ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ଏହାପରେ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ବନକଲାଗି.. ଅପରାହ୍ନ.୫ଟାରୁ ରାତ୍ର ୯ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ.. ରସୁଲଗଡରେ ସଡକ ଦୁର୍ଘଟଣା ; ଜଣେ ମୃତ.. ସୋର : ମାଆର ମୃତଦେହକୁ ନେଇ ୨ ଭାଇଙ୍କ ମଧ୍ୟରେ ଟଣାଓଟରା.. ବାଳଙ୍ଗ ପଞ୍ଚାୟତ…
Read More...

ରସୁଲଗଡରେ ସଡକ ଦୁର୍ଘଟଣା ; ଜଣେ ମୃତ

ଭୁବନେଶ୍ୱର : ଆଜି ରସୁଲଗଡ ଛକ ନିକଟରେ ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଣେ ସ୍କୁଟି ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଘଟଣା…
Read More...

ବେଦାନ୍ତ ଲିମିଟେଡ ଓ ହସ୍ପିଟାଲ ତରଫରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର

ଲାଞ୍ଜିଗଡ : ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଏବଂ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡଠାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ…
Read More...

ଆଜି ବନକଲାଗି ; ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ମାର୍ଗଶୀର-କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, ବାହାରପଟୁ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି.. ପାକିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ,ପାକିସ୍ତାନ, ନିଉ ଗିନି, ସିଜାଙ୍ଗରେ…
Read More...

ରାଜଧାନୀରେ ଧରାପଡିଲେ ଲୁଟେରା ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ଧରି ଲୁଟେରାଙ୍କ ଉତ୍ପାତ ଦେଖାଦେଇଛି। ଏହା ମଧ୍ୟରେ ମଙ୍ଗଳବାର ପୁଲିସଙ୍କୁ ବଡ ସଫଳତା ମିଳିଛି। ପୁଲିସ କବଜାରେ ପଡିଛନ୍ତି ଲୁଟେରା। ବଡଗଡ ପୁଲିସ ଲୁଟେରାଙ୍କୁ କାବୁ…
Read More...

ବିନ୍ଦୁ ସାଗର ସଫେଇରେ ଯୋଗ ଦେଲେ ମନ୍ତ୍ରୀ ଓ ମେୟର

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁମାନେ ଭସାଇଥିବା ଡଙ୍ଗା ଗୁଡିକୁ ଆଜି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୁଲ୍ୟରେ ସଫେଇ…
Read More...

ଟନେଲ୍‌‌ ଟ୍ରାଜେଡି ; ଆଉ କିଛି ସମୟର ଅପେକ୍ଷା

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ୍‌‌ରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା ରହିଛି। ପାଇପ ଡ୍ରିଲିଂ କାମ ପ୍ରାୟତଃ ଶେଷ…
Read More...

ବାସ୍ତୁ : ଅଛି କି ଏହି ଅଭ୍ୟାସ?

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ନିୟମର ସଠିକ୍‌‌ ଭାବେ ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ମାତ୍ର ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ପାଇଁ ବାସ୍ତୁ ସମସ୍ୟା ସୃଷ୍ଟି…
Read More...

ଜାଣନ୍ତୁ କେତେ ଉପକାରୀ ପାଳଙ୍ଗ ଶାଗ..

ସବୁଜ ପନିପରିବା,ବିଭିନ୍ନ ପ୍ରକାର ଶାଗ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଭିନ୍ନ ପ୍ରକାର ଶାଗ ମଧ୍ୟରୁ ଅନେକ ଲୋକେ ପାଳଙ୍ଗ ଶାଗ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ। ଏଥିରେ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ମଙ୍ଗଳବାର ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍‌‌କୁ ନେଇ ଲେଜର ସ୍କାନିଂ ଆରମ୍ଭ କରାଯାଇଛି। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌‌ ସାମିଲ ରହିଛନ୍ତି। ଏଏସଆଇ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ.. ବାହାରପଟୁ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି.. ପାକିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ,ପାକିସ୍ତାନ, ନିଉ ଗିନି,…
Read More...

ଗଛ କାଟିବା ବେଳେ ପାଚେରି ପଡି ଜଣେ ମୃତ

କେସିଙ୍ଗା : ଗଛ କାଟିବା ହେଲା କାଳ। ଗଛ କାଟିବା ସମୟରେ ପାଚେରି ପଡିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେସିଙ୍ଗା ସହରରେ। ମିଳିଥିବା ସୂଚନା ଅନୁସାରେ କେସିଙ୍ଗା ସହରର ବିଜୁ…
Read More...

ପାକିସ୍ତାନରେ ଭୂକମ୍ପ ଝଟକା

ଇସଲାମାବାଦ : ପାକିସ୍ତାନରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୋର ପ୍ରାୟ ୩ଟା ୩୮ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା…
Read More...

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଆଇଆଇସି ; ଘରୁ ବାହାରୁଛି ବିଡା ବିଡା ଟଙ୍କା

କଟକ : ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ଗତକାଲି ଭିଜିଲାନ୍ସ ଜାଲରେ ଫସିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ମିଳୁଛି ବିଡା ବିଡା ଟଙ୍କା। ଆଜି କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ପ୍ରାୟ ୨୫…
Read More...

ଦିନ ୨ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସମ୍ଭାବନା.. ଆସନ୍ତା ୨୯ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବ.. ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହେବା ପରେ ବାତ୍ୟା ସମ୍ଭାବନା.. ଆଜି ପବିତ୍ର କାର୍ତ୍ତିକ…
Read More...

ଆସୁଛି ବାତ୍ୟା !

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସମ୍ଭାବନା। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମେ ଏହା ଅବପାତ ରୂପ ନେବ। ଆସନ୍ତା ୨୯ ତାରିଖରେ ଦକ୍ଷିଣପୂର୍ବ…
Read More...

ଏହି ଫଳ ଚମକାଇବ ତ୍ୱଚା

ସୁନ୍ଦର ଓ କୋମଳ ତ୍ୱଚା ସଭିଁଙ୍କ ଇଚ୍ଛା । ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ସଭିଏଁ ବ୍ୟବହାର କରିଥାଆନ୍ତି। ଏପରି କିଛି ଫଳ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ତ୍ୱଚା ପାଇଁ…
Read More...

ଏଟିଏମ ଭାଙ୍ଗି ୨୦ ଲକ୍ଷ ଲୁଟିଲେ

ସୋର : ବାଲେଶ୍ୱର ବାହାନଗା ବଜାରରେ ଏସ୍‌‌ବିଆଇ ଏଟିଏମ ଭାଙ୍ଗି ଲୁଟ୍‌‌ ହୋଇଛି। ବିଳମ୍ବିତି ରାତିରେ ଲୁଟେରା ମାନେ ଏଟିଏମ ଭାଙ୍ଗି ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌‌ କରିଥିବା ନେଇ ଥାନରେ ଅଭିଯୋଗ ହୋଇଛି।…
Read More...

ଅଦିନିଆ ବର୍ଷା ; ବଜ୍ରପାତରେ ୨୦ ମୃତ

ଅହମଦାବାଦ: ଗୁଜରାଟରେ ଅଦିନିଆ ବର୍ଷା କାରଣରୁ ବଜ୍ରପାତ ହୋଇ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୋବାର ଖବର ମିଳିଛି। ଏହି ଅଘଟଣରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି। ଗୁଜରାଟର…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା.. ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ.. ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ.. ଗତକାଲି ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି…
Read More...

ଧାମରାରେ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ଧାମରା : ଧାମରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି। ଆଜିର ଏହି ଉଦଘାଟନ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ,ଅବକାରୀ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଥିବା ବେଳେ…
Read More...

ଝରଣା ପାଣିରେ ପଡି ଯୁବକଙ୍କ ମୃତ୍ୟୁ

ତେଲକୋଇ: ମଧୁସୂଦନପୁରରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ସକାଳେ ଜାଳ କାଠ ପାଇଁ ଯାଇଥିବା ବେଳେ ପାଣିରେ ପଡିଯାଇଥିବା ସୂଚନା ମିଳିଛି। ତେଲକୋଇ ଥାନା ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଜୁଆଙ୍ଗ ସାହିରେ ଘଟିଛି ଏହି…
Read More...

ବିଜେଡିରେ ଯୋଗ ଦେଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌‌

ଭୁବନେଶ୍ୱର : ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌‌ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ପୂର୍ବାହ୍ନ ୧୦ଟା୧୫ରେ ନବୀନ…
Read More...

ବିଜୁ ମହିଳା ଜନତା ଦଳ ତରଫରୁ ନିସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

କଣ୍ଟାବାଞ୍ଜି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ୍ଟାବାଞ୍ଜି ନଗର ବିଜୁ ଜନତା ଦଳ ମହିଳା ଶାଖାର ସଭା ନେତ୍ରୀ ସସ୍ମିତା ଦଣ୍ଡସେନାଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନିସହାୟ…
Read More...

ତିରୁପତି ବାଲାଜୀଙ୍କ ଦର୍ଶନ କରି ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ତିରୁପତି ବାଲାଜୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ଦିର ଗସ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। At…
Read More...

କାର୍ତ୍ତିକ ପୂର୍ଣ୍ଣିମା : ଆ-କା-ମା-ବୈ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ପବିତ୍ର ନଦୀରେ ସ୍ନାନ କରାଯାଇ ଦୀପ ଦାନର ବିଶେଷ ମହତ୍ତ୍ବ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀରେ ଡଙ୍ଗା ଭସାଇବାର ବିଶେଷ ପରମ୍ପରା ରହିଛି। ଲୋକମାନେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ.. ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍‌‌.. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ…
Read More...

ସକାଳ ଜଳଖିଆ ଖୁବ୍‌‌ ଗୁରୁତ୍ୱପୂର୍ଣ୍ଣ..

ସକାଳର ଜଳଖିଆ ଖୁବ୍‌‌ ଗୁରୁତ୍ୱପୂର୍ଣ୍ଣ। ତେବେ ଜାଣନ୍ତୁ ଜଳଖିଆରେ କ’ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପେସ୍ତାବାଦାମ, କିସ୍‌ମିସ୍‌କୁ ପାଣିରେ ବତୁରାଇ ରାତିରୁ ରଖନ୍ତୁ। ତ୍ବଚା, କେଶକୁ ଉତ୍ତମ…
Read More...

କାର୍‌‌ ଧକ୍କାରେ ୩ ବାଇକ ଆରୋହୀ ମୃତ

ଦଶପଲ୍ଲା : ଦଶପଲ୍ଲାରେ କାର୍‌‌ ଧକ୍କାରେ ୩ ବାଇକ ଆରୋହୀଙ୍କ ଶନିବାର ମୃତ୍ୟୁ ଘଟିଛି। ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୩ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ…
Read More...

ସ୍ୱାଭିମାନରେ ଟିପ୍ପର ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୬

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜଡାମ୍ବ ପଂଚାୟତ ହନ୍ତାଳଗୁଡା ଘାଟିରେ ଏକ ସିମେଣ୍ଟ ଓ ରଡ୍ ବୋଝେଇ ଟିପ୍ପର ଓଲଟି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।…
Read More...

ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ (ଫାଇଟର୍‌‌ ପ୍ଲେନ୍‌‌ ତେଜସ୍‌‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ‘ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍’ ପରିଦର୍ଶନରେ ଯାଇ…
Read More...

ଟ୍ରେନରେ କଟି ଆଇଆରବି ଯବାନଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ବଲାଙ୍ଗୀର ରେଳ ରାସ୍ତାର ଗୋଏଲଭାଡ଼ି ଛକ ନିକଟରେ ଟ୍ରେନରେ କଟି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ଧ୍ରୁବ ବଗର୍ତିଙ୍କ ପୁଅ ରୁପାଧର…
Read More...

ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ – ମୁଖ୍ୟମନ୍ତ୍ରୀ

ରାୟଗଡା: ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ଘରେ ଘରେ ଖୁସି ଆଣିବ ଲକ୍ଷ୍ମୀ ଯୋଜନା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଞ୍ଚାୟତ ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଟିପ୍ପର ଓଲଟି ୪ ମୃତ

ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଶନିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଏହି ଟିପ୍ପର ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ.. ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍‌‌.. ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. କ୍ରିକେଟ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ…
Read More...

ଶନିବାର ବିଶେଷ : ଗ୍ରହ ଦୋଷରୁ ମୁକ୍ତି ସହ ମିଳିବ ଶନିଦେବତାଙ୍କ ବିଶେଷ କୃପା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବଙ୍କୁ କର୍ମର ଦେବତା ବୋଲି କୁହାଯାଏ। ସଭିଁଙ୍କୁ ନିଜ କର୍ମ ଅନୁଯାୟୀ ଶନିଦେବ ଫଳ ପ୍ରଦାନ କରିଥାଆନ୍ତି। ଶନିଙ୍କ କୃପା ପ୍ରାପ୍ତି ପାଇଁ ଓ ଗ୍ରହ ଦୋଷ ଦୂର ପାଇଁ ଲୁହାର ମୁଦି ଧାରଣ…
Read More...

ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଘଣ୍ଟାପଡା : କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ବରହାକାଲୁ ଗ୍ରାମରେ କାର୍ତ୍ତିକ ମହୋତ୍ସବ ଉଦ୍ୟାପନ ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶ୍ରଦ୍ଧାଳୁ ଓ ବ୍ରତାଧାରୀ ମହିଳାମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା…
Read More...

ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ଗନ୍ଧରବାରୁ ଗାଁ ନିକଟସ୍ଥ ଜଙ୍ଗଲରେ ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ ଘଟିଛି। ଦୁଇଦିନ ତଳେ ଦନ୍ତାହାତୀଟିକୁ ଗୁରୁତର…
Read More...

ବୁଲୁଛି ହାତୀ ; ଭୟଭୀତ ଗ୍ରାମବାସୀ

ଯାଜପୁର : ଦଶରଥପୁର ପଞ୍ଜରାସାହି ସ୍କୁଲ ପଛରେ ବୁଲିଛି ହାତୀ। ଏନେଇ ଶନିବାର ଖବର ମିଳିଛି। ହ୍ରଦଗଡରୁ ଜଙ୍ଗଲୀ ହାତୀଟି ବୈତରଣୀ ନଦୀ ଦେଇ ଆସିଥିବା ଜଣାପଡିଛି। ଅତି ନିକଟରୁ ହାତୀଟିକୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଐତିହାସିକ ବାଲିଯାତ୍ରାରେ ଚଳିତବର୍ଷ ୪ଦିନ ବଲିଉଡ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ.. ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଲକ୍ଷ୍ମୀ ବସ ଚାଲିବା ଦାବିରେ ପ୍ରତିବାଦ ; ବସ ନ ଗଡ଼ିଲେ ୨୦୨୪ ନିର୍ବାଚନ ବର୍ଜନ

ଲାଞ୍ଜିଗଡ : ଦୁର୍ଗମ ଅଞ୍ଚଳବାସୀଙ୍କ ଗମନାଗମନକୁ ସୁବିଧା କରିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଲକ୍ଷ୍ମୀ ବସ ଚଳାଇଛନ୍ତି। ହେଲେ ଲାଞ୍ଜିଗଡ ବ୍ଲକର ଅନେକ ପଞ୍ଚାୟତକୁ ଏହି ବସ ଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର…
Read More...

୨ କାର୍‌‌ ମୁହାଁମୁହିଁ ଧକ୍କା ; ୫ ମୃତ

ଚୁରୁ : ରାଜସ୍ଥାନର ଚୁରୁ ଜିଲାର ସରଦାର ସହରର ଗାଁ ଭାଦାସରରେ ୨ଟି କାର୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ହୋଇଛନ୍ତିା ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…
Read More...

ଆସନ୍ତା ୨୭ ଲଘୁଚାପ ; ୨୯ରେ ଅବପାତ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ପ୍ରବେଶ…
Read More...

ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ଜି ଉଦୟଗିରି:  ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଂଗିଆ ପଞ୍ଚାୟତ ସ୍ଥିତ ଦିଣ୍ଡାବାଲି ଠାରେ ଥିବା ମିଶନ ଶକ୍ତି ଗୃହ ପାର୍ଶ୍ଵରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଶିଳାନ୍ୟାସ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ଦ୍ଵାରା…
Read More...

ଏହି ଅଙ୍ଗ ଡେଇଁବା ଦିଏ ସରକାରୀ ଚାକିରି ଠାରୁ ଆରମ୍ଭ କରି ବିବାହର ସଙ୍କେତ

ଅନେକ ସମୟରେ ଏପରି ଦେଖାଯାଏ, ଶରୀରର କେତେକ ଅଙ୍ଗ ଯେପରି ଆଖି, କାନ, ନାକ ଡେଇଁଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମସ୍ତ ଅଙ୍ଗ ଡେଇଁବା ଦ୍ୱାରା ବିଭିନ୍ନ ସଙ୍କେତ ଦେଇଥାଏ। ତେବେ ଜାଣନ୍ତୁ ଶରୀରର କେଉଁ ଅଙ୍ଗ…
Read More...

ସଂଶୋଧନ ହେବ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି

ଭୁବନେଶ୍ୱର : ବିବାଦ ପରେ ସଂଶୋଧନ ହେବ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି। ଏନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ସୂଚନା…
Read More...

ଧବଳେଶ୍ୱର ପୀଠରେ ପୂଜକଙ୍କ ଧାରଣା

ଆଠଗଡ : ଧବଳେଶ୍ୱର ପୀଠରେ ଶୁକ୍ରବାର ପୂଜକ ଧାରଣା ଦେଇଛନ୍ତି। ବ୍ୟାରିକେଡ୍‌‌ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ବସିଲେ ପୂଜକ। ପୂଜା ନୀତି ବନ୍ଦ କରି ପୂଜକ ସମିତି ଧାରଣାରେ ବସିଛନ୍ତି। ପୂଜା ନୀତି ବନ୍ଦ ଯୋଗୁଁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଐତିହାସିକ ବାଲିଯାତ୍ରାରେ ଚଳିତବର୍ଷ ୪ଦିନ ବଲିଉଡ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ.. ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

କଳାହାଣ୍ଡିରେ ଦନ୍ତାହାତୀ ଅସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ନର୍ଲା ବନଖଣ୍ଡ ଅଧିନସ୍ଥ କମର୍ଦ୍ଧା ପଂଚାୟତର ଗନ୍ଧର୍ବାରୁ ଗାଁ ନିକଟ ପାହାଡରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ଠାବ ହୋଇଛି । ଏହି ପୁରୁଷ ଦନ୍ତାହାତୀଟିର ବୟସ ପ୍ରାୟ ୧୦ ରୁ ୧୫ ବର୍ଷ…
Read More...

ଭିଜିଲାନ୍ସ ଜାଲରେ ଫସିଲେ ଅବକାରୀ ସୁପରିଟେଣ୍ଡେଣ୍ଟ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ବରଙ୍କ ବଡଓଷା ଏବଂ ପଞ୍ଚକ ଆଜିଠାରୁ ଆରମ୍ଭ .. ପୀଠରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା.. ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ..…
Read More...

ଛାତିଥରା ଦୃଶ୍ୟ ; ବିରିୟାନି ପାଇଁ ନାବାଳକକୁ ୬୦ ଥର ଛୁରାମାଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ହଇଚଇ ସୃଷ୍ଟି କରିଛି। ବିରିୟାନି ପାଇଁ ଟଙ୍କା ମାଗି ଜଣେ ୧୬ ବର୍ଷୀୟ ନାବାଳକ ଆଉ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ୬୦ ଥର ଛୁରି ଭୁସି ହତ୍ୟା କରିଥିବା ଜଣାପଡିଛି।…
Read More...

ଶୀତରେ ଏସବୁ ଜିନିଷର ସେବନ: ସ୍ୱାସ୍ଥ୍ୟ ପାଇଁ ବରଦାନ..

ଶୀତଦିନେ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଗୁଡରେ ଥିବା ପୋଷକ ତତ୍ତ୍ୱ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଗୁଡ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୂତ ରହିଥାଏ। ଓଜନ ମଧ୍ୟ ହ୍ରାସ ହୋଇଥାଏ।…
Read More...

ଲଡୁଗାଁ ପେଟ୍ରୋଲ ପମ୍ପ ସିଲ୍ ଘଟଣା ; ପୁନଃ ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଲଡୁଗାଁ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ପେଟ୍ରୋଲ ପମ୍ପ ମାନଙ୍କରେ ନାନାପ୍ରକାର ଅନିୟମିତତା ତଥା ଠକାମୀ ଅଭିଯୋଗରେ ପମ୍ପ ଗୁଡ଼ିକୁ ସିଲ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ସୋମବାର ବିଧାନସଭା ମଧ୍ୟ ହୁଲୁସ୍ତୁଲୁ…
Read More...

ପେଟ୍ରୋଲ ଢାଳି ପୋଡ଼ିବା ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତଙ୍କ ମୃତ୍ୟୁ

ଭବାନୀପାଟଣା : ଉଧାର ଟଙ୍କା ମାଗିବା ଘଟଣାରେ ଗତ ୧୫ ତାରିଖ ଦିନ ସ୍ଥାନୀୟ ଗୋଷାଲ ପଡା ନିକଟରେ ଜଣକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆ ଯାଇଥିଲା। ଏହି ଘଟଣାରେ ପୀଡ଼ିତ ଅଞ୍ଜନ କୁମାର ପାଢ଼ୀଙ୍କର ଆଜି ଚିକିତ୍ସାଧୀନ…
Read More...

ଔଷଧ ଗୋଦାମରେ ଅଗ୍ନିକାଣ୍ଡ

ବୌଦ୍ଧ : ବୌଦ୍ଧ ଜିଲା ମୁଖ୍ୟ ହସ୍ପିଟାଲ ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ସର୍ଟସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ…
Read More...

ଟ୍ରାକ୍ଟର ଓଲଟି ଚାଳକ ମୃତ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ, ପଥୁରୀ ଗ୍ରାମର ରବିନ ଦେହୁରୀ (୩୫) ଆଜି ଭୋରରୁ ମାଲିକ ଡାକିବାରୁ…
Read More...

ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର : ବିଜେବି କଲେଜ କ୍ୟାମ୍ପସରେ ଗୁରୁବାର ଛାତ୍ର ଉତ୍ତେଜନା ଦେଖାଦେଇଛି। କଲେଜ ଗେଟ୍‌‌ରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ର। କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୁଲିସ ଉଠାଇ ନେବାରୁ ପ୍ରତିବାଦ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ରାଜଭବନ ଅଭିମୁଖେ ବାହାରିଲେ ବିଜେପି ବିଧାୟକ.. ଗୃହ ମୁଲତବି ପରେ ରାଜଭବନ ଅଭିମୁଖେ ବିଜେପି ବିଧାୟକ.. ରାଜ୍ୟପାଳଙ୍କୁ ଭେଟିବାକୁ ବାହାରିଲେ ବିଜେପି ବିଧାୟକ.. ବିଜେବି କଲେଜ କ୍ୟାମ୍ପସରେ…
Read More...

ବୁଲୁଛି ଗୋଠଛଡା ଦନ୍ତାହାତୀ

ଆନନ୍ଦପୁର : ଆନନ୍ଦପୁରରେ ବୁଲୁଛି ଗୋଠଛଡା ଦନ୍ତାହାତୀ। ଶାଳବଣି ପରେ ଏବେ ନନ୍ଦିପଦା ଥାନା କଳିଗାଁ ନିକଟରେ ଦନ୍ତାହାତୀ ବୁଲୁଛି। ଦନ୍ତାହାତୀ ପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନବିଭାଗ ପହଞ୍ଚିଛି।
Read More...

ବର୍ଷା ଅଭାବରେ ମରୁଡି ସ୍ଥିତି ; ଜମି ଫାଟି ଆଁ କରିଛି, ଚିନ୍ତାରେ ଚାଷୀ

ଗୁଣୁପୁର : ବର୍ଷା ଅଭାବ ସାଙ୍ଗକୁ ଶୁଖିଲା ପଡିଛି ପୋଖରି। ଜଳ ଅଭାବରେ ଧାନ ଜମି ଫାଟି ଆଁ କରିଥିବା ବେଳେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୁଣ୍ଡରେ ହାତ ଦେଇ ବସିଛି ଚାଷୀ, ସରକାରୀ ସହାୟତା ପାଇଁ ଦାବି…
Read More...

ଆଜି ବି ଚାଲି ପାରିଲା ନାହିଁ ଗୃହ ; ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିନ। ଗତକାଲି ଭଳି ଆଜି ମଧ୍ୟ ଚାଲି ପାରି ନାହିଁ ଗୃହ। ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ହଟ୍ଟଗୋଳ ଓ ହୋହଲ୍ଲା ସହ ନାରାବାଜି…
Read More...

ଅସିତ ସାହୁଙ୍କୁ ମିଳିଲା ରୁଦ୍ରାଣୀ ହାରାଧନ ଛାତ୍ର ମେଧା ସମ୍ମାନ

ରେଙ୍ଗାଲିକ୍ୟାମ୍ପ : ଡୁଙ୍ଗୁରିପାଲିରେ ଅନୁଷ୍ଠିତ ପବିତ୍ର ଗୋଷ୍ଟାଷ୍ଟମୀ ପୂଜା ପାଳନ ଅବସରରେ ଗତ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖି ପାସ୍ କରିଥିବା ଜର୍ଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅସିତ୍ କୁମାର ସାହୁଙ୍କୁ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜଧାନୀରେ ବିଜୁ ପଟ୍ଟନାୟକ ଛକରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି.. ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ  ଆନ୍ଦୋଳନ.. ସମ୍ବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..…
Read More...

କଳହର କରୁଣ ପରିଣତି ; ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଯୁବକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣାରେ ହଇଚଇ ସୃଷ୍ଟି ହୋଇଛି। ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ଯୁବକ। ଏଭଳି ଅଭାବନୀୟ ଘଟଣା ବଡଗଡ ଥାନା କେଶୁରା ଗାଁରେ ଘଟିଛି। ପରିବାରରେ କଳହ…
Read More...

ଶୀତଦିନିଆ ତ୍ୱଚା ପାଇଁ କିଛି ସରଳ ଉପାୟ..

ଶୀତଦିନେ ତ୍ୱଚା ଅଥବା ଚର୍ମ ଜନିତ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏଥିପାଇଁ ସଭିଏଁ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ କରିଥାଆନ୍ତି । ଏହି ଦିନରେ ତ୍ବଚାର…
Read More...

ଗଞ୍ଜେଇ ଚାଷ କଟାକୁ ବନ୍ଦ କରିବା ଦାବିରେ ଲାଗିଲା ମାଓ ବ୍ୟାନର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବଇରକୁମ୍ପା ହାଇସ୍କୁଲ ନିକଟରେ ଲାଗିଲା ମାଓ ବ୍ୟାନର। କିଛି ଦିନର ନୀରବତା ପରେ ବ୍ୟାନର ଲଗାଇ ନିଜର ସ୍ଥିତି ଜାହିର କଲେ ମାଓବାଦୀ। ସେପଟେ ଏହି…
Read More...

ଗ୍ୟାସ ଟ୍ୟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ 

ଝୁମ୍ପୁରା : ଝୁମ୍ପୁରା ଗ୍ରାମର ଜଣେ ମହିଳା ରୋଷେଇ କରୁଥିବା ସମୟରେ ଗ୍ୟାସ ଟ୍ୟାଙ୍କି ଫାଟି ଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଝୁମ୍ପୁରା ଗ୍ରାମର ନିମଳ ରାମଙ୍କ ସ୍ତ୍ରୀ ପୁନମ୍ ଲୋହାନି ବୁଧବାର ଦିନ…
Read More...

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ କଲା ଅଷ୍ଟମ ଶ୍ରେଣୀ ଛାତ୍ର

ପୁରୀ : ପୁରୀ ରେଡକ୍ରସ ରୋଡ୍‌‌ରେ ସ୍କୁଲ ଛାତ୍ରଙ୍କୁ ଛରାମାଡ। ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ବୁଧବାର ଛୁରାମାଡ ହୋଇଛି। ଛୁରାମାଡ ହୋଇଥିବା ଛାତ୍ର ପୁଲିସ ଲାଇନ୍‌‌ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା…
Read More...

ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ନେଇ ଆଜି ପାଣି ପାଗ ବିଭାଗ ପକ୍ଷରୁ…
Read More...

ଚୋରା ତେଲରୁ ଅଗ୍ନିକାଣ୍ଡ, ଜଳିଗଲା ଦୁଇଟି ଟ୍ରକ

ପାରାଦ୍ବୀପ : କଣ୍ଟେନର ଭିତରେ ରହିଥିଲା ଶହ ଶହ ଲିଟର ଚୋରା ଡିଜେଲ। ବିଳମ୍ବିତ ରାତିରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଚୋରା ଡିଜେଲ ରହିଥିବା କଣ୍ଟେନର ସମେତ ଦୁଇଟି ଟ୍ରକ। ବିଳମ୍ବିତ ରାତିରେ ଏହି ଚୋରା ତେଲ…
Read More...

ମାଲକାନଗିରି ପୁଲିସକୁ ବଡ ସଫଳତା ; ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ଜବତ

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ଏକ ବଡ ସଫଳତା। ଏସ୍‍.ପି. ନିତିଶ୍‍ ୱାଧ୍ୱାନୀଙ୍କ ନେତୃତ୍ୱରେ ଆଜି ମାଓ ଦମନ ନିମନ୍ତେ ନିୟୋଜିତ ଡିବିଏଫ ଓ ଏସ.ଓ.ଜି. ବାହିନୀ କୁମ୍ୱିଂ ଅପରେସନ କରିଥିଲେ। ମାଥିଲି ବ୍ଲକ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସମ୍ବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ବ୍ରହ୍ମକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ହେଲେ ସାମିଲ. ଇସ୍ରାଏଲ-ହମାସ ଯୁଦ୍ଧ: ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ.. ୫୦…
Read More...

ମାଆ ଆମମାନଙ୍କର ପ୍ରଥମ ଶିକ୍ଷିକା – ରାଷ୍ଟ୍ରପତି

ସମ୍ବଲପୁର : ମଣିଷର ପ୍ରଥମ ଶିକ୍ଷା ତାହାର ପରିବାରରୁ ଆରମ୍ଭ ହୁଏ। ମାଆ ଆମମାନଙ୍କର ପ୍ରଥମ ଶିକ୍ଷିକା। ବୁଧବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁରରେ ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଉଦଯାପିତ ହେଲା ତୃତୀୟ ମା’ ଭୈରବୀ ମହୋତ୍ସବ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନିଷ୍ଟାଡିୟମରେ ଛଅଦିନ ଧରି ଚାଲିଥିବା ତୃତୀୟ ମା' ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ମଙ୍ଗଳବାର ଉଦଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଅଛି। ଉଦଯାପନୀ ସନ୍ଧ୍ୟାରେ…
Read More...

ରାଜଧାନୀରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ସାଲିଆସାହି ବାସିନ୍ଦାଙ୍କ ଆନ୍ଦୋଳନ ବେଳେ ବୁଧବାର ଉତ୍ତେଜନା ଦେଖାଦେଇଛି। ବିଧାନସଭା ଅଭିମୁଖେ ଯିବା ବେଳେ ପୁଲିସ ସହ ବସ୍ତି ବାସିନ୍ଦାଙ୍କ ଧସ୍ତାଧସ୍ତି ହୋଇଛି। ବିଜୁ ପଟ୍ଟନାୟକ ଛକରେ ପୁଲିସ-ବସ୍ତି…
Read More...

ବସ୍‌‌ଷ୍ଟାଣ୍ଡରେ ଦୁର୍ଘଟଣା ; ୨ ମୃତ, ଜଣେ ଗୁରୁତର

ଆସିକା : ଗଞ୍ଜାମ ପାଟପୁର ଥାନା ପୋଡାମାରି ବସ୍‌‌ଷ୍ଟାଣ୍ଡରେ ବୁଧବାର ସଡକ ଦୁର୍ଘଟଣା ଘଟିଛି। ବସ୍‌‌ଷ୍ଟାଣ୍ଡରେ କାର୍‌‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବସ୍‌‌କୁ ଅପେକ୍ଷା କରିଥିବା…
Read More...

ସାକାର ହେବ ସ୍ୱପ୍ନ ; ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ,ସୋନଗଡ଼ରେ ହେବ ବ୍ୟାରେଜ

ଦେଓଗାଁ: ଦେଓଗାଁ ବ୍ଳକର ଦେଷଣ୍ଢ ନିକଟରୁ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ ଉପରେ ୨୩ ବର୍ଷ ମଧ୍ୟରେ ୧୩ଟି ବ୍ରିଜ ନିର୍ମାଣ ସରିବା ପରେ ଚାଷ ଓ ପାନୀୟ ଜଳ ବ୍ୟବହାରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ଦ୍ୱିତୀୟ ଦିନ। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ପାଇଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହର…
Read More...

ପଞ୍ଚୁକ ପାଞ୍ଚ ଦିନ ବଡ ଦାଣ୍ଡରେ ଉଠା ଦୋକାନ ବନ୍ଦ

ପୁରୀ : ପଞ୍ଚୁକ ପାଞ୍ଚ ଦିନ ବଡ ଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ। ଏନେଇ ମଙ୍ଗଳବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ମିଳିଛି। ଶୃଙ୍ଖଳିତ ଦର୍ଶନ ଲାଗି ମରିଚିକୋଟ ଛକ ଯାଏଁ ବ୍ୟାରିକେଡ୍‌‌ କରାଯିବ।…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ : ପଞ୍ଚୁକ ପାଞ୍ଚ ଦିନ ବଡ ଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ.. ଜିଲାପାଳ ସମର୍ଥ ବର୍ମାଙ୍କ ସୂଚନା.. ଆଜି ପବିତ୍ର ଅଁଳା ନବମୀ, ରାଧା ପାଦ ଦର୍ଶନ.. ଉତ୍ସବ ମୁଖର ପୁରୀ ଜିଲା ସାକ୍ଷୀଗୋପାଳ.. ଓଡିଆଣୀ…
Read More...

ଅଁଳା ନବମୀ ; ୨ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କଲେ

ସାକ୍ଷୀଗୋପାଳ : ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ,ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା। ବର୍ଷକରେ କେବଳ ଏହି ଗୋଟିଏ…
Read More...

ଟ୍ରାକ୍ଟର ଓଲଟି ୨ ମୃତ,୬ ଗୁରୁତର

ଗଞ୍ଜାମ : ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ମଙ୍ଗଳବାର ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଏହି ସଡକ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ…
Read More...

କୋଇଲା ବୋଝେଇ ଟ୍ରେନରେ ନିଆଁ, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭା ଜାରି ରଖିଛି। ରାୟପୁର ପଟରୁ ବିଶାଖାପାଟଣା ଯାଉଥିବା ଏକ କୋଇଲା…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ; ପ୍ରେମିକ ମୃତ

ଢେଙ୍କାନାଳ ସଦର: ପ୍ରେମକୁ ନେଇ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ବେକରେ ରସି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା…
Read More...

ପୂର୍ବତନ ନଗରପାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଜି ଉଦୟଗିରି : ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପି ସଞ୍ଜୀବ କୁମାର ପାତ୍ରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୨୦୨୨ମସିହାରେ ଜି ଉଦୟଗିରି…
Read More...

ଅଁଳା ନବମୀ : ଏହି ଉପାୟରେ ଦୂର ହୋଇଥାଏ ଧନ, ବିବାହ, ଦାମ୍ପତ୍ୟ ସମସ୍ୟା

ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଳପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ଏହିଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ରହିବା ସହ ନିରୋଗ…
Read More...

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ; ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟ ବିଧାନସଭାର ୩୦ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ। ଅଧିବେଶନ ଆରମ୍ଭ ପରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ବାଚସ୍ପତି ମହେଶ୍ୱର…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂତନ ଟ୍ରେନର ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ.. ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ.. ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
Read More...

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ ; ୨ ମୃତ

ଯାଜପୁର : ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ। ଚାଲିଗଲା ୨ ଜଣଙ୍କ ଜୀବନ। ପାଣିକୋଇଲି ଛକ ନିକଟରେ ମଙ୍ଗଳବାର ସକାଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳିକା ଓ ୭ ବର୍ଷର…
Read More...

ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ମୟୁରଭଞ୍ଜ: ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି।…
Read More...

ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁ ଅଭିଯୋଗ

କଲମପୁର/ ମୁଖିଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଲାଁଭଟା ଗ୍ରାମପଞ୍ଚାୟତ ଟିଙ୍ଗୋପକାନ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା…
Read More...

ଡିଭାଇଡର ଉପରେ ମାଡିଗଲା ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ : ଆଜି ଭୋର୍ ପ୍ରାୟ ୪ଟାରେ ଅତାବିରା ୫୩ ନଂ ଜାତୀୟ ରାଜପଥରେ ଅତାବିରା ମହାବିଦ୍ୟାଳୟ ସମ୍ମୁଖରେ ଏକ ୧୮ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ି ଯାଇ ଲାଗିଥିବା ଲୁହା ବାଡ଼କୁ ଛିନ୍ ଛତର…
Read More...

ସାଲୁଗା ପ୍ରଧାନ ବିଧାନସଭା ନୂଆ ଉପବାଚସ୍ପତି

ଭୁବନେଶ୍ୱର : ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ମଙ୍ଗଳବାର ପୂର୍ବାହ୍ନରେ ସାଲୁଗା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୂଚନା ଯୋଗ୍ୟ,କନ୍ଧମାଳ…
Read More...

ହାତୀ ଉପଦ୍ରବ ; ଭାଙ୍ଗିଲେ ଘର, ଧାନ ଚାଉଳ ମାଡି ଚକଟି ନଷ୍ଟକଲେ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ରବିବାର ବିଳମ୍ବିତ ରାତିରେ ଏକ ୧୦ ଟିକିଆ…
Read More...

କଂସାରି ସମାଜ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଳକ ଅନ୍ତର୍ଗତ କୁଳିତା ଟୁକୁରା ଗ୍ରାମର ଶ୍ରୀ ଶ୍ରୀ ପୌର୍ଣ୍ଣମାସୀ କଲ୍ୟାଣ ମଣ୍ଡପ କଂସାରୀ ସମାଜର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଂସାରୀ ସମାଜ ପକ୍ଷରୁ କଲ୍ୟାଣ ମଣ୍ଡପରେ ରୌପ୍ୟ ଜୟନ୍ତୀ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜଧାନୀରେ ଚାଞ୍ଚଲ୍ୟ ; ଅଫିସ୍‌‌ରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ.. ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ଘଟିଛି ଏହି ଅଭାବନୀୟ ଘଟଣା.. ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ ; ଶ୍ରଦ୍ଧାଳୁ ଅସୁସ୍ଥ..…
Read More...

ଡ଼ାଲଚିନିର ଔଷଧୀୟ ଗୁଣ : ଓଜନ ହ୍ରାସ ଠାରୁ ଆରମ୍ଭ କରି ଦୂର କରେ ଅନେକ ସମସ୍ୟା..

ଡ଼ାଲଚିନିର ସେବନ କରିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ। ମଧୁମେହ, କୋଲେଷ୍ଟେରୋଲ୍‌‌  , ମୁହଁର ର୍ଦୁଗନ୍ଧ, ମାଇଗ୍ରେନର ଯନ୍ତ୍ରଣାକୁ ଦୂର କରିଥାଏ। ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡ଼ାଲଚିନିକୁ…
Read More...