www.samajalive.in
Saturday, December 6, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ..

ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍‌‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ ..

- Advertisement -

ନିଶ୍ଚିନ୍ତକୋଇଲି ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ ; ନୂଆ ହିଟ୍ ଆଣ୍ଡ ରନ୍ ଆଇନର ବିରୋଧ..

ଏବେ ଟ୍ରକ ଏବଂ ବସ୍‌ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା..

ଜାପାନରେ ୧୫୫ ଥର ଭୂମିକମ୍ପ ; ୨୪ ମୃତ..

ନିଶ୍ଚିନ୍ତକୋଇଲିରେ ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କାରେ ମୃତ୍ୟୁ ସଂଖ୍ୟା ୩ , ୪୦ ଆହତ .. ୬୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ..

ଦକ୍ଷିଣ କୋରିଆରେ ବିରୋଧିଦଳ ନେତାଙ୍କୁ ଛୁରୀରେ ହତ୍ୟା ଉଦ୍ୟମ..

ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି..

ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା.. ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ..

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି..

ଅପରାହ୍ନ ଘ.୪.୦୦ ଟିକା ଠାରୁ ରାତ୍ର ଘ. ୮.୦୦ ଟିକା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ରାଉରକେଲା : ରାଉରକେଲାରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍‌‌..

ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଆର୍‌‌ଜିଏଚ୍‌‌ରେ ୩ ଜଣିଆ ଟିମ୍‌‌..

ଗତକାଲି ୨ ଜଣିଆ କେନ୍ଦ୍ରୀୟ ଟିମ୍‌‌ ପହଞ୍ଚି ଅନୁଧ୍ୟାନ କରିଥିଲେ..

ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ..

ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି..

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା..

ହାଇକୋର୍ଟ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ କହିଲେ କେନ୍ଦ୍ରମନ୍ତ୍ରୀ..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories