ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି..
ସର୍ବସାଧାରଣ ଦର୍ଶନ ବନ୍ଦ..
ରାଜଧାନୀରେ ଧରାପଡିଲେ ତିନ୍ ପାହାଡ ଗ୍ୟାଙ୍ଗ୍..
ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍
୮ ଜଣ ଡକାୟତଙ୍କୁ ଗିରଫ କରିଛି ପୁଲିସ..
ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨..
ମୃତକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ..
ଭୁବନେଶ୍ୱର ରିଜର୍ଭ ଅଫିସରେ ଅଘଟଣ ..
ତାଲିମ ବେଳେ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ..
ବଲାଙ୍ଗୀର ମାଗୁରବେଢା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କରିଛନ୍ତି ଲୋକାର୍ପଣ..
ଚାଷୀ ଭାଇଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ – ମୁଖ୍ୟମନ୍ତ୍ରୀ
ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର..
ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି..
ଭଦ୍ରକ : ଶିଆଳ କାମୁଡାରେ ୬ ଆହତ..
ଆସାମରେ ବଡ ଧରଣର ସଡକ ଦୁର୍ଘଟଣା..
ବସ୍ ଟ୍ରକ୍ ସହ ଧକ୍କା ହୋଇ ୧୪ ଜଣଙ୍କ ମୃତ୍ୟୁ ୨୭ ଗୁରୁତର..



