ଟ୍ରେନ ଧକ୍କାରେ ବୃଦ୍ଧ ମୃତ

ବାଙ୍ଗିରିପୋଷି : ବାଙ୍ଗିରିପୋଷି-ବାଲେଶ୍ବର ମେମୁ ପାସେଞ୍ଜର ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମଧ୍ୟାହ୍ନ ସମୟରେ ଟ୍ରେନଟି ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ବେଳେ ବୁଡାମାରା ଷ୍ଟେସନ ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ହଠାତ ଟ୍ରେନ ସମ୍ମୁଖକୁ ଆସି ଯାଇଥିଲେ । ଫଳରେ ଟ୍ରେନ ସହିତ ଖୁବ ଜୋରରେ ଧକ୍କା ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପରିଚୟ ମିଳିନାହିଁ ।

Comments are closed.