www.samajalive.in
Saturday, December 6, 2025
15.1 C
Bhubaneswar

ଟନେଲ୍‌‌ ଟ୍ରାଜେଡି ; ଆଉ କିଛି ସମୟର ଅପେକ୍ଷା

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ୍‌‌ରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା ରହିଛି। ପାଇପ ଡ୍ରିଲିଂ କାମ ପ୍ରାୟତଃ ଶେଷ ହୋଇଥିବା ନେଇ ସୂଚନା ମିଳିଛି। ଟନେଲ ଭିତରକୁ ଏନଡିଆରଏଫ ଟିମ୍‌‌ ପ୍ରବେଶ କରିବା ସହ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ରହିଛି। ଦଉଡି ଓ ସିଡି ମଧ୍ୟ ଟନେଲ ଭିତରକୁ ନିଆଯାଇଛି। ଆଉ କିଛି ସମୟ ପରେ ୧୭ ଦିନର ଅପେକ୍ଷାର ଅନ୍ତ ହେବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories