ଧବଳେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ..
ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍..
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
କ୍ରିକେଟ ବିଶ୍ୱକପ୍ ଟ୍ରଫି ଉପରେ ଗୋଡ ରଖି ବସିବା ଅଭିଯୋଗରେ ଗିରଫ ହୋଇ ପାରନ୍ତି ଅଷ୍ଟ୍ରେଲିଆର କ୍ରିକେଟର ମିଚେଲ ମାର୍ଶ..
କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କୁ ବ୍ୟାନ୍ କରିବାକୁ ଥାନାରେ ଏତଲା ଦେଲେ ସାମାଜିକ କର୍ମୀ ପଣ୍ଡିତ କେଶବ..
କୋରାପୁଟରୁ ୧୭ ଜଣ ନାବାଳିକା ଓ ୪ ନାବାଳକ ଶ୍ରମିକ ଉଦ୍ଧାର..
ଖଲ୍ଲିକୋଟ ଥାନା ହରିପୁର ଗାଁରେ ବୋମାମାଡ଼, ୨ ଆହତ..
ଯାଜପୁର ଦଶରଥପୁର ପଞ୍ଜରାସାହି ସ୍କୁଲ୍ ପଛରେ ହାତୀ, ଗାଁ ଲୋକେ ଭୟଭୀତ..
ହମାସ-ଇସ୍ରାଏଲ ଯୁଦ୍ଧ, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ୩୯ଜଣଙ୍କୁ ଜେଲ୍ରୁ ମୁକ୍ତ କଲା ଇସ୍ରାଏଲ..
ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯିବା ସମ୍ଭାବନା..
ରାଜସ୍ଥାନର ୫୨ ହଜାର ମତଦାନ କେନ୍ଦ୍ରରେ ୧୯୯ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ..
୧୮୭୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦିତା..



