www.samajalive.in
Saturday, December 6, 2025
15.1 C
Bhubaneswar

ଥରୁଛି ଓଡିଶା ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୧୦ ଡିଗ୍ରୀ ତଳେ ୧୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର।


ଫୁଲବାଣୀ ୭, କିରେଇ ୭.୫, ଅନୁଗୁଳ ଓ କୋରାପୁଟ ୮, ସେମିଳିଗୁଡା ୮.୪, ଦାରିଙ୍ଗବାଡି ୮.୫, କେନ୍ଦୁଝର ଓ ରାଉରକେଲା ୮.୬ ଡିଗ୍ରୀ, ସୁନ୍ଦରଗଡ ୮.୮, ଭବାନୀପାଟଣା ୮.୯, ରାଣୀତାଲ ୯, ଝାରସୁଗୁଡା ୯.୨, ସୋନପୁର ୧୦, କଟକ ଓ ଭୁବନେଶ୍ୱର ରାତି ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories