାଉଥିବା ସମୟରେ…
Read More...

ଆଉ ରହିବନି ଧନର ଅଭାବ ; ନବବର୍ଷରେ କରନ୍ତୁ ଏହି ୩ଟି ସରଳ ଉପାୟ

ଟଙ୍କା ରୋଜଗାର କରିବା ପାଇଁ ଓ ଏହାକୁ ସଞ୍ଚୟ କରିବା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର ଅନେକ ଚେଷ୍ଟା କରିବା ସତ୍ତେ୍ୱ ଟଙ୍କା ସଠିକ୍‌‌ ଭାବେ ସଞ୍ଚୟ ନହେବା ସହ ଅଯଥାରେ ଖର୍ଚ୍ଚ ହୋଇଥାଏ। ତେବେ ଏହି…
Read More...

ବିଶ୍ୱକୁ ଏକ ପରିବାର ଭାବେ ବିଶ୍ୱାସ କରେ ମହିମା ଧର୍ମ – ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ : ଦେବଭୂମି ଓଡିଶା,ପୁଣ୍ୟଭୂମି ଓଡିଶା। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର ଓ ପ୍ରସିଦ୍ଧ କରିଛି। ଏ ମାଟିରେ ଆପଣମାନଙ୍କ ସହ ମିଶି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଢେଙ୍କାନାଳ…
Read More...

ମୃତ ଚାଷୀ ଘରେ ବିଜେପି ସଭାପତି

ଟିଟିଲାଗଡ଼ : ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଟିଟିଲାଗଡ଼ ଗସ୍ତରେ ଆସି ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମରେ ଆତ୍ମହତ୍ୟା କରିଥିବା ଚାଷୀ ଚମରୁ ବାଗଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ। ଦଳ…
Read More...

ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର

ନୂଆଦିଲ୍ଲୀ : ଉପଭୋକ୍ତାଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର। ନୂଆ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଭେଟି। ୧୯ କିଲୋଗ୍ରାମ ଗ୍ୟାସ୍‌‌ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି।…
Read More...

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାର୍କେଟ ୟାର୍ଡ

ହରଭଙ୍ଗା : ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର ମଣିପୁରଠାରେ କୋଟି କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଆର.ଏମ.ସି ପକ୍ଷରୁ ୧୦ବର୍ଷ ତଳେ ଏକ ମାର୍କେଟ ୟାର୍ଡ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣାର…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟିଟିଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅନ୍ତର୍ଗତ ଡେଡଗାଁ ଗ୍ରାମର ରୂଖାଡ଼ ଥପାଙ୍କୁ ହତ୍ୟା.. ଯାଜପୁରର ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ, ଭଦ୍ରକସ୍ଥିତ ଘରେ ଛୁରା ଭୁଷିଛନ୍ତି ଦୁର୍ବୃତ୍ତ.. ଶୀତ ଚାଦରରେ ସାରା…
Read More...

ହାଡ ଭଙ୍ଗା ଜାଡ ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ହାଡ ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୭ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସୁନ୍ଦରଗଡ: ୯ ଡ଼ିଗ୍ରୀନବରଙ୍ଗପୁର: ୯…
Read More...

ମକା ବିଲ ଜଗି ଥିଲେ ମହିଳା ; ଦଳିଦେଲା ହାତୀ

ଉମରକୋଟ : ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ବିଲରେ ମହିଳାଙ୍କୁ ଦଳି ମାରିଦେଲା ହାତୀ। ଏଭଳି ଅଭାବନୀୟ ଘଟଣା କୁନ୍ଦେଇ ଥାନା ଖୁଡୁକୁ ଗାଁ ନିକଟରେ ଘଟିଛି ବୋଲି ଶୁକ୍ରବାର ଜଣାପଡିଛି। ବିଲରେ ମହିଳାଙ୍କୁ ହାତୀ…
Read More...

ଏଏସଓ ଚୟନ ; ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନାହିଁ- ହାଇକୋର୍ଟ

କଟକ : ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର (ଏଏସଓ) ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ହାଇକୋର୍ଟଙ୍କ ରାୟ ଆସିଛି। ମେଧା ତାଲିକା କାଏମ୍‌‌ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ। ୧୧୦୪ ଜଣଙ୍କ ଓପିଏସସି ମେଧା ତାଲିକା…
Read More...

ଶୁକ୍ରବାର କେସର ଖିରି ପ୍ରସ୍ତୁତ କରି ଭୋଗ କଲେ ; ମିଳିଥାଏ ମା’ଲକ୍ଷ୍ମୀଙ୍କ କୃପା

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି.. ଏଣିକି ସଂସଦ ଜଗିବ ସିଆଇଏସଏଫ.. ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ - ପରିବହନ ମନ୍ତ୍ରୀ ଟୁକୁନି ସାହୁ.. ଭୁବନେଶ୍ୱର :…
Read More...

କମିବ ଶୀତ! ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଦିନକ ପରେ କମିବ ଶୀତ। ବଢିବ କୁହୁଡି। ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ। ଏନେଇ ଗୁରୁବାର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ଏକ ସପ୍ତାହ…
Read More...

ପନିର୍‌‌ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର; ଦେଖନ୍ତୁ ଭିଡିଓ ..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିିଡିଆରେ ଏପରି କେତେକ ଭିଡିଓ ଭାଇରାଲ ହୋଇଥାଏ,ଯାହାକୁ ଦେଖି ଲୋକେ ଚକିତ ହୋଇଥାଆନ୍ତି। ନିକଟରେ ଏଭଳି ଏକ ଭିଡିଓ ବେଶ ଭାଇରାଲ ହେଉଛି। ଭୋଜି ମାନଙ୍କରେ ଶାକାହାରୀ ଭୋଜନ ମଧ୍ୟରେ…
Read More...

ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’। ରାତି ଅନିଦ୍ରା ହେଉଥିବା ଟ୍ରକ ଚାଳକଙ୍କୁ ରାସ୍ତା କଡରେ ଥିବା ଦୋକାନ ଓ ଢାବାରେ ମିଳିବ ମାଗଣା ଚା’। ଏନେଇ ଗୁରୁବାର ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି…
Read More...

ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ : ଦୀର୍ଘ ଦିନର ବାଦ ବିବାଦ ପରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଅନ୍ତ ଘଟିଛି। ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ରାୟ ଦେଇଛନ୍ତି।…
Read More...

ରଙ୍ଗାରଙ୍ଗ ପରିବେଶରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ହରଭଙ୍ଗା : ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମନ୍ୱିତ ଯୁବ ବିକାଶ ଉଦଯାପନୀ କାର୍ଯ୍ୟକ୍ରମ ମହାସମାରୋହରେ ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ହିମାଂଶୁ ଶେଖର…
Read More...

ଦୌଡ଼ି ଦୌଡ଼ି ନୟାନ୍ତ ; ସ୍ୱାମୀ ମୃତ୍ୟୁର ଚାରି ବର୍ଷ ପରେ ବି ବିଧବା ଭତ୍ତାରୁ ବଞ୍ଚିତ ହାରାବତୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତରେ ଏକ ପ୍ରକାର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ବାଟବଣା ହୋଇଥିବା ଜଣାପଡ଼ିଛି । ଯାହା ଫଳରେ ଅସହାୟ…
Read More...

ଦୀର୍ଘ ୧ ଘଣ୍ଟା ପରେ ସ୍ୱଭାବିକ ହେଲା ‘ଏକ୍ସ’

ନୂଆଦିଲ୍ଲୀ : ଏକ୍ସର ସର୍ଭର ଡାଉନ। ସର୍ଭର ଡାଉନ ଯୋଗୁଁ କୌଣସି ପାଠ ଦେଖି ହେଉ ନାହିଁ। ଗୁରୁବାର ଏଭଳି ଘଟିଥିବା ବେଳେ ଦୀର୍ଘ ୧ ଘଣ୍ଟା ଏଲନ୍‌‌ ମସ୍କଙ୍କ ଏକ୍ସ ଅଚଳ ହେବା ପରେ ସ୍ୱଭାବିକ ହୋଇଛି। ସର୍ଭର ଡାଉନ ଥିବା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କାମାକ୍ଷାନଗର : ନିଆଁ ପୁଇଁବା ବେଳେ ନିଆଁ ଲାଗି ମହିଳା ଗୁରୁତର.. ବାମ ପଞ୍ଚାୟତ ଚାଉଳିଆ ଝରଣ ଗାଁରେ ନିଆଁ ପୁଇଁବା ବେଳେ ଅଘଟଣ.. ଗୁରୁତର ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର.. ଜିଲା ମାନ୍ୟତା…
Read More...

ଏହି କପ୍‌‌ରେ ଚା’ ପିଉଥିଲେ ; ସାବଧାନ..

ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। ବିଶେଷ କରି କାର୍ଯ୍ୟାଳୟରେ କାମ କରିବା ସମୟରେ ୨ ରୁ ୩ ଥର ଚା’ ପିଇଥାଆନ୍ତି। ସେଭଳି ଅନେକ ସ୍ଥାନରେ ଦୋକାନ ମାନଙ୍କରେ ପେପର କପ୍‌‌ରେ ଚା’ ପିଇ ଥାଆନ୍ତି। ବାରମ୍ବାର ଚା’…
Read More...

ଭିଜିଲାନ୍ସ ଜାଲରେ ଫସିଲେ ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।…
Read More...

ଅସହ୍ୟ ଜାଡ ; ଶୀତ ଚାଦରରେ ସାରା ରାଜ୍ୟ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ। ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। 📌ଜି.ଉଦୟଗିରି ରେ #୪ଡ଼ିଗ୍ରୀ…
Read More...

ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ନିକଟରେ ଏକ ରୂପାର ଟଙ୍କା ରଖି ପୂଜା କରନ୍ତୁ

ଧନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହେବା ସହ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ସ୍ମାର୍ଟସିଟି ରାଉରକେଲାରେ ମାଡୁଛି ହଇଜା.. ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ୬ ଜଣଙ୍କ ମୃତ୍ୟୁ.. ୧୪ ଶହରୁ ଅଧିକ ଆକ୍ରାନ୍ତ.. ପୁଣି ଫେରିଲା କରୋନା ; ଜଣେ ମୃତ ! ମହାପ୍ରଭୁଙ୍କ ବନକଲାଗି ନୀତି..…
Read More...