ପୁରୁଣାରାଞ୍ଚି ରୋଡ୍ ଅବସ୍ଥା ଶୋଚନୀୟ Samaja Digital (SM) Sep 25, 2023 ରେଙ୍ଗାଲି : ସମ୍ବଲପୁର ସହର ଉପକଣ୍ଠର ସିନ୍ଦୁରପଙ୍କ ଛକରୁ ପରମାଣପୁର,ଝାଙ୍କରପାଲି,ଜୁନାଡିହି,ସୋଢାମାଲ, ସମାସିଂହା ଆଦି ଗ୍ରାମ ଦେଇ ଝାଡଖଣ୍ଡ ରାଞ୍ଚିକୁ ସଂଯୋଗ କରୁଥିବା ଆନ୍ତଃ ରାଜ୍ୟ ସଂଯୋଗକାରୀ ପୁରୁଣା ରାଞ୍ଚିରୋଡ୍… Read More...
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ Samaja Digital (SM) Sep 25, 2023 ରେଙ୍ଗାଲି : ରେଙ୍ଗାଲି ବ୍ଲକ ଅନ୍ତର୍ଗତ କତରବଗା ଗ୍ରାମର ସୁଶାନ୍ତ କୁମାର ମେହେର (୩୫) ନାମକ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ… Read More...
ଗଣେଶନଗର-ଲାଉମାଲ ରାସ୍ତାରେ ବିପଦଜନକ ଗର୍ତ୍ତ Samaja Digital (SM) Sep 15, 2023 ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ଗଣେଶନଗରରୁ ଗୋଲାମାଲ-ପଧାନପାଲି ଦେଇ ଲାଉମାଲ ଛକରେ ପୁରୁଣାରାଞ୍ଚି ରୋଡକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଅନେକ ସ୍ଥାନରେ ବିପଦ ଜନକ ଗର୍ତ୍ତ ସୃଷ୍ଟି ହୋଇଥିଲେ ମଧ୍ୟ… Read More...
କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ Samaja Digital (SM) Sep 9, 2023 ରେଙ୍ଗାଲି : ଜଳସେଚନ ସୁବିଧା ନଥିବାରୁ ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରୁଥିବା ରେଙ୍ଗାଲି ବ୍ଲକ ଜିଲ୍ଲାପରିଷଦ ଜୋନ୍(୨) ଅଞ୍ଚଳରେ ଥିବା ବନ୍ଧ କଟାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ… Read More...
ରାଜରାସ୍ତା ପାଲଟିଛି ଗୋରୁ ଗୋଠ Samaja Digital (SM) Jul 28, 2023 ରେଙ୍ଗାଲି : ହିନ୍ଦୁ ଧର୍ମରେ ଗାଈଗୋରୁଙ୍କୁ ପୂଜା କରାଯାଇ ଗାଈକୁ ଗୋମାତାର ଆଖ୍ୟା ଦିଆଯାଇଛି। ଗୋ ସୁରକ୍ଷା ପାଇଁ ଅନେକ ସଙ୍ଗଠନ କାମ କରୁଛନ୍ତି। ତେବେ ବିଡମ୍ବନାର ବିଷୟ ମଣିଷ ଗୋ ସମ୍ପଦର ରକ୍ଷଣାବେକ୍ଷଣ ଯତ୍ନ ନେବାରେ… Read More...
୩ ପଞ୍ଚାୟତ ପାଇଁ କେବେ ଆରମ୍ଭ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ Samaja Digital (SM) Jul 11, 2023 ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ସାଳଡ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଜନ ସାଧାରଣଙ୍କୁ ବିଶୁଦ୍ଧ… Read More...
ନିୟନ୍ତ୍ରିତ ବଜାର ପ୍ରାଙ୍ଗଣକୁ ବିଦ୍ୟୁତ୍ ସଂଯୋଗ ପାଇଁ ଦାବି Samaja Digital (SM) Jul 10, 2023 ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡାରେ ଥିବା ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣରେ ଏପର୍ୟ୍ୟନ୍ତ ବିଦ୍ୟୁତ ଲାଇନ୍ ସଂଯୋଗ କରାଯାଇ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଜାର ପ୍ରାଙ୍ଗଣରେ ଲଇଡା… Read More...
ଅସମ୍ପୂର୍ଣ୍ଣ କଂକ୍ରିଟ୍ ରାସ୍ତା ଯୋଗୁଁ ଯାତାୟତ ସମସ୍ୟା Samaja Digital (SM) Jul 10, 2023 ରେଙ୍ଗାଲି : ରେଙ୍ଗାଲି ବ୍ଲକ ଲଇଡା ଗ୍ରାମ ପଞ୍ଚାୟତର ବୈଜାପାଲି ଗ୍ରାମର ମଝି ରାସ୍ତା କାମ ଅସମ୍ପୂର୍ଣ୍ଣ ଥିବାରୁ କଂକ୍ରିଟ ହୋଇ ନଥିବା ରାସ୍ତାରେ ପାଣି ଓ କାଦୁଅ ଜମା ହୋଇ ଯାତାୟତରେ ସମସ୍ୟା ଦେଖା ଦେଉଛି ବୋଲି… Read More...
ଉଠାଜଳସେଚନ ପ୍ରକଳ୍ପ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ Samaja Digital (SM) Jul 7, 2023 ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍ (୨) ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ଉଠାଜଳସେଚନ ପ୍ରକଳ୍ପ କାର୍ୟ୍ୟକ୍ଷମ କରିବାକୁ ଜିଲ୍ଳା ପରିଷଦ ଜୋନ୍ (୨) ସଭ୍ୟ ଦେନାରାୟଣ ତିୱାରୀଙ୍କ… Read More...
ବର୍ଷେ ନହେଉଣୁ ଉଠିଯାଉଛି ଆଦର୍ଶ ବିଦ୍ୟାଳୟ କାନ୍ଥ ରଙ୍ଗ Samaja Digital (SM) Jul 3, 2023 ରେଙ୍ଗାଲି: ରେଙ୍ଗାଲିରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ କୋଠାର କାନ୍ଥ ଗୁଡିକରେ ଲଗାଯାଇଥିବା ରଙ୍ଗ ବର୍ଷେ ନହେଉଣୁ ଉଠିଯାଇ ବିବର୍ଣ୍ଣ ତଥା ବିକୃତ ଦେଖାଯାଉଛି। ନିମ୍ନମାନର ରଙ୍ଗ କାମ ଯୋଗୁଁ ରଙ୍ଗ ଲଗାଯିବାର… Read More...