www.samajalive.in
Monday, December 8, 2025
27.1 C
Bhubaneswar

ନନ୍ଦନକାନନକୁ ଜାନୁଆରୀରେ ଆସିବେ ଚିତାବାଘ,ଧଳା ସିଂହ ଶାବକ

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ଏନେଇ ଗୁରୁବାର ଖବର ମିଳିଛି। ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ବାଘ ଓ ଧଳା ସିଂହ ଶାବକ ଆସିବୋ ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବେ। ଚିତା ସହ ଧଳା ସିଂହ ଶାବକ ମଧ୍ୟ ଦୁବାଇରୁ ଆସିବୋ

ସୂଚନା ଯୋଗ୍ୟ, ଡିସେମ୍ବର ୨୩ରେ ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ ନୂଆ ଅତିଥି ଦୁଇଟି ୱାଲାବି, ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି। ଏହି ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ପର୍ଯ୍ୟଟକମାନେ ଏହି ୪ ନୂଆ ଅତିଥିଙ୍କୁ ଦେଖିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories