www.samajalive.in
Saturday, December 6, 2025
16.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି..

ଏଣିକି ସଂସଦ ଜଗିବ ସିଆଇଏସଏଫ..

- Advertisement -

ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ ଟୁକୁନି ସାହୁ..

ଭୁବନେଶ୍ୱର : ଦିନକ ପରେ କମିବ ଶୀତ .. ବଢିବ କୁହୁଡି..

ଡିସେମ୍ବର ୨୩ ଓ ୨୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି..

କାମାକ୍ଷାନଗର : ନିଆଁ ପୁଇଁବା ବେଳେ ନିଆଁ ଲାଗି ମହିଳା ଗୁରୁତର..

ବାମ ପଞ୍ଚାୟତ ଚାଉଳିଆ ଝରଣ ଗାଁରେ ନିଆଁ ପୁଇଁବା ବେଳେ ଅଘଟଣ..

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର..

ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ପାଳନ..

କୁଚିଣ୍ଡା ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ..

ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ..

ଏକ୍ସର ସର୍ଭର ଡାଉନ..

ସର୍ଭର ଡାଉନ ଯୋଗୁଁ କୌଣସି ପାଠ ଦେଖି ହେଉ ନଥିଲା..

ଦୀର୍ଘ ୧ ଘଣ୍ଟା ପରେ ସ୍ୱଭାବିକ ହେଲା ‘ଏକ୍ସ’

ଡିସ୍‌‌କାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ ମାମଲା..

ଗଞ୍ଜାମର ଆସିକାର ଦମ୍ପତିଙ୍କୁ ଅଟକ ରଖିଲା କମିଶନରେଟ୍‌‌ ପୁଲିସ..

ଦଶପଲ୍ଲାରେ ଦୁର୍ଘଟଣା ଜଣେ ମୃତ,୫ ଗୁରୁତର..

ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ..

୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ..

ଭିଜିଲାନ୍ସ ଜାଲରେ ଫସିଲେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ..

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories