www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ : ପଞ୍ଚୁକ ପାଞ୍ଚ ଦିନ ବଡ ଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ..

ଜିଲାପାଳ ସମର୍ଥ ବର୍ମାଙ୍କ ସୂଚନା..

- Advertisement -

ଆଜି ପବିତ୍ର ଅଁଳା ନବମୀ, ରାଧା ପାଦ ଦର୍ଶନ..

ଉତ୍ସବ ମୁଖର ପୁରୀ ଜିଲା ସାକ୍ଷୀଗୋପାଳ..

ଓଡିଆଣୀ ବେଶରେ ସଜେଇ ହୋଇଛନ୍ତି ଶ୍ରୀରାଧା..

ପାଦ ଦର୍ଶନ କରୁଛନ୍ତି ଭକ୍ତ..

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂତନ ଟ୍ରେନର ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ..

ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ..

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ..

ଆଜିଠାରୁ ରାଜ୍ୟ ବିଧାନସଭାର ୩୦ଦିନିଆ ଶୀତକାଳୀନ ଅଧିବେଶନ..

ଆସନ୍ତାକାଲି ସକାଳ ସାଢେ ୧୦ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ..

ଡିପ୍‌‌ ଫେକ୍‌‌ ଭିଡିଓକୁ ନେଇ ଆଇଟି ମନ୍ତ୍ରାଳୟ ଡାକିଲା ବୈଠକ..

ଆସନ୍ତା ୨୪ ତାରିଖରେ ବୈଠକ ଡାକିଲା..

ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ବସିବ ବୈଠକ..

ଡିପ୍‌‌ ଫେକ୍‌‌କୁ ନେଇ କିଛି ଦିନ ପୂର୍ବେ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ..

ଜି..ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି..

ଉପକୂଳ ଓଡିଶାରେ କୋହଲା ପାଗକୁ ହାଲୁକା ବର୍ଷା..

ଆସନ୍ତା ୩୬ ଘଣ୍ଟା ଯାଏଁ ଏଭଳି ପାଗ ଲାଗି ରହିବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories