ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ ନୂଆ ଅତିଥି ଦୁଇଟି ୱାଲାବି, ଦୁଇଟି ଲିଭିଂଷ୍ଟୋନ ଟୁରାକୋ ରହିଛନ୍ତି। ଏହି ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ପର୍ଯ୍ୟଟକମାନେ ଏହି ୪ ନୂଆ ଅତିଥିଙ୍କୁ ଦେଖିପାରିବେ।

Comments are closed.