www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ..

ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି..

- Advertisement -

ରାଜ୍ୟରେ କରୋନା ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା..

ଗତ ୨୪ ଘଣ୍ଟାରେ ୬୯୦ ସାମ୍ପଲ ଟେଷ୍ଟିଂ ହୋଇଥିଲା.. ୩ ପଜିଟିଭ୍‌‌..

ରୋଗୀ ଗୁରୁତର ହେଉନାହାନ୍ତି..

ତେଣୁ ଆତଙ୍କିତ ଭଳି ଅବସ୍ଥା ନାହିଁ..

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତା ବାଘ..

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଆସିବେ..

୬ ଘଣ୍ଟିଆ ରାୟଗଡା ବନ୍ଦ.. ସକାଳ ୬ଟାରୁ ୬ ଘଣ୍ଟିଆ ବନ୍ଦ ପାଳନ..

ବିଭିନ୍ନ ସ୍ଥାନରେ ରାସ୍ତାରୋକ..

ବରଗଡ : ଜିଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ..

ପଦ୍ମପୁର ଜିଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ..

ରାଜ୍ୟରେ କମିଛି ଶୀତ.. ୧୦ ଡିଗ୍ରୀ ତଳେ ୪ ସହରର ରାତି ତାପମାତ୍ରା ରେକର୍ଡ..

କୋରାପୁଟ ସବୁଠାରୁ ଥଣ୍ଡା ସହର..

ରାଜଧାନୀରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ରଘୁ ଆହତ..

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories