ଟୋକିଓ : ନୂଆବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜାପାନର ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଜାପାନରେ ସୁନାମୀ ନେଇ ଚେତାବନୀ ଜାରି କରାଯାଇଛି। ଏହି ଭୂମିକମ୍ପରେ କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ।
Popular Categories



