www.samajalive.in
Saturday, December 6, 2025
26.1 C
Bhubaneswar

ତୁଳସୀ ଗଛରେ ଅଦ୍ଭୁତ କୀଟ

ପାଟଣା :ସାହାରପଡା ବ୍ଲକ ଅନ୍ତର୍ଗତ ବଲାଣିପସି ଗ୍ରାମର ମନୋଜ ମହାନ୍ତଙ୍କ ବାଡ଼ିରେ ଥିବା ତୁଳସୀ ଗଛରେ ବୁଧବାର ସକାଳୁ ଅପରାହ୍ନ ୩ ଟା ଯାଏଁ ଏକ ଅଦ୍ଭୁତ କୀଟ ଦେଖାଯାଇଥିଲା । ବେଳେ ବେଳେ ଏହି କୀଟ ଜଗନ୍ନାଥଙ୍କ ମୁହଁ ଭଳି ଦେଖାଯାଉଥିବା ବେଳେ ଲୋକେ ଏହି ଭଳି ଅଦ୍ଭୁତ କୀଟ କେବେ ଆଖ ପାଖରେ ଦେଖି ନଥିବା କହୁଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories