www.samajalive.in
Friday, November 14, 2025
25.1 C
Bhubaneswar

ଗୁଣ ଜାଣି ଆଉ ଫିଙ୍ଗିବେ ନାହିଁ କଦଳୀ ଚୋପା; ଚମକିବ ତ୍ୱଚା

ତ୍ୱଚା ପାଇଁ ସଭିଏଁ ପ୍ରସାଧନ ସାମଗ୍ରୀ ସହ ବିିଭିନ୍ନ ଫେସ୍‌‌ପ୍ୟାକ୍‌‌ ମଧ୍ୟ ବ୍ୟବହାର କରି ଥାଆନ୍ତି। ତେବେ ଏଭଳି କିଛି ଘରୋଇ ସରଳ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ସେହିଭଳି ଏକ ଘରୋଇ ଉପାୟ ହେଉଛି କଦଳୀ ଚୋପା। ଅଧିକାଂଶ ସାଧାରଣତଃ କଦଳୀ ଖାଇ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି। କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ସେଭଳି ଜାଣନ୍ତୁ ତ୍ୱଚା ପାଇଁ ଏହାର ଚୋପା କେତେ ଉପକାରୀ।
କଦଳୀ ଚୋପାରେ ପ୍ରାକୃତିକ ତୈଳ ଥାଏ। ଯାହା ପ୍ରାକୃତିକ ଭାବେ ତ୍ୱଚାର ଶୁଷ୍କପଣ ଦୂର କରି ନରମ କରିଥାଏ।
ଭିଟାମିନ ଏରେ ଭରପୁର କଦଳୀ ଚୋପା, ତ୍ୱଚାକୁ ଖୁବ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
କଳଦୀ ଚୋପାରେ ତ୍ୱଚାକୁ ମାଲିସ କରିବା ଦ୍ୱାରା ମୁହଁ ଓ ଆଖିତଳର କଳାଦାଗ ଦୂର ହୋଇଥାଏ।
ତ୍ୱଚାରେ କୁଞ୍ଚନ ସମସ୍ୟା ଥିଲେ କଦଳୀ ଚୋପାର ନିଶ୍ଚୟ ବ୍ୟବହାର କରନ୍ତୁ।
ତ୍ୱଚାର ସନ୍‌‌ ବର୍ନ, ଜଳାପୋଡା, କୁଣ୍ଡାଇବା ସମସ୍ୟାକୁ ଏହା ଦୂର କରିଥାଏ।

Hot this week

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

Related Articles

Popular Categories