www.samajalive.in
Sunday, December 7, 2025
16.1 C
Bhubaneswar

ଅସହାୟ ଅପରିଚିତ ମହିଳାଙ୍କୁ ଉଦ୍ଧାର କଲା ପୁଲିସ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଲଇଡା ଗ୍ରାମର ବସ୍ ଷ୍ଟାଣ୍ଡରେ ଥିବା ତାରା ହୋଟେଲ ବାରଣ୍ଡାରେ ରାତି ୮ଟା ସମୟରେ ଅସହାୟ ଅବସ୍ଥାରେ ବସିଥିବା ୫୦/୫୫ ବର୍ଷ ବୟସର ଜନୈକ ଅପରିଚିତ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି। ପ୍ରବଳ ଶୀତରେ ଥରୁଥିବା ଏହି ଅପରିଚିତ ମହିଳାଙ୍କ ସାମାନ୍ୟ ମାନସିକ ବିକୃତି ଥିବା ଲକ୍ଷ୍ୟ କରାଯାଇଛି । ଶୀତରେ ଥରୁ ଥିବା ମହିଳାଙ୍କୁ ଲଇଡା ବଳିଯାତ୍ରା କମିଟିର ସମ୍ପାଦକ ରାଜେଶ ପୃଷ୍ଟି ଏକ କମ୍ବଳ ଦେଇଥିଲେ। ଲଇଡା ଫାଣ୍ଡି ଅଧିକାରୀ ଏବଂ କତରବଗା ଥାନା ଆଇଆଇସିଙ୍କୁ ଏସଂକ୍ରାନ୍ତରେ ସୂଚନା ଦେଲା ପରେ ମହିଲାଙ୍କୁ ଉଦ୍ଧାର କରାଯାଇଛି । ଶାରିରୀକ ଦୁର୍ବଳ ଥିବା ମହିଳାଙ୍କୁ ଚିକିତ୍ସା ଓ ଥଇଥାନ କରାଯିବାର ଆବଶ୍ୟକତା ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories