ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କର ପରଲୋକ ..
ଦୈନିକ ଖବର କାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ..
ଏଥିସହ ପୂର୍ବରୁ ସେ ଅନେକ ପ୍ରତିଷ୍ଠିତ ଖବରକାଗଗରେ କାର୍ଯ୍ୟ କରିଛନ୍ତି..
ଦୂରଦର୍ଶନ ଏବଂ ଆକାଶବାଣୀରେ ମଧ୍ୟ କାର୍ଯ୍ୟ କରିଛନ୍ତି..
ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ..
ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲା..
ସୁପ୍ରିମକୋର୍ଟଙ୍କ ବଡ ରାୟ..
ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ..
ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ..
୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା..
ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ..
ମୋଟ୍ ୧୭ଟି ମାଛ ମିଳିଲା, ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ..
କୃଷ୍ଣପ୍ରସାଦ : ଜମି ବାଡି ବିବାଦରୁ ବାପାପୁଅଙ୍କୁ ଏସିଡ୍ ମାଡ..
ଗ୍ୟାସ୍ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍ରୁ ୧୫ ଲକ୍ଷ ଲୁଟ୍..
ଆସିକା : ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ..
ଛତିଶଗଡ : ସୁକ୍ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର..
‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ..



