ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ..
ବାହାରପଟୁ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି..
ପାକିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ,ପାକିସ୍ତାନ, ନିଉ ଗିନି, ସିଜାଙ୍ଗରେ ଭୂକମ୍ପ ଝଟକା..
ସରିଲା କାର୍ତ୍ତିକ, ଆଜି ଛାଡଖାଇ, ଆମିଷ ବଜାରରେ ଲୋକଙ୍କ ଭିଡ..
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ଆଜି..
ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ..
ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ମିଳୁଛି ବିଡା ବିଡା ଟଙ୍କା ..
ଆଜି କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ..



