www.samajalive.in
Saturday, December 6, 2025
26.1 C
Bhubaneswar

ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ (ଫାଇଟର୍‌‌ ପ୍ଲେନ୍‌‌ ତେଜସ୍‌‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ‘ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଜସ୍‌‌ ଲଢୁଆ ଯୁଦ୍ଧ ବିମାନରେ ଉଡିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଜଣାଇଛନ୍ତି। ତେଜସ୍‌‌ରେ ଉଡିବା ଅନୁଭୂତି ଅତୁଲ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୪୫ ମିନିଟ୍‌‌ ପ୍ରଧାନମନ୍ତ୍ରୀ ତେଜସ୍‌‌ରେ ଉଡିଛନ୍ତି।


ବିମାନ ଉଡ଼ାଣ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି, ‘ତେଜସରେ ସଫଳତାର ଉଡାଣ ହୋଇଛି। ଏହି ଅନୁଭୂତି ଅବିଶ୍ୱସନୀୟ ଥିଲା। ଏହି ଅଭିଜ୍ଞତା ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ଏହା ଆମ ରାଷ୍ଟ୍ରୀୟ କ୍ଷମତା ବିଷୟରେ ନୂତନ ଗର୍ବ ଏବଂ ଆଶାବାଦୀ ଭାବନା ଜାଗ୍ରତ କରିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories