www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

- Advertisement -

ନୂଆବର୍ଷରେ ରାତି ୧ଟାରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ପ୍ରବଳ ଭିଡ଼ ପରିଲକ୍ଷିତ

ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ – ଶାଳୀନତାପୂର୍ଣ୍ଣ ବସ୍ତ୍ର ପରିଧାନ ସହ ପାନ-ଗୁଟ୍‌ଖା ବ୍ୟାନ୍‌

କେନ୍ଦୁଝର ଘସିପୁରା ଜାତୀୟ ରାଜପଥ-୨୦ ବାରିଗାଁ ଛକରେ କଣ୍ଟେନର ସହ କାର୍‌ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଆଜି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତ୍ରିଶୂଳିଆ ରତାଗଡ ନୂଆସାହିରେ ଶିଳାନ୍ୟାସ କାର୍ଯ୍ୟକ୍ରମ..

ବିଶ୍ୱ ଜନସଂଖ୍ୟା ଟପିଲା ୮୦୦ କୋଟି..

ଆଜି ଠାରୁ ହାଇକୋର୍ଟରେ ନୂଆ ନିୟମ – ଦାଖଲ ହୋଇଥିବା ମାମଲାର ଯାଞ୍ଚ ପରେ ମିଳିବ ନମ୍ବର..

ଜାନୁଆରୀ ୪ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା..

ନୂଆବର୍ଷରେ ରାଜ୍ୟ ସରକାର ଗଠନ କରିବେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ..

ଆଜି ଖୋଲା ରହିବ ନନ୍ଦନକାନନ ଓ ରାଜ୍ୟ ସଂଗ୍ରହାଳୟ..

ଶ୍ରୀ ରାମ ମନ୍ଦିରରେ ନବବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼..

ମର୍ମନ୍ତୁଦ  ; କାର ଦୁର୍ଘଟଣାରେ ୬ ଯୁବକ ମୃତ..

ଭୁବନେଶ୍ୱର : ଆଜି ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଭୁବନେଶ୍ୱରରୁ ତ୍ରିଶୁଳିଆ ଯାଏଁ ରୋଡ୍‌‌ ଶୋ’..ମେଟ୍ରୋ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୨୫୫ କୋଟି ଟଙ୍କା..

ଟେଷ୍ଟ ପରେ ଦିନିକିଆରୁ ଅବସର ଘୋଷଣା କଲେ ଡେଭିଡ୍‌‌ ୱାର୍ଣ୍ଣର..

ନୂଆବର୍ଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲୀୟ କ୍ରିକେଟର..

୩୭ ବର୍ଷୀୟ ୱାର୍ଣ୍ଣର ୧୬୧ଟି ଦିନିକିଆ ମ୍ୟାଚ୍‌‌ ଖେଳିଛନ୍ତି..

ନୂଆ ବର୍ଷରେ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ..

ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories