ଲମତାପୁଟ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ଦେହରେ ସେଲୋ ଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରି ଧରାପଡିଲେ ଚାଲାଣକାରୀ। ଖବର ପାଇ ଗଞ୍ଜେଇ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବା ସହ ପ୍ରାୟ ୨୮ କେଜି ଗଞ୍ଜେଇ ଜବତ କରିଛି। ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛି।
Popular Categories



