www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ..

ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍‌‌..

- Advertisement -

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୫ ଜଣଙ୍କ ମୃତ୍ୟୁ..

ଲଢୁଆ ଯୁଦ୍ଧ ବିମାନ ତେଜସ୍‌‌ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ବଡ଼ଓଷା ପଞ୍ଚୁକ ପାଇଁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି..

ଦଶପଲ୍ଲାରେ କାର୍‌‌ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ..

ଟିଟିଲାଗଡ଼ : ଟ୍ରେନରେ କଟି ଆଇଆରବି ଯବାନଙ୍କ ମୃତ୍ୟୁ..

କ୍ରିକେଟ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖି ବସିବା ଅଭିଯୋଗରେ ଗିରଫ ହୋଇ ପାରନ୍ତି ଅଷ୍ଟ୍ରେଲିଆର କ୍ରିକେଟର ମିଚେଲ ମାର୍ଶ..

କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କୁ ବ୍ୟାନ୍ କରିବାକୁ ଥାନାରେ ଏତଲା ଦେଲେ ସାମାଜିକ କର୍ମୀ ପଣ୍ଡିତ କେଶବ..

କୋରାପୁଟରୁ ୧୭ ଜଣ ନାବାଳିକା ଓ ୪ ନାବାଳକ ଶ୍ରମିକ ଉଦ୍ଧାର..

ଖଲ୍ଲିକୋଟ ଥାନା ହରିପୁର ଗାଁରେ ବୋମାମାଡ଼, ୨ ଆହତ..

ଯାଜପୁର ଦଶରଥପୁର ପଞ୍ଜରାସାହି ସ୍କୁଲ୍‌ ପଛରେ ହାତୀ, ଗାଁ ଲୋକେ ଭୟଭୀତ..

ହମାସ-ଇସ୍ରାଏଲ ଯୁଦ୍ଧ, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ୩୯ଜଣଙ୍କୁ ଜେଲ୍‌ରୁ ମୁକ୍ତ କଲା ଇସ୍ରାଏଲ..

ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯିବା ସମ୍ଭାବନା..

ରାଜସ୍ଥାନର ୫୨ ହଜାର ମତଦାନ କେନ୍ଦ୍ରରେ ୧୯୯ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ..

୧୮୭୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦିତା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories