ଓଡିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ଓଡିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି। ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତିଙ୍କ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ…
Read More...

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ହୀରାକୁଦ : ସୋମବାର ଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ହୀରାକୁଦ ୱାଇଲ୍ଡ ଲାଇଭ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଡ୍ୟାମର ୫ଶହ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ..ପେଟ୍ରୋଲ,ଡିଜେଲ ପରିବହନ ଠପ୍‌‌.. ବାଂଲାଦେଶରେ ପୁଣି ଶେଖ ହସିନାଙ୍କ ସରକାର,୩୦୦ ରୁ ୨୨୪ ଆସନରେ ବିଜୟ.. ୧୦ ଡିଗ୍ରୀ ତଳେ ରାଜ୍ୟରେ ୩ ସହରର ରାତି ତାପମାତ୍ରା…
Read More...

ପଞ୍ଚମ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍‌‌ ହାସିନା

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍‌‌ ହାସିନା। ୭୬ ବର୍ଷୀୟ ହାସିନା ୱାଜେଦ ପୁଣି ଥରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ବାଂଲାଦେଶର…
Read More...

ଅଜଣା ଗାଡି ଧକ୍କାରେ ୩ ବାଇକ୍‌‌ ଆରୋହୀ ମୃତ

ଝାରସୁଗୁଡା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲା ବେଲପାହାଡ ଗଉରପଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ମଟର ସାଇକେଲକୁ ଧକ୍କା ଦେଇ ଅଜଣା ଗାଡି ଫେରାର…
Read More...

୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ପୁଣି ଅନେକ ସ୍ଥାନରେ ଶୀତର ପ୍ରଭାବ ବୃଦ୍ଧି ପାଇଥିବା ଦେଖାଯାଇଛି। ସୋମବାର ୧୦ ଡିଗ୍ରୀ ତଳେ ରାଜ୍ୟରେ ୩ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ…
Read More...

ଉତ୍ତମ ଜୀବନ ସାଥୀ ପାଇଁ ଭଗବାନ ଶିବଙ୍କୁ ଚମ୍ପା ଫୁଲ ଅର୍ପଣ କରନ୍ତୁ

ଶିବ ପୁରାଣରେ ଭଗବାନ ଶଙ୍କରଙ୍କ ପୂଜାରେ ଫୁଲ-ପତ୍ର ଚଢାଇବାର ବିଶେଷ ମହତ୍ତ୍ବ ରହିଛି । ଶମି ଫୁଲ– ଶମି ଫୁଲ ଶିବଲିଙ୍ଗରେ ଅର୍ପଣ କରିବା ଦ୍ବାରା ଧନ ସମୃଦ୍ଧି ମିଳିଥାଏ । ଏହା ସହ ଶମି ବୃକ୍ଷ ଲଗାଇବା ଦ୍ବାରା ଶନି…
Read More...

ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚ୍ୟାଲେଞ୍ଜ 

ରେଙ୍ଗାଲିକ୍ୟାମ୍ପ : ପ୍ଲାଷ୍ଟିକ ବ୍ୟବହାର ଜନିତ ପରିବେଶ ଅବକ୍ଷୟ ଓ ତଦ୍ ଜନିତ ଜୀବ ଜନ୍ତୁଙ୍କ ଠାରେ ସୃଷ୍ଟ ପ୍ରଭାବକୁ ଦୃଷ୍ଟିରେ ରଖି ସାଂପ୍ରତିକ ବଣଭୋଜିରେ ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଣ୍ଟା…
Read More...

ଗୁଣ ଜାଣି ଆଉ ଫିଙ୍ଗିବେ ନାହିଁ କଦଳୀ ଚୋପା; ଚମକିବ ତ୍ୱଚା

ତ୍ୱଚା ପାଇଁ ସଭିଏଁ ପ୍ରସାଧନ ସାମଗ୍ରୀ ସହ ବିିଭିନ୍ନ ଫେସ୍‌‌ପ୍ୟାକ୍‌‌ ମଧ୍ୟ ବ୍ୟବହାର କରି ଥାଆନ୍ତି। ତେବେ ଏଭଳି କିଛି ଘରୋଇ ସରଳ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ସେହିଭଳି ଏକ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଯାଜପୁର : ପୋଖରୀ ନିକଟରେ ଖେଳିବା ବେଳେ ବୁଡି ଯାଇ ଭାଇଭଉଣୀ ମୃତ.. ଅଞ୍ଚଳରେ ଶୋକର ଛାୟା.. ସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ.. ଭୁବନେଶ୍ୱର : ସାରା ରାଜ୍ୟରେ ଶନିବାର ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ…
Read More...

ନିୟମିତ ସେବନ କଲେ ଏହି ପତ୍ର ; ଦୂରରେ ରହିବ ରକ୍ତଚାପ,କର୍କଟ

ଘରର ଅଗଣାରେ ଥିବା ତୁଳସୀ ବୃକ୍ଷ ଖୁବ୍‌‌ ଚମତ୍କାରୀ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ରହିଛି। ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ସେଭଳି ଏହାର ଅନେକ ଔଷଧୀୟ ଗୁଣ…
Read More...

ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ଡୋକି ସନ୍ୟାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୁରଙ୍ଗୀ ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ବଡ଼ ମୁଣ୍ଡି କାର୍ଯ୍ୟକ୍ରମର…
Read More...

ମଝି ଆକାଶରେ ଥିଲା ବିମାନ ; ହଠାତ୍‌‌ ଖୋଲିଗଲା କବାଟ, ହେଲା ଜରୁରୀ ଅବତରଣ

ୱାଶିଂଟନ : ଟଳିଗଲା ବଡ ବିପଦ। ବର୍ତ୍ତିଗଲେ ପ୍ରାୟ ୧୭୪ ଜଣ ବିମାନ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ। ଘଟଣା କ୍ରମେ ଆଲାସ୍କା ଏୟାରଲାଇନ୍ସର ଏକ ବିମାନ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଲାସ୍କା ଏୟାରଲାଇନ୍ସର…
Read More...

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ – କମିଶନର

ଭୁବନେଶ୍ୱର : ସାରା ରାଜ୍ୟରେ ଶନିବାର ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନର ତୃତୀୟ ଦିନ ଚାଲିଥିବା ବେଳେ ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ରହିବା ନେଇ ପରିବହନ କମିଶନରଙ୍କ ପକ୍ଷରୁ ଶନିବାର ସୂଚନା ମିଳିଛି। ପରିବହନ…
Read More...

ପୁଣି ଜି.ଉଦୟଗିରିରେ ପାରଦ ତଳମୁହାଁ

ଜି.ଉଦୟଗିରି : କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିରେ ପାରଦ ତଳମୁହାଁ ହେବାରୁ ଶୀତ ଲେଉଟିଥିବା ଅନୁଭବ କରାଯାଉଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ୍ ଥିବାବେଳେ ଶୁକ୍ରବାର ତାହା ୭ ଡିଗ୍ରୀ…
Read More...

ଲାଞ୍ଚ ନେଇ ଧରାପଡିଲେ ବିଲେଇପଦା ଆରଆଇ

କେନ୍ଦୁଝର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶନିବାର ଫସିଲେ ଯୋଡା ବିଲେଇପଦା ଆରଆଇ। ଆରଆଇ ପୀର୍‌‌ ମହମ୍ମଦ ଖାନ୍‌‌ଙ୍କୁ ଧରିଲା ଭିଜିଲାନ୍ସା ଜମି ମ୍ୟୁଟେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି। ଆୟ…
Read More...

ସଡ଼କ ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ

ବାଲିଗୁଡ଼ା : ସଡ଼କ ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ଟିକରବାଜୁ ରାସ୍ତାରେ ଶୁକ୍ରବାର ରାତିରେ କ୍ରୀଡ଼ା ଶିକ୍ଷକ ବାଇକରେ ନିଜ ଗ୍ରାମକୁ ଫେରିବା ବେଳେ ଭାରସାମ୍ୟ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ସାରା ରାଜ୍ୟରେ ଶନିବାର ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନର ତୃତୀୟ ଦିନ.. ଯାତ୍ରୀ ହନ୍ତସନ୍ତ.. କଟକ ନେତାଜୀ ବସ୍‌‌ ଟ୍ରମିନାଲରେ ବସ୍‌‌ ଚଳାଚଳ ବନ୍ଦ.. କେନ୍ଦୁଝର : ଲାଞ୍ଚ ନେଇ ଭିଜିଲାନ୍ସ…
Read More...

କାଟୁ କରୁନି କୋଟପା ଆଇନ ; ଖୁଲମ ଖୁଲା ଚାଲିଛି ଗୁଟଖା ବିକ୍ରୀ

ହରଭଙ୍ଗା : ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ଅଣସଂକ୍ରାମକ ରୋଗରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି। ବହୁ ସମୟରେ ପରିବାର ରୋଜଗାରିଆଙ୍କ ଅକାଳ ବିୟୋଗ ପରେ ଗୋଟିଏ ଗୋଟିଏ ପରିବାର ତଳିତଳାନ୍ତ ହୋଇଯାଉଛି। ତମାଖୁ…
Read More...

ଏକ୍ସପ୍ରେସ୍‌‌ ଟ୍ରେନ୍‌‌ରେ ଭୟଙ୍କର ଅଗ୍ନିକାଣ୍ଡ ; ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ବାଂଲାଦେଶରେ ଏକ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ଟ୍ରେନ୍‌‌ରେ ନିଆଁ ଲାଗି ୪ ଜଣ ଜୀବନ୍ତ ଜଳି ଯାଇଥିବା ସହ ଏକାଧିକ ଗୁରୁତର ହୋଇଛନ୍ତି।…
Read More...

୨ ବସ୍‌‌ ମୁହାଁମୁହିଁ ଧକ୍କା ; ଚାଳକ ମୃତ, ୧୦ ଆହତ

ଆସିକା : ଦୁଇ ଯାତ୍ରୀବାହୀ ବସ୍‌‌ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଆସିକା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ବସ୍‌‌ ଚାଳକଙ୍କ ମୃତ୍ୟୁ…
Read More...

ଶନିବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଏପରି କିଛି କାର୍ଯ୍ୟ ରହିଛି, ଯାହାକୁ କରିବା ଉଚିତ ନୁହେଁ। ସେହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ଜାତକରେ ଶନିଗ୍ରହଙ୍କ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ.. – ଶନିବାର ଦିନ ଲୁହାରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପଟ୍ଟାମୁଣ୍ଡାଇ : ଶୁକ୍ରବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ.. ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା.. ୧୩ ତାରିଖ ଯାଏଁ ବନ୍ଦ ରହିବ ଭିତରକନିକା.. ବିଜେପି ପକ୍ଷରୁ ୮…
Read More...

ଶୀତରେ ଖାଆନ୍ତୁ ସ୍ୱାଦିଷ୍ଟ ଚଟଣି

ଭୋଜନ ଥାଳିରେ ଭାତ, ଡାଲି , ସାଲାଡ ସହ ଚଟଣି ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ .. କଞ୍ଚାଲଙ୍କା ଚଟଣି ଆବଶ୍ୟକ ସାମଗ୍ରୀ କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ ରସୁଣ –…
Read More...

ଲୋକସେବକ ମଣ୍ଡଳ ପକ୍ଷରୁ ଦୁର୍ଗମ ଗ୍ରାମର ଆଦିବାସୀଙ୍କୁ କମ୍ବଳ ବଣ୍ଟନ

ପାତ୍ରପୁର : ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଛି। ପାତ୍ରପୁର ବ୍ଳକ ଦୁର୍ଗମ ଆଦିବାସୀ ଗ୍ରାମ ମାନଙ୍କରେ ଶୀତର ପ୍ରକୋପ ଦ୍ୱିଗୁଣିତ ହୋଇଛି। ଏହାକୁ ଦେଖି ପାତ୍ରପୁର ବ୍ଲକ ଦୁର୍ଗମ ପାହାଡ଼ ଉପରେ ଥିବା…
Read More...

ନିୟମିତ ଅଦା ପାଣି ପିଇଲେ ମିଳେ ଏହି ଆଶ୍ଚର୍ଯ୍ୟଜନକ ଲାଭ..

ଶରୀରକୁ ସୁସ୍ଥ ରଖିବା ପାଇଁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଭୁଲ୍‌‌ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଓ ସୁସ୍ଥ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ଶୁକ୍ରବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀ ଗସ୍ତ କରିଛନ୍ତି। ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ…
Read More...

ଆଇଇଡି ବିସ୍ଫୋରଣରେ ୩ ଯବାନ ଗୁରୁତର

ବୌଦ୍ଧ : ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଶୁକ୍ରବାର ୩ ଯବାନ ଗୁରୁତର ହୋଇଛନ୍ତି। ଏନେଇ ବୌଦ୍ଧ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ତଲାସି ଅଭିଯାନ ବେଳେ ଏହି ବିସ୍ଫୋରଣ…
Read More...

ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : ଶୁକ୍ରବାର ଠାରୁ ବନ୍ଦ ରହିବ ଭିତରକନିକା। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୧୩ ତାରିଖ ଅର୍ଥାତ ୯ ଦିନ ଯାଏଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନାରେ ବନ ବିଭାଗ ଟିମ୍‌‌ ଓ…
Read More...

ଆଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ; ଝାଞ୍ଜର ଦୀପରେ ଆଲୋକିତ ହେବ ୩ ରାଜ୍ୟର ଘର ଅଗଣା

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ଆଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ୩ ରାଜ୍ୟର ଅନେକ ଜିଲାରେ ଝାଞ୍ଜରର ଦୀପରେ ଆଲୋକିତ ହେବ। ହରିୟାଣା ବ୍ୟତୀତ ମହାରାଷ୍ଟ୍ର ଓ ରାଜସ୍ଥାନର ଅଧିକ ଜିଲାରେ…
Read More...

ଶୁକ୍ରବାର ଗୁଡ ଦାନ କରନ୍ତୁ..

ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଯେଉଁମାନେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ଓ ବ୍ରତ କରନ୍ତି, ଜୀବନରେ କୌଣସି ସମସ୍ୟା ଆସିନଥାଏ। ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜୀବନରେ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପଟ୍ଟାମୁଣ୍ଡାଇ : ଶୁକ୍ରବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ.. ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା.. ୧୩ ତାରିଖ ଯାଏଁ ବନ୍ଦ ରହିବ ଭିତରକନିକା.. ବିଜେପି ପକ୍ଷରୁ ୮…
Read More...

ହାଇଟେକ୍‌‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା ; ଦିଲ୍ଲୀପ ଜୀବିତ ନା ମୃତ!

ଭୁବନେଶ୍ୱର : ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌‌ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଛି। ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ…
Read More...

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା ;୧୨ ଘଣ୍ଟିଆ ରାୟଗଡା ବନ୍ଦ

ରାୟଗଡା : ତେଜୁଛି ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ରାୟଗଡା ଜିଲା ବନ୍ଦ ଡାକରା ଦିଆଯାଇଛି। ଏଥିଲାଗି ସକାଳ ୬ଟାରୁ ସନ୍ଧ୍ୟା…
Read More...

କୂଅରେ ପଡି ବୃଦ୍ଧଙ୍କ ମୃତ୍ୟୁ

କଲମପୁର : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମ ଠାରେ ଅଘଟଣ ଘଟିଛି। ଜଣେ ବୃଦ୍ଧ କୌଣସି କାରଣରୁ କୂଅରେ ପଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ସମ୍ବଲପୁରରେ ବସ୍‌‌ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା.. ଘଟଣା ସ୍ଥଳରେ ପୁଣି ଉତ୍ତେଜନା.. ସ୍ଥାନୀୟ ଲୋକଙ୍କ ରାସ୍ତାରୋକ.. ସନ୍ଧ୍ୟା ୬ଟା ପରେ ଗାଡି ଚଳାଚଳ ବନ୍ଦ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି.. ଦଶପଲ୍ଲା…
Read More...

ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା

ଲାଞ୍ଜିଗଡ : ଧାନ ମଣ୍ଡିରେ ଅବ୍ୟବସ୍ଥା, ମଦର ବହୁଳ ପ୍ରସାର ରୋକିବାକୁ ଗୁରୁବାର ଦିନିକିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏହାର ପ୍ରଭାବରେ ସାରା ଜିଲ୍ଲା ପ୍ରଭାବିତ ହୋଇଛି। ବିଜେପିର ବନ୍ଦ…
Read More...

କାର୍‌‌ କିଣିବା ପାଇଁ ଚିନ୍ତା କରୁଛନ୍ତି କି? ହୋଣ୍ଡା କାର୍‌‌ରେ ମିଳୁଛି ଜବରଦସ୍ତ ରିହାତି

ନୂଆଦିଲ୍ଲୀ : ହୋଣ୍ଡା କାର୍‌‌ ଇଣ୍ଡିଆ ନୂତନ ବର୍ଷ ଅବସରରେ ଆଣିଛି ଏକ ଖୁସି ଖବର। କମ୍ପାନୀର ସେଡାନ ପୋର୍ଟଫୋଲିଓ ଉପରେ ରିହାତି ଓ ସୁବିଧା ପ୍ରଦାନ କରିଛି। ଏହି ଅଫର ଜରିଆରେ ନଗଦ ରିହାତି, କର୍ପୋରେଟ୍‌‌ ରିହାତି,ବଦଳ…
Read More...

ଏହି ଗଛ ଘରେ ଥିଲେ ; ହୋଇ ଯିବେ କାଙ୍ଗାଳ, ଲାଗି ରହିବ କଳହ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଗଛ ରହିଛି, ଯାହାକୁ ଘରେ ରଖିଲେ କିମ୍ବା ବଗିଚାରେ ଲଗାଇଲେ ଘର ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ। ବାସ୍ତୁ ଅନୁଯାୟୀ, ଏହି ଗଛ ଘରେ ରଖିବା ଦ୍ୱାରା କାଙ୍ଗାଳ କରି…
Read More...

ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ହରିଣ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ଏକ ହରିଣ ଉଦ୍ଧାର ହୋଇଛି। ଏଠାରେ ୨୫ ଟିକିଆ ହାତୀ ପଲ ଡେରା ପକାଇ ଥିବାବେଳେ ହାତୀପଲଙ୍କୁ ଦେଖିବା ପାଇଁ ଲୋକ ଗହଳି ଲାଗି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ କଣ୍ଟେନର-ତେଲ ଟ୍ୟାଙ୍କର ଦୁର୍ଘଟଣା .. ଚାଳକ ଜୀବନ୍ତ ଦଗ୍ଧ.. କାମାକ୍ଷାନଗର : ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ..୪୦ ଆହତ.. ୫ ଗୁରୁତର ବସ୍‌‌ ସହ ଧକ୍କା ହେଲା…
Read More...

ଅପରେସନ ନୀଳ ଜହର ; ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳରେ ଜାରି ରହିଛି ଅପରେସନ୍ ନୀଳ ଜହର। ନଷ୍ଟ ହେଲାଣି ୮୨ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗର ମିଳିତ…
Read More...

ଓଡିଶାରେ କରୋନାର ନୂଆ ଭାରିଆଣ୍ଟ ଜେଏନ.୧ ; ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡିଶାରେ ଜେଏନ.୧ ଆକ୍ରାନ୍ତ ଚିହ୍ନଟ। କରୋନାର ନୂଆ ପ୍ରକରଣ (ଭାରିଆଣ୍ଟ) ଜେଏନ.୧ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଗୁରୁବାର ଜଣାପଡିଛି। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସେ…
Read More...

ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ; ୫ ଗୁରୁତର

କାମାକ୍ଷାନଗର : ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ। ଗୁରୁବାର ସକାଳେ ମହାବୀରରୋଡ ଥାନା ଭେଜିଆ ଛକରେ ସଡକ ଦୁର୍ଘଟଣା ଘଟିଛି। ପିକ୍‌‌ନିକ୍‌‌ ବସ୍‌‌ର ସିରିଜ ଦୁର୍ଘଟଣାରେ ୫ ଜଣ ଗୁରୁତର ହେବା ସହ ୪୦…
Read More...

ରାଜଧାନୀ ଏମସ୍‌‌ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଏମସ୍‌‌ରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କେହି ବ୍ୟକ୍ତିଙ୍କର କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିକାଣ୍ଡର କାରଣ ଏଯାବତ୍‌‌ ଅସ୍ପଷ୍ଟ…
Read More...

ତୁଳସୀ ଗଛରେ ଅଦ୍ଭୁତ କୀଟ

ପାଟଣା :ସାହାରପଡା ବ୍ଲକ ଅନ୍ତର୍ଗତ ବଲାଣିପସି ଗ୍ରାମର ମନୋଜ ମହାନ୍ତଙ୍କ ବାଡ଼ିରେ ଥିବା ତୁଳସୀ ଗଛରେ ବୁଧବାର ସକାଳୁ ଅପରାହ୍ନ ୩ ଟା ଯାଏଁ ଏକ ଅଦ୍ଭୁତ କୀଟ ଦେଖାଯାଇଥିଲା । ବେଳେ ବେଳେ ଏହି କୀଟ ଜଗନ୍ନାଥଙ୍କ ମୁହଁ…
Read More...

ପୁଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୌଦ୍ଧ : ଦପଲା ଗ୍ରାମ ଠାରେ ମରଣାନ୍ତକ ଆକ୍ରମଣରେ ଗୁରୁତର ପୁଲିସ ଅଧିକାରୀଙ୍କୁ ଗୁରୁବାର ସକାଳ ୭ଟା ସମୟରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମ ଠାରେ ପୁଲିସ…
Read More...

ହାତୀ ଘର ଭାଙ୍ଗିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ବନ କର୍ମଚାରୀ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ। ଲୋକେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିବା ଜଣାପଡିଛି। ବିଳମ୍ବିତ ରାତିରେ ମଙ୍ଗଳପୁର ଡିଆନାଳି ସମେତ…
Read More...

ଧାନ ଓ କପାର ଅଭାବୀ ବିକ୍ରି, କଟ୍‌ନିଛଟ୍‌ନି ପ୍ରତିବାଦରେ ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବିଜେପି ପକ୍ଷରୁ ଧାନ ଓ କପାର ଅଭାବୀ ବିକ୍ରି କଟ୍‌ନି ଛଟ୍‌ନି ପ୍ରତିବାଦରେ ୪ତାରିଖ ଗୁରୁବାର ଦିନ କଳାହାଣ୍ଡି ବନ୍ଦ ଡାକରା ଦେବା ଫଳରେ ସମସ୍ତ ଦୋକାନ ବଜାର , ଶିକ୍ଷାନୁଷ୍ଠାନ ,…
Read More...

କଣ୍ଟେନର-ତେଲ ଟ୍ୟାଙ୍କର ଦୁର୍ଘଟଣା ; ଚାଳକ ଜୀବନ୍ତ ଦଗ୍ଧ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ କଣ୍ଟେନର ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁଁ ଘଟଣା ସ୍ଥଳରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ…
Read More...

ଏମିତି ମାଛ ପ୍ରସ୍ତୁତ କରିଛନ୍ତି କି?

ଆବଶ୍ୟକ ସାମଗ୍ରୀ ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ୍‍ ଅଦା ରସୁଣ ବଟା – ୫୦ ଗ୍ରାମ୍‍ ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍‍ ଲେମ୍ବୁ ରସ – ୧ ଚାମଚ ଜୁଆଁଣୀ – ଅଳ୍ପ ବେସନ – ୨୦୦ ଗ୍ରାମ୍‍ ଅଣ୍ଡା – ୨ଟି ଲୁଣ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି.. ସର୍ବସାଧାରଣ ଦର୍ଶନ ବନ୍ଦ.. ରାଜଧାନୀରେ ଧରାପଡିଲେ ତିନ୍‌‌ ପାହାଡ ଗ୍ୟାଙ୍ଗ୍‌‌.. ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌‌ ୮ ଜଣ…
Read More...

ରାଜଧାନୀରେ ଧରାପଡିଲେ ତିନ୍‌‌ ପାହାଡ ଗ୍ୟାଙ୍ଗ୍‌‌; ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌‌

ଭୁବନେଶ୍ୱର : କମିଶନରେଟ ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡିଛନ୍ତି ତିନ୍‌‌ ପାହାଡ ଗ୍ୟାଙ୍ଗ। ୮ ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ…
Read More...

ଘରେ ପଶିଲା ଚିତାବାଘ ; ଛାନିଆ ଅଞ୍ଚଳବାସୀ

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଦେଶ ତଥା ରାଜ୍ୟରେ ଜନବସତି ଓ ଗାଁ ଭିତରକୁ, ରାସ୍ତା ଉପରେ ବାଘ ବୁଲୁଥିବା ଅନେକ ଭିଡିଓ ସାମ୍ନାକୁ ଆସିଲାଣି। ଏଭଳି କି ବାଘ ମଣିଷ ସହ ଜୀବଜନ୍ତୁଙ୍କ ମଧ୍ୟ ଶିକାର କରିଛି।…
Read More...

ଚାଷୀ ଭାଇଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇ ମାନଙ୍କର ଜଳ…
Read More...

ସଠିକ୍‌‌ ସମୟରେ ନଖାଇବାର ଅଭ୍ୟାସ ଅଛି କି? ହେବ ହାର୍ଟ ଆଟାକ୍‌‌!

ଅଧିକାଂଶ ଲୋକେ ନିଜର କର୍ମବ୍ୟସ୍ତତା ଓ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ସଠିକ୍‌‌ ସମୟରେ ଭୋଜନ କରନ୍ତି ନାହିଁ। ସେହିପରି ଅନେକ ଲୋକଙ୍କର ବିଳମ୍ବିତ ରାତିରେ ଭୋଜନ କରିବାର ଅଭ୍ୟାସ ରହିଛି। ବିଳମ୍ବରେ ଭୋଜନ କରିବା…
Read More...

ଘରେ ଅଟା ଖାଲି ହେଲେ ଲାଗି ରହିବ ଧନର ଅଭାବ..

ରୋଷେଇ ଘର ସଭିଁଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ତେବେ ରୋଷେଇ ଘର ସହ ଜଡିତ କିଛି ବାସ୍ତୁ ନିୟମ ରହିଛି। ଏହାକୁ ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଲାଙ୍ଗୀର : ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ.. ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପ୍ରକଳ୍ପ.. ଭୁବନେଶ୍ୱର ପାଣ୍ଡରାସ୍ଥିତ…
Read More...

ମର୍ମନ୍ତୁଦ ; ବସ-ଟ୍ରକ ଧକ୍କା, ୧୪ ମୃତ

ଗୌହାଟି : ଆସାମରେ ବୁଧବାର ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଡେରାଗାଓଁରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ପିକ୍‌‌ନିକ୍‌‌ ଯାଉଥିବା ଏକ ବସ୍‌‌ ଟ୍ରକ୍‌‌ ସହ ଧକ୍କା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ…
Read More...

ଅତିରିକ୍ତ ଶ୍ରେଣୀ ଗୃହ ସଂପୂର୍ଣ୍ଣକରଣ ଦାବିରେ ତାଲା ବନ୍ଦ ସହ ଧାରଣା

ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ସଂପୂର୍ଣ୍ଣକରଣ ଦାବିରେ ପୁରାତନ ଛାତ୍ର ସଂଘ ପକ୍ଷରୁ ସ୍କୁଲ ମୁଖ୍ୟ ଗେଟକୁ ତାଲା ଦେଇ ଧାରଣା ଦେଇଥିବା ସୂଚନା ମିଳିଛି ।…
Read More...

ଯୁବକଙ୍କୁ ଗାଆଁ ମଝିରେ ପିଟି ପିଟି ହତ୍ୟା

ଲଇକେରା : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଆଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଆଁ ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର…
Read More...

ମହାପ୍ରଭୁଙ୍କ ବନକଲାଗି ନୀତି ; ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ତା ୦୩.୦୧.୨୦୨୪ ରିଖ ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ.. ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍‌‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ ..…
Read More...

ଅଯୋଧ୍ୟାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

ପୁରୀ : ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ମହାପ୍ରଭୁଙ୍କୁ ମଙ୍ଗଳବାର ନିମନ୍ତ୍ରଣ କରାଯାଇଛି। ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ…
Read More...

ରାତିରେ ଏସବୁ ଖାଇବା ଦ୍ୱାରା ସୃଷ୍ଟି ହୋଇଥାଏ ଅନେକ ରୋଗ

ବିଭିନ୍ନ ପ୍ରକାର ଭୋଜନ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ସଠିକ୍‌‌ ଖାଦ୍ୟ, ସଠିକ୍‌‌ ସମୟରେ ଖାଦ୍ୟ ଚୟନ କରିବା ଦ୍ୱାରା ଦୀର୍ଘାୟୁ ହେବା ସହ ଶରୀର ସୁସ୍ଥ ରହିଥାଏ। ମାତ୍ର ଅଧିକାଂଶ ଏଥିପ୍ରତି ଧ୍ୟାନ ଦେଇ…
Read More...

ଭୂମିକମ୍ପ ଝଟକାରେ ଥରିଲା ଜମ୍ମୁ-କାଶ୍ମୀର

ଶ୍ରୀନଗର : ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର। ମଙ୍ଗଳବାର ପ୍ରାୟ ୧୧ଟା ୩୩ରେ ଜମ୍ମୁ-କାଶ୍ମୀର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ…
Read More...

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ ; ନୂଆ ହିଟ୍ ଆଣ୍ଡ ରନ୍ ଆଇନର ବିରୋଧ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ ହୋଇଛି। ନୂଆ ହିଟ୍ ଆଣ୍ଡ ରନ୍ ଆଇନର ଟ୍ରକ ଓ ଡମ୍ଫର ଚାଳକ ବିରୋଧ କରିଛନ୍ତି। ନୂଆ ଆଇନ ଅନୁଯାୟୀ, ଏବେ ଟ୍ରକ ଏବଂ ବସ୍ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ…
Read More...

ଜାପାନରେ ୧୫୫ ଥର ଭୂମିକମ୍ପ ; ୨୪ ମୃତ

ଟୋକିଓ : ଜାପାନରେ ଶକ୍ତିଶାଳୀ ଭୂମିକମ୍ପରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ୧.୦୧.୨୦୨୪ରେ ଅନୁଭୂତ ହୋଇଥିବା ଜାପାନରେ ଏଯାଏଁ ୧୫୫ ଥର ଭୂମିକମ୍ପ ଘଟିଛି। ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଜାପାନ ସରକାର ସୁନାମୀ ଆଲର୍ଟ ଜାରି…
Read More...

ନିଶ୍ଚିନ୍ତକୋଇଲିରେ ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କାରେ ମୃତ୍ୟୁ ସଂଖ୍ୟା ୩

ସାଲେପୁର : ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ୩ ଜଣଙ୍କ ମଧ୍ୟରେ ଟ୍ରକ ଚାଳକ ରହିଛନ୍ତି। ଟ୍ରକ ଚାଳକ ଜଣଙ୍କ ରାଜସ୍ଥାନର ବୋଲି ଜଣାପଡିଛି। ପୂର୍ବରୁ ଏଥିରେ ୨…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ- ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନର ବିରୋଧ.. ଏବେ ଟ୍ରକ ଏବଂ ବସ୍‌ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା.. ଜାପାନରେ…
Read More...

ତଣ୍ଟି କାଟି ଲୁଟିଲେ ଟଙ୍କା

ଭୁବନେଶ୍ୱର : ତଣ୍ଟି କାଟି ଟଙ୍କା ବ୍ୟାଗ୍‌‌ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଡମଣା ଗାଁରେ ଘଟିଛି। ଯୁବକଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ଲୁଟ୍‌‌ ହୋଇଛି। ଦୋକାନ ଯିବା ପାଇଁ ବାହାରିଥିବା…
Read More...

ବଡ ଭାଇ ଗୁଳିମାଡରେ ସାନ ଭାଇ ମୃତ

ରାଉରକେଲା : ବଡ ଭାଇ ଗୁଳିମାଡରେ ସାନ ଭାଇର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ବିଶ୍ରା ଥାନା ତେତେରକେଲା ଘାଟରେ ଘଟିଛି। ନୂଆବର୍ଷରେ ପିକ୍‌‌ନିକ୍‌‌ କରିବାକୁ ଯାଇଥିବା ବେଳେ ଗୁଳିମାଡ ହୋଇଛି। ନିଶାସକ୍ତ ଅବସ୍ଥାରେ…
Read More...

ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କା ; ୨ ମୃତ, ୪୦ ଆହତ

ସାଲେପୁର : ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ମଙ୍ଗଳବାର ସକାଳେ ନିଶ୍ଚିନ୍ତକୋଇଲି କଟରପଡା ଛକ ନିକଟରେ ଘଟିଛି।…
Read More...

ବନକଲାଗି ନୀତି ; ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ତା ୦୩.୦୧.୨୦୨୪ ରିଖ ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ନୂଆ ବର୍ଷରେ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ.. ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି.. ଶ୍ରୀ ରାମ ମନ୍ଦିରରେ ନବବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼.. ଇଂରାଜୀ ନବବର୍ଷ ୨୦୨୪ ଠାରୁ…
Read More...

ଏହି ସମୟରେ କାକୁଡି ଖାଉଛନ୍ତି କି?

କାକୁଡିରେ ଭିଟାମିନ-କେ, ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କିନ୍ତୁ ରାତିରେ କାକୁଡି ଖାଇବା ଅନୁଚିତ। ଆସନ୍ତୁ ଜାଣିବାର ଏହାର କାରଣ କ’ଣ .. ରାତିରେ ଆମେ ଭୋଜନରେ ଅନେକ ଖାଦ୍ୟ ଖାଇଥାଉ।…
Read More...

ଦେଶରେ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶ ସହ ଦୁନିଆର ଅନେକ ସ୍ଥାନରେ କରୋନା ସଂକ୍ରମଣ ଲମ୍ବ ଡିଆଁ ମାରୁଥିବା ଦେଖାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ…
Read More...

ବର୍ଷର ପ୍ରଥମ ଦିନରେ ଏହି ସରଳ ଉପାୟରେ ଚମକିବ ଭାଗ୍ୟ..

ଆରମ୍ଭ ହୋଇଛି ନବବର୍ଷ। ପ୍ରତ୍ୟେକ ନବବର୍ଷରେ ହସଖୁସି ଓ ଉନ୍ନତିର ଆଶା କରିଥାଆନ୍ତି। ନବବର୍ଷକୁ ଶୁଭ କରିବା ପାଇଁ ବର୍ଷର ପ୍ରଥମ ଦିନରେ କିଛି ସରଳ ଉପାୟ ଆପଣାନ୍ତୁ। ଶାସ୍ତ୍ରରେ ବର୍ଷର ପ୍ରଥମ ଦିନ ପାଇଁ କିଛି ବିଶେଷ…
Read More...

ନବବର୍ଷରେ ଇସ୍ରୋର ଐତିହାସିକ ମିଶନ ; ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣ

ନୂଆଦିଲ୍ଲୀ : ନୂଆବର୍ଷରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍‌‌ ଜରିଆରେ…
Read More...

ଭୂକମ୍ପ ପରେ ଜାପାନରେ ସୁନାମୀ ପାଇଁ ଚେତାବନୀ

ଟୋକିଓ : ନୂଆବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜାପାନର ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଜାପାନରେ ସୁନାମୀ ନେଇ ଚେତାବନୀ ଜାରି…
Read More...

ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଭେଟି ; ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବବର୍ଷ ସୋମବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ବାରଙ୍ଗ ରତାଗଡଠାରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରରୁ ତ୍ରିଶୁଳିଆ ଯାଏଁ…
Read More...

ପୁରୀ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା,ପରାମର୍ଶ ଶିବିର

ପୁରୀ : ନୂଆବର୍ଷରେ ପୁରୀ ଗୋପବନ୍ଧୁ ଭବନ 'ସମାଜ' କାର୍ଯ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ଶିବିର ଆୟୋଜନ କରାଯାଇଛି। ପ୍ରଫେସର ଡାକ୍ତର ଦେବ ପ୍ରସାଦ ଦାଶ, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନରହରି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...

ମର୍ମନ୍ତୁଦ ; କାର ଦୁର୍ଘଟଣାରେ ୬ ଯୁବକ ମୃତ

ରାଞ୍ଚି : ଝାଡଖଣ୍ଡର ଜାମସେଦପୁରରେ ନୂଆବର୍ଷରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌‌ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ କାରରେ ଆଦିତ୍ୟପୁର ବାସିନ୍ଦା…
Read More...

ଇଂରାଜୀ ନବବର୍ଷ ୨୦୨୪ ; ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଇଂରାଜୀ ନବବର୍ଷ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ବୋଲି…
Read More...

ଆୟୁ ବୃଦ୍ଧି ପାଇଁ ଶିବଶଙ୍କରଙ୍କୁ ଗାଈ ଘିଅ ଅର୍ପଣ କରନ୍ତୁ..

ଭଗବାନ ଶିବଶଙ୍କରଙ୍କୁ ଏହି ଉପାୟରେ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଆୟୁ ବୃଦ୍ଧି ପାଇଁ ଗାଈ ଘିଅ ଅର୍ପଣ କରନ୍ତୁ। ବାହନ ସୁଖ ପାଇଁ ମଲ୍ଲୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଶିବ ମନ୍ଦିରରେ ଗାଈ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା.. ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା.. ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି.. ଅରୁଣ ଷଡଙ୍ଗୀଙ୍କୁ ପୁଲିସ…
Read More...

ପଞ୍ଚାୟତ ସ୍ତରରେ ମାଣ୍ଡିଆ ବହୁଳ ଉତ୍ପାଦନ ସଚେତନତା କର୍ମଶାଳା

ଜି ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ବଡିମୁଣ୍ଡା ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ କୃଷି କାର୍ଯ୍ୟାଳୟ ସହାୟତା ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ସହଯୋଗରେ ସଂଯୋଜିକା…
Read More...

ଶୀତରେ ପିଅନ୍ତୁ ସୁପ୍‌‌

ବଟର – ୩ ଚାମଚ କର୍ଣ୍ଣଫ୍ଲୋର – ୧ ଚାମଚ କ୍ଷୀର – ୧କପ କଟା ଛତୁ – ୪୦୦ ଗ୍ରାମ କଟା ପିଆଜ – ୨ଟି ପାଣି – ୨କପ ଲୁଣ – ଅଳ୍ପ ଗୋଲମରିଚ ଗୁଣ୍ଡ – ଅଳ୍ପ କଟା ଧନିଆ ପତ୍ର – ଅଳ୍ପ ପ୍ରସ୍ତୁତି ପ୍ରଣାଳୀ –…
Read More...

ଏଣିକି ବିଳମ୍ବରେ ଅଫିସ୍‌‌ ଆସିଲେ କଟିବ ଦରମା ; ଲାଗୁ ହେଲା ନୂଆ ନିୟମ

ଭୁବନେଶ୍ୱର : ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଶନିବାର ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ…
Read More...

ନବନିର୍ମିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ : ନବନିର୍ମିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌‌ଘାଟିତା ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ବିମାନ ବନ୍ଦର ଉଦ୍‌‌ଘାଟନ କରିଛନ୍ତି। ମାତ୍ର ୨୦ ମାସରେ ମହର୍ଷି…
Read More...

ନବୀନ ନିବାସରେ ଜିଲ୍ଲା ସଂଗ୍ରାମୀ

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନ ତାତି ରାଜଧାନୀରେ ନବୀନ ନିବାସକୁ ପହଁଚିଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟାହ୍ନ ୧୨ଟାରେ…
Read More...

ମଧୁମେହ ରୋଗୀ କିସ୍‌‌ମିସ୍‌‌ ଖାଇବେ କି ନାହିଁ..

ମଧୁମେହ ରୋଗୀ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ, ମଧୁମେହ ରୋଗୀ କିସ୍‌‌ମିସ୍‌‌ ସେବନ କରି ପାରିବେ କି ନାହିଁ। କାରଣ ଏହାର ସ୍ୱାଦ ମଧ୍ୟ ମିଠା।…
Read More...

କୁହୁଡି କଷ୍ଟ ; ୮୦ ବିମାନ ଉଡାଣରେ ବିଳମ୍ବ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଘନ କୁହୁଡି କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଆଇଜିଆଇ…
Read More...

କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତିକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଛି। ସଂଶୋଧିତ ମାର୍ଗଦର୍ଶିକା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି। କାଳିଆ ଯୋଜନା ହିତାଧିକାରୀମାନଙ୍କ…
Read More...

ମାଛ ଧରିବାକୁ ଯାଇଥିଲେ, ଚାଲିଗଲା ଜୀବନ

ବ୍ରହ୍ମପୁର : ମାଛ ଧରିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ। ବ୍ରହ୍ମପୁର ଗୋପାଳପୁରରେ ଏହି ଅଘଟଣ ଘଟିଛି। ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଡଙ୍ଗାରେ ଥିବା…
Read More...

ଦୁର୍ଘଟଣାରେ ୨ ବାଇକ୍‌‌ ଆରୋହୀ ମୃତ

ମାଲକାନଗିରି : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ। ଅଜଣା ଗାଡି ଧକ୍କାରେ ୨ ବାଇକ୍‌‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଏମଭି-୯୬ ନିକଟରେ ଏହି ଦୁର୍ଘଟଣା ଘଟିଛି। ୨…
Read More...

ତାରିଣୀ ଦର୍ଶନ କରି ଘରକୁ ଫେରୁଥିଲେ; କଣ୍ଟେନରକୁ ଧକ୍କା ଦେଲା କାର, ଜଣେ ମୃତ

କେନ୍ଦୁଝରଗଡ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇ ଥିବା ଏକ କଣ୍ଟେନରକୁ କାରଟି ପଛ ପଟରୁ ଧକ୍କା ଦେବା ଫଳରେ…
Read More...

ଶନିବାର ଗୁଲାବ ଜାମୁନ ସେବନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ

ଶନିବାର ପ୍ରଭୁ ଶନିଦେବଙ୍କୁ ସମର୍ପିତ। ଶନିବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ ସକରାତ୍ମକ ପ୍ରଭାବ ମିଳିଥାଏ।  ଏହି ବାରରେ କେଉଁ ଖାଦ୍ୟ ଖାଇବା ଉଚିତ୍‌‌ ଓ ଅନୁଚିତ୍‌‌ ଜାଣନ୍ତୁ.. ଶନିବାର …
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିଏସକେୱାଇ - ନବୀନ କାର୍ଡର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ.. ରାସନ କାର୍ଡ ନଥିଲେ ମଧ୍ୟ ମିଳିବ ବିଏସକେୱାଇ -ନବୀନ କାର୍ଡ ଶୁକ୍ରବାର ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ଦିବସ.. କମିଶନରେଟ୍…
Read More...