www.samajalive.in
Saturday, December 6, 2025
23.1 C
Bhubaneswar

ରସୁଣ ଖାଇଲେ ଆଉ ରହିବନି ଘୁଙ୍ଗୁଡି ସମସ୍ୟା..

ଅନେକ ଲୋକେ ଶୋଇବା ସମୟରେ ଖୁବ୍‌‌ ଜୋରରେ ଘୁଙ୍ଗୁଡି ମାରିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ..
ପୁଦିନା ପତ୍ରର ତେଲକୁ ଉଷୁମ ପାଣିରେ ପକାଇ ଗାର୍‌‌ଗେଲ୍‌‌ (ଗଳଗଳ)କରନ୍ତୁ।
ଏହାକୁ ନିୟମିତ କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା କମ୍‌‌ ହୋଇଥାଏ।
ପୁଦିନାପତ୍ରର ଚା’ ତିଆରି କରି ମଧ୍ୟ ପିଇପାରିବେ। ଏହା ମଧ୍ୟ ଲାଭଦାୟକ।
ଏକ ଗ୍ଲାସ ପାଣିରେ ଅଳ୍ପ କିଛି ଡାଲଚିନି ଗୁଣ୍ଡ ମିଶାନ୍ତୁ। ଏହାକୁ ପିଅନ୍ତୁ। ଏହା ମଧ୍ୟ ଘୁଙ୍ଗୁଡି ସମସ୍ୟାକୁ ଦୂର କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଟିଏ ରସୁଣ ଖାଇ ଅଳ୍ପ ଉଷୁମ ପାଣି ପିଅନ୍ତୁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories