www.samajalive.in
Saturday, December 6, 2025
26.1 C
Bhubaneswar

ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ହରିଣ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ଏକ ହରିଣ ଉଦ୍ଧାର ହୋଇଛି। ଏଠାରେ ୨୫ ଟିକିଆ ହାତୀ ପଲ ଡେରା ପକାଇ ଥିବାବେଳେ ହାତୀପଲଙ୍କୁ ଦେଖିବା ପାଇଁ ଲୋକ ଗହଳି ଲାଗି ରହିଥିଲା । ହାତୀ ପଲଙ୍କ ଚଲାପଥରେ ଏହି ହରିଣ ପଡି ଯିବାରୁ ହରିଣଟି ଲୋକ ଗହଳିରେ ପଶିବା ସହ ଏକ ବୁଦା ମୂଳରେ ରହି ଯାଇଥିଲା । ହରିଣ ଦେଖିବା ପାଇଁ ସେଠାରେ ଥିବା ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ସାହାରପଡା ବନପାଳ ଭୁପତି ସେଠୀ ଓ ବନ କର୍ମଚାରୀ ହରିଣଟିକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନବିଭାଗ ସୂଚନା ଦେଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories