ପୁରୀ : ପଞ୍ଚୁକ ପାଞ୍ଚ ଦିନ ବଡ ଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ। ଏନେଇ ମଙ୍ଗଳବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ମିଳିଛି। ଶୃଙ୍ଖଳିତ ଦର୍ଶନ ଲାଗି ମରିଚିକୋଟ ଛକ ଯାଏଁ ବ୍ୟାରିକେଡ୍ କରାଯିବ। ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ ରହିବ। ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ୱେଚ୍ଛାସେବୀ ମୁତୟନ ରହିବେ। ବଡଦାଣ୍ଡର ଦୁଇ ପାଶ୍ୱର୍ରେ ଅସ୍ଥାୟୀ ଶୌଚାଳୟ ରଖାଯିବ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଭକ୍ତଙ୍କ ଲାଗି ପ୍ରତି ସେଡ୍ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ବୋଲି ଜିଲାପାଳ କହିଛନ୍ତି।
Popular Categories



