www.samajalive.in
Saturday, December 6, 2025
19.1 C
Bhubaneswar

ଦୀର୍ଘ ୧ ଘଣ୍ଟା ପରେ ସ୍ୱଭାବିକ ହେଲା ‘ଏକ୍ସ’

ନୂଆଦିଲ୍ଲୀ : ଏକ୍ସର ସର୍ଭର ଡାଉନ। ସର୍ଭର ଡାଉନ ଯୋଗୁଁ କୌଣସି ପାଠ ଦେଖି ହେଉ ନାହିଁ। ଗୁରୁବାର ଏଭଳି ଘଟିଥିବା ବେଳେ ଦୀର୍ଘ ୧ ଘଣ୍ଟା ଏଲନ୍‌‌ ମସ୍କଙ୍କ ଏକ୍ସ ଅଚଳ ହେବା ପରେ ସ୍ୱଭାବିକ ହୋଇଛି। ସର୍ଭର ଡାଉନ ଥିବା ସମୟରେ କୌଣସି ପାଠ ଦେଖି ହେଉନଥିଲା।
ଏଲନ୍‌‌ ମସ୍କଙ୍କ ସୋସିଆଲ ମିଡିଆ ୱେବସାଇଟ୍‌‌ ଏକ୍ସ ( ଟ୍ୱିଟର) ଗୁରୁବାର ଦିନ ୧୧ଟାରୁ ଏହା ଡାଉନ ରହିଥିଲା। ଏହି କାରଣରୁ ଅନେକ ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେବା ସହ ଅଭିଯୋଗ କରିଥିଲେ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories