www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସମ୍ବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ବ୍ରହ୍ମକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ହେଲେ ସାମିଲ.

- Advertisement -

ଇସ୍ରାଏଲ-ହମାସ ଯୁଦ୍ଧ: ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ..

୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ..

ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି..

ପାରାଦୀପ : ଜଳିଗଲା ଗୋଟିଏ କଣ୍ଟେନର ଓ ୨ଟି ଟ୍ରକ..

ଉଦୟବଟ ନିକଟରେ ୩ଟି ଗାଡି ସମ୍ପୂର୍ଣ୍ଣ ଜଳିଗଲା..

ଆସିକା : କାର୍‌‌ ଧକ୍କାରେ ୨ ମୃତ, ଜଣେ ଗୁରୁତର..

ପାଟପୁର ଥାନା ପୋଡାମାରି ବସ୍‌‌ଷ୍ଟାଣ୍ଡରେ ଦୁର୍ଘଟଣା..

ରାଜଧାନୀରେ ବସ୍ତିବାସିନ୍ଦା-ପୁଲିସ ଧସ୍ତାଧସ୍ତି..

ପୁରୀ : ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ଛୁରାମାଡ..

ପୂର୍ବ ଶତ୍ରୁତାରୁ ଛୁରା ମାଡ ହୋଇଥିବା ସନ୍ଦେହ..

ଗଜପତି : ଗାଈକୁ ଶିକାର କଲା ମହାବଳ ବାଘ..

ରାୟଗଡ ବ୍ଲକ ଅଁଳାବର ନିକଟ ଜଙ୍ଗଲରେ କଲା ଶିକାର..

ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା ..

ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଗୁଡିକ ଜବତ..

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories