www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଏପରି କିଛି କାର୍ଯ୍ୟ ରହିଛି, ଯାହାକୁ କରିବା ଉଚିତ ନୁହେଁ। ସେହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ଜାତକରେ ଶନିଗ୍ରହଙ୍କ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ..
– ଶନିବାର ଦିନ ଲୁହାରେ ପ୍ରସ୍ତୁତ ଜିନିଷ ଦାନ କରନ୍ତୁ। ମାତ୍ର ଘରକୁ କଦାପି ଲୁହା ଜିନିଷ କିଣି ଆଣନ୍ତୁ ନାହିଁ।
– ଶନିବାର କାହାର ମଧ୍ୟ ଅପମାନ କରନ୍ତୁ ନାହିଁ।
– ଶନିବାର ଦିନ ଘରକୁ ସୋରିଷ ଆଣନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲରେ ଅଭିଷେକ କରାନ୍ତୁ। ସୋରିଷ ତେଲ ଦାନ ମଧ୍ୟ କରନ୍ତୁ।
– ଶନିବାର ଦିନ ଜୋତା ଚପଲ ମଧ୍ୟ କିଣନ୍ତୁ ନାହିଁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଅସଫଳତା ପ୍ରାପ୍ତି ହୋଇଥାଏ।
– ମାତ୍ର ଜୋତା ଚପଲ ଦାନ କରିପାରିବେ।
– ଶନିବାର କଳା ବିରି କିଣିବା ସହ ଏଥିରେ ଖେଚେଡ଼ି ପ୍ରସ୍ତୁତ କରି ଦାନ କରନ୍ତୁ।
ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ ..
ବାରମ୍ବାର ଟଙ୍କାପଇସାର ଅଭାବ ହୋଇଥାଏ।
ହଠାତ ଦାମୀ ଦ୍ରବ୍ୟ ହଜିବା।
କାର୍ଯ୍ୟରେ ସର୍ବଦା ବାଧା ସୃଷ୍ଟି ହେବା।
ପାଦ ସହ ଜଡ଼ିତ ରୋଗ ଲାଗି ରହିବା।
ଘରେ ଥିବା ପୋଷା ଜନ୍ତୁଙ୍କ ମୃତ୍ୟୁ ହୋଇଯିବା।
ବାରମ୍ବାର ବିବାଦରେ ପଡ଼ିବା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories