ହାଡ ଭଙ୍ଗା ଜାଡ ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର : ହାଡ ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୭ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର।
ସୁନ୍ଦରଗଡ: ୯ ଡ଼ିଗ୍ରୀ
ନବରଙ୍ଗପୁର: ୯ ଡ଼ିଗ୍ରୀ
ସୋନପୁର: ୯.୩ ଡ଼ିଗ୍ରୀ
ଝାରସୁଗୁଡା: ୯.୪ ଡ଼ିଗ୍ରୀ
ରାଣୀତାଲ: ୯.୪ ଡ଼ିଗ୍ରୀ
ଚିପିଲିମା: ୯.୮ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) December 22, 2023
ସିମିଳିଗୁଡା ୫.୬, ଫୁଲବାଣୀ ୬, କିରେଇ ୭.୧, କୋରାପୁଟ ୭.୭, କେନ୍ଦୁଝର ୭.୮, ଦାରିଙ୍ଗବାଡି ୮, ଅନୁଗୁଳ ୮.୬, ରାଉରକେଲା ୮.୭, ସୁନ୍ଦରଗଡ ଓ ନବରଙ୍ଗପୁର ୯, ସୋନପୁର ୯.୩, ଝାରସୁଗୁଡା ଓ ରାଣୀତାଲ ୯.୪, ଚିପିଲିମା ୯.୮, କଟକ ୧୩.୨, ଭୁବନେଶ୍ୱର ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି।
Comments are closed.