www.samajalive.in
Sunday, December 7, 2025
14.1 C
Bhubaneswar

୨୧୪ ପାକ୍‌ ସୈନ୍ୟଙ୍କୁ ହତ୍ୟା କଲା ବିଏଲଏ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାରେ ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ବାଲୋଚ ଲିବରେସନ ଆର୍ମି(ବିଏଲଏ) ହତ୍ୟା କରିଛି। ଏ ନେଇ ବିଏଲଏ ପକ୍ଷରୁ ଦାବି କରାଯାଇଛି। ବନ୍ଦୀ ଅଦଳ ବଦଳ କରିବାକୁ ପାକ୍ ସରକାର ରାଜି ନ ହେବାରୁ ପଣବନ୍ଦୀମାନଙ୍କୁ ହତ୍ୟା କରାଯାଇଥିବା ବିଏଲଏ କହିଛି। ଏଥିପାଇଁ ସଂଗଠନ ପକ୍ଷରୁ ୪୮ ଘଣ୍ଟାର ଚରମ ସମୟସୀମା ଦିଆଯାଇଥିଲା। କିନ୍ତୁ ପାକ୍ ସରକାର ଏହାକୁ ଅଣଦେଖା କରିବାରୁ ଏହି ଗଣହତ୍ୟା କରାଯାଇଥିବା ବିଏଲଏ କହିଛି।

ଅନ୍ୟପଟେ ବିଏଲଏର ଏପରି ମନ୍ତବ୍ୟ ପରେ ପାକ୍‌ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରେନ ହାଇଜ୍ୟାକ ଘଟଣାରେ କେବଳ ୨୬ ପଣବନ୍ଦୀଙ୍କୁ ବିଏଲଏ ହତ୍ୟା କରିଥିବା ଗତ ଶୁକ୍ରବାର ପାକ୍ ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ବିଏଲଏର ଏପରି ଦାବି ପରେ ପାକିସ୍ତାନ ସରକାର ବଦନାମ ହେବା ଭୟରେ ତଥ୍ୟ ଲୁଚାଉଥିବା କୁହାଯାଉଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories