ବାଙ୍କୀ : ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରୁ ଶୁକ୍ରବାର ବଡ ଧରଣର ଲୁଟ୍ ହୋଇଛି। ବ୍ୟାଙ୍କ ଟ୍ରେଜେରୀ ଭାଙ୍ଗି ଦୁର୍ବୃତ୍ତ ପ୍ରାୟ ୧୪ ଲକ୍ଷ ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି। ହାର୍ଡଡିସ୍କ, କମ୍ପ୍ୟୁଟର, ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ କଟକ ଏସ୍ପିଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



