ଐତିହାସିକ ବାଲିଯାତ୍ରାରେ ଚଳିତବର୍ଷ ୪ଦିନ ବଲିଉଡ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ..
ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସୂଚନା..
ଆଠଗଡ : ଧବଳେଶ୍ୱର ପୀଠରେ ପୂଜକଙ୍କ ଧାରଣା..
ବ୍ୟାରିକେଡ୍ ବ୍ୟବସ୍ଥାକୁ ବିରୋଧ କରି ଧାରଣାରେ ବସିଲେ..
ବିବାଦ ପରେ ସଂଶୋଧନ ହେବ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି.. ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା..
ଜଗା ଦର୍ଶନ କରି ଆଖି ବୁଜିଲେ ହବିଷ୍ୟାଳି..
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯିବାର ସମ୍ଭାବନା ରହିଛି ବୋଲି କହିଛି ଏନଡିଏମଏ ..
ଚୀନରେ ନୂଆ ପ୍ରକାରର ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି..
ବହୁ ସଂଖ୍ୟକ ପିଲା ଓ ଶିକ୍ଷକ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି..
ସଂକ୍ରମଣକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କତା ଜାରି କରିଛି..
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି..
ଶନିବାର ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ..
ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ..
ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଚଢାଉ..
ଭୁବନେଶ୍ୱର : ଆଜି ରାଜ୍ୟ ବିଧାନସଭାରେ ଶୀତ ଅଧିବେଶନର ୪ର୍ଥ ଦିନ..
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା..୨୯ ବେଳକୁ ଅବପାତ – ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା..



