www.samajalive.in
Saturday, December 6, 2025
14.1 C
Bhubaneswar

ମାଛ ଧରିବାକୁ ଯାଇଥିଲେ, ଚାଲିଗଲା ଜୀବନ

ବ୍ରହ୍ମପୁର : ମାଛ ଧରିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ। ବ୍ରହ୍ମପୁର ଗୋପାଳପୁରରେ ଏହି ଅଘଟଣ ଘଟିଛି। ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଡଙ୍ଗାରେ ଥିବା ଆଉ ୨ ଜଣ ସୁରକ୍ଷିତ ରହିଛନ୍ତି ବୋଲି ଜଣାପଡିଛି। ଶନିବାର ଭୋର ସମୟରେ ମାଛ ଧରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories