ଉମରକୋଟ : ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ବିଲରେ ମହିଳାଙ୍କୁ ଦଳି ମାରିଦେଲା ହାତୀ। ଏଭଳି ଅଭାବନୀୟ ଘଟଣା କୁନ୍ଦେଇ ଥାନା ଖୁଡୁକୁ ଗାଁ ନିକଟରେ ଘଟିଛି ବୋଲି ଶୁକ୍ରବାର ଜଣାପଡିଛି। ବିଲରେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି। ରାତିରେ ମକା ବିଲ ଜଗି ଥିବା ବେଳେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି।
Popular Categories



