ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢି ଚାଲିଛି ଥଣ୍ଡା। ୧୫ ଡିଗ୍ରୀ ତଳେ ୨୪ ସହରର ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଫୁଲବାଣୀ ୧୦, ଦାରିଙ୍ଗବାଡି ୧୦, କୋରାପୁଟ ୧୦.୮, କଟକ ୧୪.୮ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି।
Popular Categories



