www.samajalive.in
Monday, December 8, 2025
13.1 C
Bhubaneswar

ଜାଣନ୍ତୁ କେତେ ରହିଛି ସୁନା ଦାମ୍‌; ରାଜଧାନୀରେ ଶସ୍ତା ହେଲା ସୁନା!

ନୂଆଦିଲ୍ଲୀ : ସୁନା ଦାମ୍‌ କମ୍‌ ହେଲେ ସଭିଏଁ ଖୁସି ଅନୁଭବ କରି ଥାଆନ୍ତି । ଦିଲ୍ଲୀ-ମୁମ୍ବାଇରେ ପୁଣି ସୁନା ଦାମ୍‌ ଶସ୍ତା ହୋଇଛି । ବଜାରରେ ସୁନା ଦାମ୍‌ ବାରମ୍ବାର ପରିବର୍ତ୍ତନ ହୋଇଥାଏ । ସୁନା ଦାମ୍‌ରେ ପରିବର୍ତ୍ତନର ପ୍ରଭାବ ଅନ୍ୟ ସହର ମାନଙ୍କରେ ମଧ୍ୟ ଦେଖାଯାଇଛି । ଜାଣନ୍ତୁ..

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..


ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୭,୩୯୦ ଟଙ୍କା ଥିବା ବେଳେ ଏହା ୧,୩୧୦ ଟଙ୍କା ଶସ୍ତା ହୋଇଛି । ସେଭଳି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୭୦,୯୫୦ ଟଙ୍କା ୧୦ ଗ୍ରାମ୍‌ ପ୍ରତି ରହିଥିବା ବେଳେ ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି ।
ମୁମ୍ବାଇରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୭,୨୪୦ ଟଙ୍କା ଥିବା ସହ ଏହା ୧,୩୧୦ ଟଙ୍କା ଶସ୍ତା ହୋଇଛି ।
୨୨ କ୍ୟାରେଟ୍‌ ସୁନା ଦାମ୍‌ ୭୦,୮୦୦ ଟଙ୍କା ୧୦ ଗ୍ରାମ୍‌ ପ୍ରତି ଥିବା ସହ ୧,୨୦୦ ଟଙ୍କା ହ୍ରାସ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ର ୧୦ ଗ୍ରାମ୍‌ ସୁନା ଦାମ୍‌ ୭୧,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୭,୫୧୦ ଟଙ୍କା ରହିଛି ।

Hot this week

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

Related Articles

Popular Categories