ଏହି ବାରରେ ନୂଆବର୍ଷ ; ସରଳ ଉପାୟରେ ମିଳିବ ଶୁଭଫଳ..

କିଛି ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୩। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷ ସୋମବାରରେ ଆରମ୍ଭ ହେଉଛି। ସୋମବାର ଦିନ ଭଗବାନ ଶଙ୍କରଙ୍କୁ ସମର୍ପିତ। ଏହି ଦିନ କିଛି ସରଳ ଉପାୟ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ…
Read More...

ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼ : ଟିଟିଲାଗଡ଼ରେ ସହରରେ ଅପରାଧ ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ବହୁ ପ୍ରତିକ୍ଷିତ ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ ହୋଇଛି। ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ,…
Read More...

ସ୍ମାର୍ଟସିଟିରେ ଚିନ୍ତା ବଢାଇଛି ହଇଜା ; ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଚିନ୍ତା ବଢାଇଛି ହଇଜା। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏଯାଏଁ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାମଧ୍ୟରେ ବୁଧବାର…
Read More...

ବନକଲାଗି ନୀତି ; ୪ଟାରୁ ରାତି ୮ଟା ସର୍ବ ସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ : ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ଶେଷ ପରେ ବନକଲାଗି ନୀତି ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବୁଧବାର ଅପରାହ୍ଣ…
Read More...

ଇସ୍ରାଏଲ-ହମାସ ଯୁଦ୍ଧ ; ଇସ୍ରାଏଲର ଆକ୍ରମଣରେ ୪୫ ମୃତ, ମୃତକଙ୍କ ମଧ୍ୟରେ ରହିଛି ୧୭ ଦିନର ନୀରିହ ଶିଶୁ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗାଜା ପଟ୍ଟୀରେ ଇସ୍ରାଏଲର ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ମଙ୍ଗଳବାର ଦିନ ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି…
Read More...

ପୁଣି ଫେରିଲା କରୋନା ; ଜଣେ ମୃତ !

ନୂଆଦିଲ୍ଲୀ : ପୁଣି ଫେରିଲା କରୋନା। ବେଙ୍ଗାଲୁରୁ କରୋନାରେ ଜଣକର ମୃତ୍ୟୁ ହୋଇଥିବା ନେଇ ବୁଧବାର ସୂଚନା ମିଳିଛି। କରୋନାରେ ମୃତ୍ୟୁ ନେଇ ଜାତୀୟ ଜଣମାଧ୍ୟମରେ ସୂଚନା ମିଳିଛି। ତେବେ ଏନେଇ କରୋନାରେ ମୃତ୍ୟୁ ନେଇ ସରକାରୀ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଇସ୍ରାଏଲ-ହମାସ ଯୁଦ୍ଧ.. ଗାଜା ପଟ୍ଟୀରେ ଇସ୍ରାଏଲର ଆକ୍ରମଣରେ ୪୫ ମୃତ.. ସ୍ମାର୍ଟସିଟି ରାଉରକେଲାରେ ମାଡୁଛି ହଇଜା.. ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ୬ ଜଣଙ୍କ ମୃତ୍ୟୁ..୧୪ ଶହରୁ ଅଧିକ ଆକ୍ରାନ୍ତ..…
Read More...

ଅପରେସନ ଗ୍ରୀନ ; ୧୦ ଏକର ଅଞ୍ଚଳରୁ ଗଞ୍ଜେଇ ଗଛ ନଷ୍ଟ

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ସାରାଡିଖୋଲ ଜଙ୍ଗଲରୁ ହରଭଞ୍ଜ ଆଇ. ଆଇ. ସି ନଳିନୀ ଦାସଙ୍କ ନେତୃତ୍ୱରେ ୧୦ଏକର ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଗଞ୍ଜେଇ ଗଛ କଟାଯାଇଥିବା ଜଣାପଡିଛି । ଗଛ କଟା…
Read More...

ଥରୁଛି ଓଡିଶା ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୧୦ ଡିଗ୍ରୀ ତଳେ ୧୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। 📌ଜି.ଉଦୟଗିରି ରେ #୫ଡ଼ିଗ୍ରୀ ଛୁଇଁଲା ପାରଦ…
Read More...

ମିଳିଲା ସରକାରଙ୍କ ପ୍ରତିଶ୍ରୁତି ; ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ହୋଇଛି। ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିବା ପରେ ଏହି…
Read More...

ନବବର୍ଷ ୨୦୨୪ : ଉପହାର ଦେବା ପୂର୍ବରୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ନେବ। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷରେ ସଭିଏଁ ପରସ୍ପରକୁ ଶୁଭେଚ୍ଛା ଜଣାଇ ଥାଆନ୍ତି। ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଉପହାର ମଧ୍ୟ ଦେଇ ଥାଆନ୍ତି। ଉପହାର ଦେବା ଦ୍ୱାରା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

କେନ୍ଦୁଝର : ଯୋଡିଆ ଘାଟିରୁ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣେ ଗିରଫ.. ରାଉରକେଲାରେ ଚିନ୍ତା ବଢାଇଲା ହଇଜା ; ମୃତ୍ୟୁ ସଂଖ୍ୟା ୬ ବାଙ୍ଗିରିପୋଷି : ଟ୍ରେନ ଧକ୍କାରେ ବୃଦ୍ଧ ମୃତ ବୁଧବାର…
Read More...

ସଂସଦରେ ସୁରକ୍ଷା ଭଙ୍ଗ ମାମଲା ; ଏଯାଏଁ ୧୪୧ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ଜାରି ରହିଛି ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା। ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ହୋଇଥିବା ହୋହଲ୍ଲା ପାଇଁ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଜାରି ରହିଛି। ୨ ଦିନ ମଧ୍ୟରେ ମଧ୍ୟରେ ୯୨ ସାଂସଦଙ୍କୁ ନିଲମ୍ବନ…
Read More...

ବନକଲାଗି ; କାଳିଆ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ : ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ଶେଷ ପରେ ବନକଲାଗି ନୀତି ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ଣ ୪ଟାରୁ ରାତି…
Read More...

ରାଉରକେଲାରେ ଚିନ୍ତା ବଢାଇଲା ହଇଜା ; ମୃତ୍ୟୁ ସଂଖ୍ୟା ୬

ରାଉରକେଲା : ରାଉରକେଲାରେ ଚିନ୍ତା ବଢାଇଲା ହଇଜ।। ରାଉରକେଲା ଝାଡାବାନ୍ତିର କାରଣ ହଇଜା ବୋଲି ମଙ୍ଗଳବାର ସାମ୍ନାକୁ ଆସିଛି। ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ଆର୍‌‌ଜିଏଚ୍‌‌ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି।…
Read More...

ଟ୍ରେନ ଧକ୍କାରେ ବୃଦ୍ଧ ମୃତ

ବାଙ୍ଗିରିପୋଷି : ବାଙ୍ଗିରିପୋଷି-ବାଲେଶ୍ବର ମେମୁ ପାସେଞ୍ଜର ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମଧ୍ୟାହ୍ନ ସମୟରେ ଟ୍ରେନଟି ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ବେଳେ ବୁଡାମାରା ଷ୍ଟେସନ ନିକଟରେ ଜଣେ…
Read More...

ଥରୁଛି ଓଡିଶା ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳରୁ ଅତି ଥଣ୍ଡା ଅନୁଭୂତ ହେଉଛି। ସୋମବାର ରାତି ସୁଦ୍ଧା ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ପ୍ରମୁଖ…
Read More...

ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର, କନିଷ୍ଠ କିରାଣୀ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ମଙ୍ଗଳବାର ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆପଡା : ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମୃତଦେହ ଉଦ୍ଧାର.. ପୁଲିସ ତଦନ୍ତ ଆରମ୍ଭ.. ସମ୍ବଲପୁର : ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ଭିଜିଲାନ୍ସ…
Read More...

ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୬

ବେଜିଙ୍ଗ : ଚୀନରେ ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ…
Read More...

ଶିମିଳିପାଳରୁ ପୁଣି ହାତୀର ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ନେସନାଲା ପାର୍କ ରେଞ୍ଜ କବାଟଘାଇ ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଶନିବାର ମୃତଦେହ ମିଳିବା ପରେ ରବିବାର ବ୍ୟବଚ୍ଛେଦ କରାଯାଇଛି।…
Read More...

ରୋଗୀ ସଂଖ୍ୟା ବୃଦ୍ଧି ନହେଲେ ସ୍ଵାସ୍ଥ୍ୟ କେନ୍ଦ୍ରର ବିକାଶ ଅସମ୍ଭବ : ସ୍ଵାସ୍ଥ୍ୟ ଅଧିକାରୀ

ଜି ଉଦୟଗିରି : କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହୋଇ ଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ କ୍ଷେତ୍ରରେ ଅଗ୍ରଗତି, ହୋଇ ପାରୁନାହିଁ। ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରୁ ସ୍ପଷ୍ଟ ହୋଇଛି। ପୂର୍ବରୁ…
Read More...

ଆସୁଛି ନୂଆବର୍ଷ : ଘରୁ ହଟାଇ ଦିଅନ୍ତୁ ଏସବୁ ଜିନିଷ

ଅଳ୍ପ କିଛି ଦିନ ମଧ୍ୟରେ ବିଦାୟ ନେବ ୨୦୨୩। ପାଦ ଥାପିବ ନୂଆବର୍ଷ ୨୦୨୪। ନବବର୍ଷକୁ ସଭିଏଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି। ସମସ୍ତେ ଇଚ୍ଛା କରିଥାଆନ୍ତି ନବବର୍ଷ ସଭିଁଙ୍କ ପାଇଁ ସୁଖସମୃଦ୍ଧି ଆଣୁ।…
Read More...

ଦେହରେ ସେଲୋ ଟେପ୍‌‌ ଲଗାଇ ଗଞ୍ଜେଇ ଚାଲାଣ

ଲମତାପୁଟ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ଦେହରେ ସେଲୋ ଟେପ୍‌‌ ଲଗାଇ ଗଞ୍ଜେଇ ଚାଲାଣ କରି ଧରାପଡିଲେ ଚାଲାଣକାରୀ। ଖବର ପାଇ ଗଞ୍ଜେଇ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବା ସହ ପ୍ରାୟ ୨୮ କେଜି ଗଞ୍ଜେଇ ଜବତ କରିଛି।…
Read More...

ଶୀତରେ ଥରୁଛି ସାରା ଓଡିଶା ; ୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ସୋମବାର ୧୦ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୮ ଡିଗ୍ରୀ ସହ ଜି.ଉଦୟଗିରି ଓ କିରେଇ ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଆଜି ରେକର୍ଡ…
Read More...

ଅସହାୟ ଅପରିଚିତ ମହିଳାଙ୍କୁ ଉଦ୍ଧାର କଲା ପୁଲିସ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଲଇଡା ଗ୍ରାମର ବସ୍ ଷ୍ଟାଣ୍ଡରେ ଥିବା ତାରା ହୋଟେଲ ବାରଣ୍ଡାରେ ରାତି ୮ଟା ସମୟରେ ଅସହାୟ ଅବସ୍ଥାରେ ବସିଥିବା ୫୦/୫୫ ବର୍ଷ ବୟସର ଜନୈକ ଅପରିଚିତ ମହିଳାଙ୍କୁ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ ; ନିଜକୁ କହୁଥିଲା ପିଏମଓ ଅଧିକାରୀ, ଡାକ୍ତର.. ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ – ମୁଖ୍ୟମନ୍ତ୍ରୀ.. ଶୀତରେ ଥରୁଛି ସାରା ଓଡିଶା.. ୧୦ ଡିଗ୍ରୀ…
Read More...

ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ ; ନିଜକୁ କହୁଥିଲା ପିଏମଓ ଅଧିକାରୀ, ଡାକ୍ତର

ଭୁବନେଶ୍ୱର : ଯାଜପୁରରୁ ଧରା ହେଲା କାଶ୍ମୀର ଆତଙ୍କୀ। କ୍ରାଇମବ୍ରାଞ୍ଚ ଏସଟିଏଫ କବ୍‌‌ଜାରେ ଶନିବାର ଧରା ପଡିଛି କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ। ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ ଗିରଫ କରିଛି। ଠକେଇ…
Read More...

ନବବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ : ଚମକିବ ଭାଗ୍ୟ, ପର୍ସରେ ରହିବ ଟଙ୍କା..

ନବବର୍ଷ ୨୦୨୪ ଆସିବାକୁ ଅଳ୍ପ ଦିନ ବାକି ରହିଛି। ସଭିଏଁ ଇଚ୍ଛା କରି ଥାଆନ୍ତି ନବବର୍ଷ ସେମାନଙ୍କ ପାଇଁ ସୁଖମୟ ହେଉ। ଏଥିପାଇଁ ଲୋକେ ନୂଆ ବର୍ଷରେ ଅନେକ ଜିନିଷ ଘରକୁ ଆଣି ଥାଆନ୍ତି। ଯାହା ଅନେକ ଶୁଭଫଳ ପ୍ରଦାନ କରିଥାଏ।…
Read More...

ମିଲେଟ ମିଶନ ସଂପର୍କିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ : ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ମିଲେଟ୍ ମିଶନର ପ୍ରଚାର ପ୍ରସାର ସହିତ ପଞ୍ଚାୟତସ୍ତରୀୟ ଅନୁଷ୍ଠାନ ଗୁଡ଼ିକରେ ଏହାକୁ ବହୁଳ ପ୍ରସାର କରିବା…
Read More...

ପୁରୀରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ଜିଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀା ସିଏମଓରେ ଜନଶୁଣାଣି ପରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର…
Read More...

ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକ ମନା

ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ମନ।। ନୂଆବର୍ଷରୁ ଶ୍ରୀମନ୍ଦିରରେ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକା ନିୟମ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡିଛି। ଭୋଗେଇ,କାଠ ଚାଙ୍ଗୁଡିରେ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ - ମୁଖ୍ୟମନ୍ତ୍ରୀ.. ଶୀତରେ ଥରୁଛି ସାରା ଓଡିଶା.. ୧୦ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରେକର୍ଡ.. ନଳୀକୁମ୍ପା ଜଙ୍ଗଲରେ ତଲାସି ଅଭିଯାନ..…
Read More...

ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଡେଲାଙ୍ଗ…
Read More...

ଶୀତରେ ଥରୁଛି ସାରା ଓଡିଶା; କିରେଇ ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୮.୩ ଡିଗ୍ରୀ ସହ କିରେଇ ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୮.୪, ଫୁଲବାଣୀ ୮.୫, କୋରାପୁଟ ୯.୫, ରାଣୀତାଲ…
Read More...

ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସବୁଜ ବୈଦ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗୁଞ୍ଜିବାଡ଼ି ପଂଚାୟତ ବଣ୍ଡାଗୁଡ଼ା ଗ୍ରାମ ଠାରେ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳ। ଅନୁଷ୍ଠିତ ହୋଇଛି…
Read More...

ଚୋରି ସାମଗ୍ରୀ କିଣାକୁ ନେଇ କବାଡିଆ ଗୋଦାମରେ ତୁମୁଳକାଣ୍ଡ

କଳାପଥର : କଳାପଥର ପଂଚାୟତ ଅନ୍ତର୍ଗତ ଲେମ୍ବେରୀ ଜଳ ସେଚନ ପ୍ରକଳ୍ପରେ ଜଳ ସଂରକ୍ଷଣ କରି ରଖିବାକୁ ସରକାରଙ୍କ ସେଚ ବିଭାଗ ପକ୍ଷରୁ ଲଗାଯାଇଥିବା ଏକ ଲୁହା ଗେଟ୍ ଗତ ଦୁଇଦିନ ତଳେ ଚୋରି ହୋଇଯାଇଥିଲା । ଏଥି ନେଇ ସ୍ଥାନୀୟ…
Read More...

ଗୋପବନ୍ଧୁ ବିଜ୍ଞାନ କଲେଜରେ ଯୋଗ ଶିବିର

ଆଠଗଡ : ଗୋପବନ୍ଧୁ ବିଜ୍ଞାନ କଲେଜରେ ନୂଆ ଓ ଏବଂ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏହାକୁ ଉଦଘାଟନ କରିବା ସହ ଯୋଗର…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ଆଉ ୫ ବର୍ଷ ପାଇଁ ବୃଦ୍ଧି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶପଥ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା.. ଢେଙ୍କାନାଳ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ…
Read More...

ବ୍ୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ କ’ଣ ? ପାର୍ଲର ଯାଉଥିଲେ ଜାଣି ରଖନ୍ତୁ..

ପ୍ରତ୍ୟେକଙ୍କୁ ସୁନ୍ଦର,ରେଶମୀ କେଶ ପସନ୍ଦ। ତ୍ୱଚାର ସୌନ୍ଦର୍ଯ୍ୟ ପ୍ରତି ମଧ୍ୟ ସମସ୍ତେ ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ପାର୍ଲର ଯାଇଥାଆନ୍ତି। କେଶ ଓ ତ୍ୱଚାର ଯତ୍ନ ପାଇଁ ଅନେକ ଜିନିଷ ବ୍ୟବହାର…
Read More...

ଗାଁରେ ସ୍ୱଚ୍ଛତା ସଚେତନତା

ଟିଟିଲାଗଡ଼ : ଗ୍ରାମାଞ୍ଚଳରେ ସ୍ୱଚ୍ଛତା ନେଇ ଉଦ୍ୟମ ଆରମ୍ଭ ହେବା ସହ ଉତ୍ସାହ ସୃଷ୍ଟି କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନରେନ ପଞ୍ଚାୟତରେ ଏନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ…
Read More...

ବଢୁଛି ଶୀତ ; ୧୦ ଡିଗ୍ରୀ ତଳେ ୭ ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। pic.twitter.com/8X2Ow01UQx— Meteorological Centre,…
Read More...

ଶପଥ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଭଜନଲାଲ ଶର୍ମା ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ରାସ୍ତାକଡ ମାଛ ଓ ମାଂସ ଦୋକାନରେ ସିଏମସିର ଚଢାଉ

କଟକ : ରାସ୍ତାକଡ ମାଛ ଓ ମାଂସ ଦୋକାନରେ ଶୁକ୍ରବାର ସିଏମସି ପକ୍ଷରୁ ଚଢାଉ କରାଯାଇଛି। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମ୍‌‌ର ଚଢାଉା ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଚଢାଉ ଚାଲିଛିା…
Read More...

ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ପରୀକ୍ଷା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଢେଙ୍କାନାଳ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ.. ବୌଦ୍ଧ : ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ ଜାରି.. ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ.. ଭୁବନେଶ୍ୱର : ରାଜ୍ୟରେ…
Read More...

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଶୁକ୍ରବାର ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା କଣ୍ଟାବଣିଆ ଥାନା ମାନପୁର ଗାଁରେ ଘଟିଛି। ଜେନେରେଟର ଧୂଆଁରେ ଶ୍ୱାସୁରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ…
Read More...

ଚୋରି କରିବା ପରେ ଘରେ ନିଆଁ ଲଗାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରିବା ସହ ସେଠାରେ କଳା କନା ବୁଲାଇ ,ଘରେ ନିଆଁ ଲଗାଇ ଫେରାର…
Read More...

ଚାଷ ଜମି ଉପରେ ଠିକାସଂସ୍ଥା କ୍ୟାମ୍ପ ; ନିୟମ ଫାଙ୍କୁଛି କମ୍ପାନୀ

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ବୀରନରସିଂହପୁର ଆର.ଆଇ.ସର୍କଲର କେଳାକଟାଠାରେ ଏକ ବେସରକାରୀ ଠିକାସଂସ୍ଥା କମ୍ପାନୀ ଚାଷଜମି ଉପରେ କ୍ୟାମ୍ପ କରି ନିୟମ ଫାଙ୍କୁଥିବା ଦେଖିବାକୁ ମିଳିଛି। ଏହା ସତ୍ୱେ ରାଜସ୍ୱ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ବଢୁଛି ଶୀତ..୧୫ ଡିଗ୍ରୀ ତଳେ ୨୪ ସହରର ତାପମାତ୍ରା .. କେନ୍ଦୁଝର ସବୁଠାରୁ ଥଣ୍ଡା ସହର.. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ.. ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ…
Read More...

ଫ୍ରିଜ୍‌‌ରେ ଖାଦ୍ୟ ରଖୁଥିଲେ : ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ଫ୍ରିଜରେ ସାଧାରଣତଃ ଫଳ, କଞ୍ଚା ପନିପରିବା,କ୍ଷୀର ଠାରୁୁ ଆରମ୍ଭ କରି ଅଧିକାଂଶ ବଳକା ଖାଦ୍ୟକୁ ମଧ୍ୟ ଫ୍ରିଜରେ ରଖି ଥାଆନ୍ତି। କେତେକ ସମୟରେ ଦେଖାଯାଏ ଲୋକେ ଗୋଟିଏ ଖାଦ୍ୟକୁ ୨ରୁ୩ ଦିନ ରଖି ମଧ୍ୟ ଖାଇଥାଆନ୍ତି। ମାତ୍ର…
Read More...

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ରେ ଶେଷ ହେବ। ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୁଧବାର ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ମିଳିଛି। ୨୦ ତାରିଖରେ ଓଡିଆ, ୨୩ରେ…
Read More...

ବନ୍ଧପଡାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଦେଓଗାଁ : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧୁବାର ୧୨ ଟାରେ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
Read More...

ଲୋକସଭାରେ ହଇଚଇ; ଆଖି ପିଛୁଳାକେ ଆସି ବେଞ୍ଚରୁ ବେଞ୍ଚ ଡେଇଁ ଧୂଆଁ ଛାଡିଲେ ୨ ଅଜ୍ଞାତ ଯୁବକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନର ବୁଧବାର ଅଷ୍ଟମ ଦିନ। ଲୋକସଭା ଚାଲିଥିବା ସମୟରେ ହଠାତ୍‌‌ ଦର୍ଶକ ଗ୍ୟାଲେରୀରୁ ୨ ଅଜ୍ଞାତ ଯୁବକ ଡେଇଁ ହଇଚଇ ସୃଷ୍ଟି କରିଛନ୍ତି। ଏହି ୨ ଯୁବକଙ୍କୁ କାବୁ କରି ସାଂସଦ…
Read More...

ଭିଜିଲାନ୍ସ ଜାଲରେ ଫସିଲେ ସବ୍‌‌ ରେଜିଷ୍ଟ୍ରାର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲା ସବ୍‌‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଟିମ୍‌‌ ଚଢାଉ କରିଛି।…
Read More...

ଜିଲ୍ଲା ସ୍ତରୀୟ ବୈଜ୍ଞାନିକ ମେଳା

ଟିଟିଲାଗଡ଼ : ସ୍ଥାନୀୟ ବାଳକ ହାଇସ୍କୁଲ ପରିସରରେ ଦ୍ବିଦିବସୀୟ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବୈଜ୍ଞାନିକ ମେଳା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା କାର୍ଯ୍ୟକ୍ରମର ସଭାପତି ଧ୍ରୁବ ଚରଣ ବେହେରା…
Read More...

ଲୋଡିଙ୍ଗ ପାଇଁ ବେଆଇନ ଟଙ୍କା ଆଦାୟ, ଜଣେ ଗିରଫ

ବ୍ରଜରାଜନଗର : ଏମସିଏଲ କୋଇଲା ଖଣି ଗୁଡ଼ିକରେ ଚାଲିଥିବା ବେଆଇନ ଟଙ୍କା ଆଦାୟ ବିରୋଧରେ ପୁଲିସ ତରଫରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୁଲିସ ବେଆଇନ ଟଙ୍କା ଆଦାୟ କରୁଥିବା ଗୋଷ୍ଠୀର ଜଣକ ପରେ ଜଣକୁ ଗିରଫ…
Read More...

୩୦ ଲକ୍ଷର ଧଳାଜହର ଜବତ

ଜଲେଶ୍ୱର : ପୁଣି ଜବତ ହେଲା ଧଳାଜହର। ବୁଧବାର ଜଳେଶ୍ୱରରୁ ୩୦୦ ଗ୍ରାମର ଧଳାଜହର ଜବତ କରାଯାଇଛି। ଚଢାଉ କରି ପୁଲିସ ଜବତ କରିଥିବା ବେଳେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ…
Read More...

୪ ବର୍ଷର ଶିଶୁକୁ କୁକୁର ଝୁଣି ମାରିବା ଘଟଣା ; ୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା

ପୁରୀ : ପୁରୀରେ ଶିଶୁକୁ କୁକୁର କାମୁଡି କାମୁଡି ମାରିଦେବା ଘଟଣାରେ ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ବୁଧବାର ପୁରୀ ପୌରପାଳିକାକୁ ହାଇକୋର୍ଟ ନିର୍ଦ୍ଦେଶ…
Read More...

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଭବାନୀପାଟଣା : ସଦର ଥାନା ଅନ୍ତର୍ଗତ ଥୁଆପଦର ପଞ୍ଚାୟତର ଗୋଇପିଟା ଗାଁରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଭୋରରେ ପାରିବାରିକ କଲହରୁ ସେହି ଗାଁର ମୋହନ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : କେନ୍ଦୁଝର ସବୁଠାରୁ ଥଣ୍ଡା ସହର.. ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ ୪ ବର୍ଷର ଶିଶୁକୁ କୁକୁର ଝୁଣି ମାରିବା ଘଟଣା .. ୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା.. ଜଳେଶ୍ୱରରୁ ୩୦୦…
Read More...

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ରାଜେନ୍ଦ୍ର ଶୁକ୍ଲା ଓ ଜବଦୀଶ ଦେଓଡା ଶପଥ ନେଇଛନ୍ତି। ଭୋପାଳରେ ଶପଥ…
Read More...

ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୨୪ ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢି ଚାଲିଛି ଥଣ୍ଡା। ୧୫ ଡିଗ୍ରୀ ତଳେ ୨୪ ସହରର ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଫୁଲବାଣୀ ୧୦,…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଡିସେମ୍ବରରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ; ପୁଣି ଲୁଟିଲେ ସୁନାଗହଣା,ଟଙ୍କା.. ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା…
Read More...

ରସୁଣ ଖାଇଲେ ଆଉ ରହିବନି ଘୁଙ୍ଗୁଡି ସମସ୍ୟା..

ଅନେକ ଲୋକେ ଶୋଇବା ସମୟରେ ଖୁବ୍‌‌ ଜୋରରେ ଘୁଙ୍ଗୁଡି ମାରିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ.. ପୁଦିନା ପତ୍ରର ତେଲକୁ ଉଷୁମ ପାଣିରେ ପକାଇ ଗାର୍‌‌ଗେଲ୍‌‌…
Read More...

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

କାମାକ୍ଷାନଗର : କାମାକ୍ଷାନଗର ଉପ ଡାକଘର ସାମ୍ନାରେ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଦେଖିବାକୁ ମିଳିଛି। ଦେଶ ବ୍ୟାପି ଏହି ଧର୍ମଘଟରେ ସମସ୍ତ ଜିଡିଏସ ମାନେ ଭାଗ ନେଇଛନ୍ତି । ଜିଡିଏସ ମାନଙ୍କୁ ୪…
Read More...

ଶୀତଦିନିଆ ଫେସ୍‌‌ ପ୍ୟାକ୍‌‌..

ଶୀତଦିନେ ତ୍ବଚା ଓ କେଶର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ। ଏଭଳି କେତେକ ଫେସ୍‌‌ ପ୍ୟାକ୍‌‌ ବିଷୟରେ ଜାଣନ୍ତୁ, ଯାହା ଶୀତଦିନେ ତ୍ୱଚା ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ.. ଥଣ୍ଡା ପରିବେଶ କାରଣରୁ ଆମ ତ୍ବଚାରେ…
Read More...

ଯୁବ ଓଡିଶା ନବୀନ ଓଡିଶା -ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ସ୍ଥିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ…
Read More...

୧୪ ମାସ ପରେ ଜେଲ୍‌‌ରୁ ବାହାରିଲେ ହନିଟ୍ରାପ କୁଇନ୍‌‌ ଅର୍ଚ୍ଚନା ନାଗ

ଭୁବନେଶ୍ୱର : ଝାରପଡା ଜେଲରୁ ମଙ୍ଗଳବାର ହନିଟ୍ରାପ କୁଇନ୍‌‌ ଅର୍ଚ୍ଚନା ନାଗ ବାହାରିଛନ୍ତି। ଦୀର୍ଘ ୧୪ ମାସ ପରେ ଜେଲ୍‌‌ରୁ ବାହାରିଛନ୍ତି। ଜେଲରୁ ବାହାରି ନିଜ ପ୍ରତିକ୍ରିୟା ରଖି ଅର୍ଚ୍ଚା କହିଛନ୍ତି, କୋର୍ଟଙ୍କ ଉପରେ…
Read More...

ବିଦ୍ୟୁତ ସଟ ସର୍କିଟରୁ ୬ ବଖରା ଘର ସହ ୫୦ଲକ୍ଷ ଟଙ୍କାର ସମ୍ପତି ନଷ୍ଟ

ଧାମରା : ଧାମରା ନିକଟସ୍ଥ ପଞ୍ଚୁଟିକ୍ରି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ବଖରା ଘର ପୋଡି ପାଉଁଶ ହୋଇ ଯାଇଥିବା ବେଳେ ୫୦ ଲକ୍ଷ ଟଙ୍କାର ସମ୍ପତି ମଧ୍ୟ ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ବିଦ୍ୟୁତ ସଟ୍ ସର୍କିଟରୁ ଏହି…
Read More...

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ, ଡାକସେବା ବନ୍ଦ

ଧାମରା : ଚାନ୍ଦବାଲି ନିକଟସ୍ଥ ଧାମରା ସବ ପୋଷ୍ଟ ଅଫିସ ଠାରେ ମଙ୍ଗଳବାର ଗ୍ରାମୀଣ ଡାକ ସେବକ ମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। ୫ଟି ବ୍ରାଞ୍ଚର ୧୪ ଜଣ କର୍ମଚାରୀ ସେମାନଙ୍କ ନାର୍ଯ୍ୟ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଡିସେମ୍ବରରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ; ପୁଣି ଲୁଟିଲେ ସୁନାଗହଣା,ଟଙ୍କା.. ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା…
Read More...

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌‌ ୨ ମୃତ, ୨ ଗୁରୁତର..

ଭଦ୍ରକ : ଭଦ୍ରକରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏକ କାର୍‌‌ ବିଦ୍ୟୁତ ଖୁଣ୍ଟକୁ ପିଟିବା ପରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ହୋଇଛନ୍ତି। ରାଣୀତାଲ ଛକ…
Read More...

ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୨ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୯.୪ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ରାତି ତାପମାତ୍ରା ୯.୫ ଡିଗ୍ରୀ…
Read More...

ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ; ପୁଣି ଲୁଟିଲେ ସୁନାଗହଣା,ଟଙ୍କା

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ। ଭୁବନେଶ୍ୱର ଗାଡକଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ସିରିଜ ଲୁଟ୍‌‌ ହୋଇଥିବା ନେଇ ମଙ୍ଗଳବାର ଜଣାପଡିଛି। ଗୋଟିଏ ରାତିରେ…
Read More...

ଡିସେମ୍ବରରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର : ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀା ଡିସେମ୍ବର ମାସରେ ମୋଦୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସମ୍ଭାବନା ରହିଛି। ପଶ୍ଚିମ ଓଡିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ପାରନ୍ତି। ଏନେଇ…
Read More...

ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

ଫୁଲବାଣୀ :  ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ନେଇ ଜଣେ ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀନୀ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସହ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ…
Read More...

ଦିନ ୩ଟା ମୁଖ୍ୟ ଖବର

ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କର ପରଲୋକ .. ଦୈନିକ ଖବର କାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ.. ଏଥିସହ ପୂର୍ବରୁ ସେ ଅନେକ ପ୍ରତିଷ୍ଠିତ ଖବରକାଗଗରେ କାର୍ଯ୍ୟ କରିଛନ୍ତି.. ଦୂରଦର୍ଶନ ଏବଂ ଆକାଶବାଣୀରେ…
Read More...

‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ…
Read More...

ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ

ଆସିକା : ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ। ସେ କଲେଜରେ ପାଠ ପଢୁଥିଲେ ବୋଲି ଜଣାପଡିଛି। ଭେଟନଇ ଗାଁରେ ପେଟ୍ରୋଲ ଢାଳି ହୋଇ ନିଜକୁ ନିଜେ ନିଆଁ ଲଗାଇ ଦେଲେ। ଏହାପରେ ସେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ…
Read More...

ସୁକ୍‌‌ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର

ଛତିଶଗଡ : ଛତିଶଗଡ ସୁକ୍‌‌ମାରେ ସୋମବାର ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆରପିଏଫ ଓ କୋବ୍ରା ବାଟାଲିଅନକୁ ମାଓବାଦୀ ଟାର୍ଗେଟ କରିଛନ୍ତି। ସାଲାଟଙ୍ଗ ନିକଟରେ ମାଓବାଦୀ ବିସ୍ଫୋରଣ…
Read More...

ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌‌ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମରୁ ଏହି ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଲୁଟ୍‌‌ ହୋଇଛି।…
Read More...

ଜମି ବାଡି ବିବାଦରୁ ବାପାପୁଅଙ୍କୁ ଏସିଡ୍‌‌ ମାଡ

କୃଷ୍ଣପ୍ରସାଦ : ବାପାପୁଅଙ୍କୁ ଏସିଡ୍‌‌ ମାଡ ହୋଇଥିବା ଖବର ସୋମବାର ସାମ୍ନାକୁ ଆସିଛି। ଏଥିରେ ଉଭୟ ବାପାପୁଅ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଘଟିଛି। ଗୁରୁତର ବାପା ପୁଅଙ୍କୁ…
Read More...

ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମାଛ ; ମାଛର ମୂଲ୍ୟ ୨୫ ଲକ୍ଷ

ପାରାଦୀପ : ପାରାଦୀପ ସମୁଦ୍ରରୁ ସୋମବାର ବିରଳ ମୂଲ୍ୟବାନ ତେଲିଆ ମାଛ ମିଳିଛି। ମୋଟ୍‌‌ ୧୭ଟି ମାଛ ମିଳିଛି। ମାଛ ଗୁଡିକର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହେବ। ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ନେଇ…
Read More...

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ। ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା।୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସୁନ୍ଦରଗଡ କିରେଇର ରାତି ତାପମାତ୍ରା ୯.୫ ଡିଗ୍ରୀ। ସେହିପରି ୧୫…
Read More...

ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲା.. ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲାରେ ସୋମବାର ରାୟ ଆସିଛି। ଧାରା ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ଆସିଛି। ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ।…
Read More...

ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯାତନାର ଶିକାର ହୋଇଥିଲେ। କୌଶଳ କ୍ରମେ ଖସି ଆସିଥିଲେ…
Read More...

ବାସୁଦେବପୁରରେ ‘ସମାଜ’ ପରିବାର ପକ୍ଷରୁ ପାଠକ ମଞ୍ଚ

ବାସୁଦେବପୁର : ‘ସମାଜ’ ଏକ ଖବର କାଗଜ ନୁହେଁ , ଏହା ଏକ ଅନୁଷ୍ଠାନ । ସାମାଜିକ ପରିବର୍ତ୍ତନର ମୁଖ୍ୟ ସ୍ୱର ପାଲଟିଛି । ଯାହାର ପ୍ରତିଛବି ପ୍ରତିଟି ଜନମାନସକୁ ଆନ୍ଦୋଳିତ କରିଛି । ଦୀର୍ଘ ୧୦୪ ବର୍ଷର ଜୟଯାତ୍ରାରେ…
Read More...

ଦନ୍ତା ଆକ୍ରମଣରେ ଗୁରୁତର ରେଞ୍ଜରଙ୍କ ମୃତ୍ୟୁ

ନର୍ଲା/ଭବାନୀପାଟଣା : ଦନ୍ତା ଆକ୍ରମଣରେ ଗୁରୁତର କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ (୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନ ୧୦: ୩୦ରେ ପ୍ରଶାନ୍ତ କୁମାର ପାଲୋ…
Read More...

ନିଖୋଜ ଥିଲେ ୨ ଶିଶୁ ; ସକାଳୁ କୂଅରୁ ମିଳିଲା ମୃତଦେହ

ଢେଙ୍କାନାଳ : କୂଅରେ ପଡି ଚାଲିଗଲା ୨ ଶିଶୁଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ମଧୁସାହୁ ପାଟଣା ବିମ୍ବୋଳି ଗାଁରେ ଘଟିଥିବା ରବିବାର ଜଣାପଡିଛି। ମୃତ ୨ ଶିଶୁ ନଟକଟା ଗାଁର ହୋଇଥିବା ବେଳେ…
Read More...

ଗାଧୁଆ ଘରେ ଅଯଥାରେ ପାଣି ନଷ୍ଟ କରୁଛନ୍ତି କି?

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଗାଧୁଆ ଘର ପାଇଁ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ରହିଛି। ଗାଧୁଆ ଘରେ ବାଲତିକୁ କଦାପି ଖାଲି ରଖନ୍ତୁ ନାହିଁ। ବାଲତିରେ ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ। ଗାଧୁଆ ଘରେ କଦାପି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଲାଙ୍ଗୀର : ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢାଉ.. ଏସବିଆଇ ମୁଖ୍ୟ ଶାଖାରେ ୧୬୦ କୋଟି ଟଙ୍କା ଗଣତି ସରିଲାଣି.. ଶନିବାର ରାତି ସୁଦ୍ଧା ୧୬୦ କୋଟି ଗଣତି ସରିଥିବା ସୂଚନା.. ବଲାଙ୍ଗୀର : ରବିବାର ମଧ୍ୟ ସୁଦପଡା…
Read More...

ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର

ନର୍ଲା /ଭବାନୀପାଟଣା : ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର। କଳାହାଣ୍ଡି ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ ରବିବାର ପୂର୍ବାହ୍ନ ୧୦: ୩୦ରେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ…
Read More...

ଏଟିଏମରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୁଳ : ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍‌‌। କଟରରେ କାଟି ଏଟିଏମରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ତାଳଚେର ବଲହର ଛକରେ ଥିବା ଏସବିଆଇ ଏଟିଏମରୁ ଏହି ଲୁଟ୍‌‌ ହୋଇଛି। ବିଳମ୍ବିତ ରାତିରେ ଟଙ୍କା ଲୁଟି ଫେରାର ହୋଇ…
Read More...

ପର୍ଯ୍ୟଟନ ଋତୁ ଆରମ୍ଭ ; ଭୀମକୁଣ୍ଡ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକ ଅସନ୍ତୋଷ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପାଣ୍ଡବ ମାନେ ଦ୍ବାପର ଯୁଗରେ ଅଜ୍ଞାତ ବାସରେ ଥିବା ବେଳେ ଏହିଠାରେ ସ୍ନାନ କରିବା ସହିତ ତୃଷ୍ଣା ମେଣ୍ଟାଇ ଥିଲେ। ତେଣୁ ଏହାର ନାମକରଣ…
Read More...

ଅଜାଙ୍କ ସହ ବୁଲିଯାଇଥିଲେ, ବିଦ୍ୟୁତ୍‌‌ ତାର ନେଲା ନାତିଙ୍କ ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଠା ବ୍ଲକ ସିଂହପାଲି ଗାଁରୁ ରବିବାର ଏକ  ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ନିକଟ ଜଙ୍ଗଲରେ ବାର୍‌‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି…
Read More...

ଡମ୍ଫର-କାର୍‌‌ ଧକ୍କା ; ନିଆଁ ଲାଗି ୮ ବରଯାତ୍ରୀ ଜୀବନ୍ତ ଦଗ୍ଧ

ଲଖନଉ : ଉତ୍ତରପ୍ରଦେଶ ବରେଲୀର ଭୋଜୀପୁରା ନୈତିତାଲ ରାଜପଥରେ ଶନିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭୋଜୀପୁରା ଥାନା ଠାରୁ କିଛି ଦୂରରେ ଏକ ଡମ୍ଫର ସହ ଧକ୍କା ହେବା ପରେ ଏକ କାର୍‌‌ରେ ନିଆଁ…
Read More...

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ହୋଇଥାଏ ଉତ୍ତମ ସ୍ବାସ୍ଥ୍ୟ, ଧନ ପ୍ରାପ୍ତି

ରବିବାର ପ୍ରଭୁ ସୂର୍ଯ୍ୟଦେବତାଙ୍କୁ ସମର୍ପିତ। ପ୍ରତି ରବିବାର ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ…
Read More...

୨୦୨୩ ଚଇତି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଚିତ୍ରଙ୍କନ ଓ ଭାଷଣ ପ୍ରତିଯୋଗିତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ମାସ୧୧ତାରିଖରେ ହେବାକୁ ଥିବା ୨୦୨୩ ଚଇତି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ,ଚିତ୍ରଙ୍କନ ଓ ଭାଷଣ ପ୍ରତିଯୋଗିତା କରାଯାଇଥିବା ଦେଖିବାକୁ ମିଳିଛି।…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମମନ୍ଦିରର ଗର୍ଭଗୃହର ଫଟୋ.. କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…
Read More...