ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିଛନ୍ତି। ଶ୍ରୀ ମାଝୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ଗହଣରେ ହୋଲି ଖେଳିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ଶାନ୍ତି ଓ ଏକତାର ଅନନ୍ୟ ବାର୍ତ୍ତାବହ ଅଟେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ।
ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ pic.twitter.com/ElXEkEsWmS
— Samaja Live (@samajalive) March 15, 2025
Comments are closed.