www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା: ମିଳିଲା ନାବାଳିକାଙ୍କ ଜନ୍ମ ପ୍ରମାଣ ପତ୍ର

କଟକ : ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା। ମିଳିଲା ନାବାଳିକାଙ୍କ ବାର୍ଥ ସାର୍ଟିଫିକେଟ୍। ବାର୍ଥ ସାର୍ଟିଫିକେଟରୁ ନାବାଳିକାଙ୍କୁ ବର୍ତ୍ତମାନ ୧୭ ବର୍ଷ  ହୋଇଥିବା ଜଣାପଡିଛି। ନାବାଳିକା ର ବାପା ମା’ ତାଙ୍କର ଜନ୍ମ ପ୍ରମାଣ ପତ୍ର ପୁଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ ରଖି ନାବାଳିକାଙ୍କୁ ଦେହ ବ୍ୟବସାୟ ରେ ନିୟୋଜିତ କରୁଥିଲେ । ଏ ନେଇ ସେମାନେ ନାବାଳିକାଙ୍କୁ କିଛି ଅର୍ଥ ଦେଉଥିଲେ । ଏବେବି ଏହି ଘଟଣାରେ କିଛି ଦଲାଲ୍ ଫେରାର୍ ରହିଥିବାବେଳେ  ପୁଲିସ ସେମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି । ସେପଟେ ଏହି ଘଟଣାକୁ ନେଇ  କଟକ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତ କିଛି ଦିନ ମଧ୍ୟରେ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories