www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ – ମୁଖ୍ୟମନ୍ତ୍ରୀ..

ଶୀତରେ ଥରୁଛି ସାରା ଓଡିଶା.. ୧୦ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରେକର୍ଡ..

- Advertisement -

ନଳୀକୁମ୍ପା ଜଙ୍ଗଲରେ ତଲାସି ଅଭିଯାନ..

ଶୁକ୍ରବାର ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିଲା..

ଗୁରୁବାର ପୁଲିସ-ମାଓବାଦୀ ଗୁଳି ବିନିମୟ ପରେ ଚାଲିଛି କୁମ୍ବିଂ ଅପରେସନ..

ଉମରକୋଟ : ଟ୍ରକ ଧକ୍କାରେ ବାଇକ୍‌‌ ଆରୋହୀ ଶ୍ୱଶୁର-ଜ୍ୱାଇଁ ମୃତ..

ରାଇଘର ଡିଏନକେ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା..

ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଦୁର୍ଘଟଣା..

ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଦୁର୍ଘଟଣା..

ଦୁଇ ସାଙ୍ଗ ମୃତ..

ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ମନା.. ନୂଆବର୍ଷରୁ ଶ୍ରୀମନ୍ଦିରରେ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ..

ଧନୁ ସଂକ୍ରାନ୍ତି .. ଦେବାଳୟରେ ଶ୍ରଦ୍ଧାଳୁ କଲେ ମୁଆଁ ଭୋଗ.. ଶନିବାର ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories